Advertisment

Balochistan Independence: ପାକିସ୍ତାନକୁ ଶକ୍ତ ଝଟକା, ସ୍ୱାଧୀନ ହେଲା ବଲୁଚିସ୍ତାନ !

ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା । ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଲା ପାକିସ୍ତାନ ! ସ୍ୱାଧୀନ ହେଲା ବଲୁଚିସ୍ତାନ ! ସାମାଜିକ ଗଣମାଧ୍ୟମରେ ଭାଇରାଲ ବେଲୁଚିସ୍ତାନର ସ୍ୱାଧୀନ ମାନଚିତ୍ର ଏବଂ ବେଲୁଚ ପତାକା ଉଡ଼ାଉଥିବା ଲୋକଙ୍କ ଭିଡିଓ ।

author-image
Namita Biswal

ପାକିସ୍ତାନକୁ ଲାଗିଲା ଶକ୍ତ ଝଟକା । ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଲା ପାକିସ୍ତାନ ! ସ୍ୱାଧୀନ ହେଲା ବଲୁଚିସ୍ତାନ ! ସାମାଜିକ ଗଣମାଧ୍ୟମରେ ଭାଇରାଲ ବେଲୁଚିସ୍ତାନର ସ୍ୱାଧୀନ ମାନଚିତ୍ର ଏବଂ ବେଲୁଚ ପତାକା ଉଡ଼ାଉଥିବା ଲୋକଙ୍କ ଭିଡିଓ । ବୁଧବାର ବାଲୁଚିସ୍ତାନ ନେତା ମୀର ୟାର ବାଲୁଚ୍ ଟ୍ୱିଟ କରିଥିଲେ ଯେ ବେଲୁଚିସ୍ତାନ କେବେବି ପାକିସ୍ତାନର ଅଂଶ ନୁହେଁ ଏବଂ ଭାରତୀୟ ଗଣମାଧ୍ୟମକୁ ବଲୁଚିସ୍ତାନ ଲୋକଙ୍କୁ 'ପାକିସ୍ତାନୀ' ନ କହିବାକୁ ସେ ଅନୁରୋଧ କରିଥିଲେ ।

Advertisment
Pakistan Balochistan
Advertisment
Advertisment