Advertisment

ଟ୍ରମ୍ପଙ୍କୁ ଟକ୍କର ଦେବାକୁ ଏଲନ ମକ୍ସଙ୍କ ପ୍ଲାନ୍, ରାଷ୍ଟ୍ରପତି ହେବାକୁ ଇଚ୍ଛା ?

ଆମେରିକାରେ ଏକ ନୂଆ ରାଜନୈତିକ ପାର୍ଟି ଗଢ଼ିପାରନ୍ତି ଟେସଲା ତଥା ସ୍ପେସ୍‌ଏକ୍ସ ସିଇଓ ଏଲନ୍‌ ମସ୍କ । ଏମିତିକି ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ମସ୍କ ଏହି ପାର୍ଟିର ନାମ ବିଷୟରେ ମଧ୍ୟ ଇଶାରା ଦେଇଛନ୍ତି ।

author-image
Namita Biswal

ଆମେରିକାରେ ଏକ ନୂଆ ରାଜନୈତିକ ପାର୍ଟି ଗଢ଼ିପାରନ୍ତି ଟେସଲା ତଥା ସ୍ପେସ୍‌ଏକ୍ସ ସିଇଓ ଏଲନ୍‌ ମସ୍କ । ଏମିତିକି ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ମସ୍କ ଏହି ପାର୍ଟିର ନାମ ବିଷୟରେ ମଧ୍ୟ ଇଶାରା ଦେଇଛନ୍ତି । ମସ୍କ ତାଙ୍କ ପୋଷ୍ଟରେ ‘ଦି ଆମେରିକା ପାର୍ଟି’ ବୋଲି ଉଲ୍ଲେଖ କରିଛନ୍ତି । ଯଦିଓ ଏ ପର୍ଯ୍ୟନ୍ତ ଏଲନ୍‌ ମସ୍କ ସ୍ପଷ୍ଟ ଭାବେ କହିନାହାନ୍ତି ଯେ ସେ ଏକ ରାଜନୈତିକ ଦଳ ଗଠନ କରିବେ ଏବଂ ତା’ର ନାଁ ‘ଦି ଆମେରିକା ପାର୍ଟି’ ରହିବେ ।

Advertisment
Donald Trump Elon Musk
Advertisment
Advertisment