Advertisment

COVID Impact on Heart Attacks: କୋଭିଡ୍ ପାଇଁ ବଢୁଛି ହୃଦଘାତ, ଗବେଷଣାରୁ ମିଳିଲା ତଥ୍ୟ

କୋଭିଡ୍ ପରବର୍ତ୍ତୀ କାଳରେ ବଢ଼ିଚାଲିଥିବା ହୃଦଘାତର କାରଣ ସଂପର୍କରେ ତିନି ଭାରତୀୟ ବୈଜ୍ଞାନିକଙ୍କ ମିଳିତ ଗବେଷଣାରୁ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ବଡ଼ କଥା ହେଉଛି କୋଭିଡ୍ ଓ ହୃଦରୋଗ ସଂପର୍କରେ ଥିବା ଏ ଲିଙ୍କକୁ ସାମ୍ନାକୁ ଆଣିଥିବା ଗବେଷକଙ୍କ ଭିତରେ ଅଛନ୍ତି ଆମେରିକାର ୟୁନିଭର୍ସିଟି ଅଫ୍ ଟେକ୍ସାସରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଡକ୍ଟର ସରୋଜ କୁମାର ପଣ୍ଡା।

Advertisment

ଆପଣଙ୍କୁ କୋଭିଡ୍ ହୋଇଥିଲା କି? ଯଦି ହଁ, ଟିକେ ସତର୍କ ଥାନ୍ତୁ। ହାର୍ଟ ହେଲ୍ଥର ଯତ୍ନ ନିଅନ୍ତୁ। କାହିଁକିନା ଆପଣଙ୍କଠାରେ ହୃଦଘାତର ଆଶଙ୍କା ଅଧିକ। କୋଭିଡ୍ ପରବର୍ତ୍ତୀ କାଳରେ ବଢ଼ିଚାଲିଥିବା ହୃଦଘାତର କାରଣ ସଂପର୍କରେ ତିନି ଭାରତୀୟ ବୈଜ୍ଞାନିକଙ୍କ ମିଳିତ ଗବେଷଣାରୁ ସାମ୍ନାକୁ ଆସିଛି ଏଭଳି ଚାଞ୍ଚଲ୍ୟକର ତଥ୍ୟ। ବଡ଼ କଥା ହେଉଛି କୋଭିଡ୍ ଓ ହୃଦରୋଗ ସଂପର୍କରେ ଥିବା ଏ ଲିଙ୍କକୁ ସାମ୍ନାକୁ ଆଣିଥିବା ଗବେଷକଙ୍କ ଭିତରେ ଅଛନ୍ତି ଆମେରିକାର ୟୁନିଭର୍ସିଟି ଅଫ୍ ଟେକ୍ସାସରେ କାର୍ଯ୍ୟରତ ଓଡ଼ିଆ ବୈଜ୍ଞାନିକ ଡକ୍ଟର ସରୋଜ କୁମାର ପଣ୍ଡା। ତେବେ କାହିଁକି ଏମିତି ହେଉଛି, କଣ କାରଣ। ଦେଖନ୍ତୁ ଏ ରିପୋର୍ଟ।

Advertisment
COVID-19 Research Program Heart Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ