Advertisment

ଆମେରିକା ଉପରେ ଚୀନ୍‌ର ୮୪% ଟାରିଫ୍

ପୂର୍ବରୁ ଆମେରିକା ଉପରେ ୩୪% ଟାରିଫ୍ ଲାଗୁ କରିଥିଲା ଚୀନ୍। ଯାହାଫଳରେ ଗତକାଲି ଆମେରିକା ଚୀନ୍ ଉପରେ ୧୦୪% ଟାରିଫ୍ ଲାଗୁ କରିଥିଲେ।

author-image
Saroj Kumar Jena

ଥମୁନି ଆମେରିକା-ଚୀନ୍ ଟ୍ରେଡ୍ ୱାର। ଆମେରିକା ଉପରେ ୮୪% ଟାରିଫ୍ ଲଗାଇଲା ଚୀନ୍। ଆମେରିକାରୁ ଆମଦାନୀ ସମସ୍ତ ସାମଗ୍ରୀ ଉପରେ ୮୪% ଟାରିଫ୍ ଲଗାଇଛି ଚୀନ।୧୦ ତାରିଖ ଅର୍ଥାତ୍ ଆସନ୍ତାକାଲିଠୁ ଆମେରିକା ଉପରେ ଚୀନର ବର୍ଦ୍ଧିତ ଟାରିଫ୍ ଲାଗୁ ନେଇ ସୂଚନା ମିଳିଛି। ପୂର୍ବରୁ ଆମେରିକା ଉପରେ ୩୪% ଟାରିଫ୍ ଲାଗୁ କରିଥିଲା ଚୀନ୍। ଯାହାଫଳରେ ଗତକାଲି ଆମେରିକା ଚୀନ୍ ଉପରେ ୧୦୪% ଟାରିଫ୍ ଲାଗୁ କରିଥିଲେ। 

Advertisment
China
Advertisment
Advertisment