Advertisment

୨୪ ଘଣ୍ଟା ହେଲାଣି ୟୁରୋପରେ ଛାଇ ଯାଇଛି ଅନ୍ଧାର

ୟୁରୋପର ୪ଟି ଦେଶ ସ୍ପେନ୍, ପର୍ତ୍ତୁଗାଲ, ଦକ୍ଷିଣ ଫ୍ରାନ୍ସ ଓ ବେଲଜିୟମରେ ଦେଖାଦେଇଛି ଭୟଙ୍କର ବିଦ୍ୟୁତ୍‌ ବିଭ୍ରାଟ।

author-image
Santosh Kumar Sahoo

ପାଖାପାଖି ୨୪ ଘଣ୍ଟା ହେଲାଣି ୟୁରୋପରେ ଛାଇ ଯାଇଛି ଅନ୍ଧାର। ଛଟପଟ ହେଉଛନ୍ତି ଜନତା। ନା ଟ୍ରେନ୍‌ ଗୁଡିଛି ନା ସ୍ୱଭାବିକ ହୋଇପାରୁଛି ବିମାନ ସେବା। ବିଜୁଳି ନଥିବାରୁ ସବୁଠି ସଟ୍‌ଡାଉନ୍‌ ସ୍ଥିତି। ୟୁରୋପର ୪ଟି ଦେଶ ସ୍ପେନ୍, ପର୍ତ୍ତୁଗାଲ, ଦକ୍ଷିଣ ଫ୍ରାନ୍ସ ଓ ବେଲଜିୟମରେ ଦେଖାଦେଇଛି ଭୟଙ୍କର ବିଦ୍ୟୁତ୍‌ ବିଭ୍ରାଟ।

Advertisment
Europe
Advertisment
Advertisment