Radiation Leak
ପାକିସ୍ତାନରେ ଭୟଙ୍କର ନ୍ୟୁକ୍ଲିଅର ରିଆକ୍ସନ ହୋଇଥିବାର ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ପରିସ୍ଥିତି ଏପରି ହୋଇଛି ଯେ ସାଧାରଣ ଲୋକଙ୍କୁ ଘର ଛାଡ଼ି ଚାଲିଯିବାକୁ ପରାମର୍ଶ ଦିଆଯାଉଛି । ଅନେକ ଦାବି କରୁଛନ୍ତି ଯେ କିରାନା ହିଲ୍ସ, ଯେଉଁଠାରେ ପାକିସ୍ତାନର ପରମାଣୁ ଘାଟି ରହିଛି, ତାହାକୁ ଭାରତ ଦ୍ୱାରା ଟାର୍ଗେଟ କରାଯିବା ପରେ ଏଠାରେ ରେଡିଓଆକ୍ଟିଭ୍ ଲିକେଜ୍ ଆରମ୍ଭ ହୋଇଛି । ଚର୍ଚ୍ଚା ହେଉଛି କାଳେ ଆମେରିକା ତାର ଏକ ବିମାନକୁ ସେଠାକୁ ପଠାଇଛି ଏବଂ ରେଡିଏସନ୍ ତଦନ୍ତ ଚାଲିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)