Flash Flood
ପ୍ରକୃତି ଯେବେ କରାଳ ରୂପ ଧାରଣ କରେ ସବୁଠି ପଡ଼ିଯାଏ ହାହାକାର । ସମସ୍ତେ ତ୍ରାହି ତ୍ରାହି ଡାକନ୍ତି । ଜୀବନ ବଞ୍ଚାଇବାକୁ କରିଚାଲନ୍ତି ସଂଘର୍ଷ । ଠିକ୍ ଯେମିତି ଆଫ୍ଗାନିସ୍ତାନରେ ତାଣ୍ଡବ ରଚୁଛି ପ୍ରକୃତି । ଯାହାର ଚିତ୍ର ଆପଣଙ୍କ ସାମ୍ନାରେ । ଚାହୁଁ ଚାହୁଁ ପାଣି ମାଡ଼ି ଆସୁଛି । ଜଳ ପ୍ରଳୟରେ ସବୁକିଛି ଭାସିଯାଇଛି । କେତେବେଳେ ମା’ କୋଳରୁ ତା’ ଛୁଆ ଚାଲିଯାଉଛି ତ ପୁଣି କେତେବେଳେ କୁନିକୁନି ଛୁଆ ମାତୃହରା ହୋଇଯାଉଛନ୍ତି । କେଉଁଠି ତ ପୂରା ପରିବାର ଏହି ରାକ୍ଷାସ ରୂପୀ ଜଳରେ ଡୁବି ଲୀନ ହୋଇଯାଉଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)