ପ୍ରକୃତି ଯେବେ କରାଳ ରୂପ ଧାରଣ କରେ ସବୁଠି ପଡ଼ିଯାଏ ହାହାକାର । ସମସ୍ତେ ତ୍ରାହି ତ୍ରାହି ଡାକନ୍ତି । ଜୀବନ ବଞ୍ଚାଇବାକୁ କରିଚାଲନ୍ତି ସଂଘର୍ଷ । ଠିକ୍ ଯେମିତି ଆଫ୍ଗାନିସ୍ତାନରେ ତାଣ୍ଡବ ରଚୁଛି ପ୍ରକୃତି । ଯାହାର ଚିତ୍ର ଆପଣଙ୍କ ସାମ୍ନାରେ । ଚାହୁଁ ଚାହୁଁ ପାଣି ମାଡ଼ି ଆସୁଛି । ଜଳ ପ୍ରଳୟରେ ସବୁକିଛି ଭାସିଯାଇଛି । କେତେବେଳେ ମା’ କୋଳରୁ ତା’ ଛୁଆ ଚାଲିଯାଉଛି ତ ପୁଣି କେତେବେଳେ କୁନିକୁନି ଛୁଆ ମାତୃହରା ହୋଇଯାଉଛନ୍ତି । କେଉଁଠି ତ ପୂରା ପରିବାର ଏହି ରାକ୍ଷାସ ରୂପୀ ଜଳରେ ଡୁବି ଲୀନ ହୋଇଯାଉଛି ।
Published By: Santosh Kumar Sahoo
Last updated: 13 May 2024, 05:05 PM IST
ଚନ୍ଦ୍ର ପୃଷ୍ଠରେ ଚାଲିବାକୁ ଥିବା ଟ୍ରେନ୍ ପୃଥିବୀ ପୃଷ୍ଠରେ ଚାଲୁଥିବା ଟ୍ରେନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ।