Advertisment

ଭାରି ଉପକାରୀ କୋଳଥ ଡାଲି

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କୋଳଥ ଡାଲି। ଏଥିରେ ପୁଷ୍ଟିସାର, ଲୌହସାର, କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ। ଶ୍ୱେତସାର ଏବଂ ଚର୍ବିର ମାତ୍ରା କମ ରହିଥାଏ। ଏହାବ୍ୟତୀତ ଏହି ଡାଲି ନିୟମିତ ଖାଇବା ଦ୍ୱାରା ମେଦ ବହୁଳତା ହ୍ରାସ ପାଇଥାଏ। କୋଳଥ ଡାଲିର କିଛି ଚମତ୍କାରୀ ଗୁଣ ରହିଛି ଯାହା ଶରୀରକୁ ସୁସ୍ଥ ରଖିଥାଏ। ଏହି ଡାଲି ଖାଇବା ଦ୍ୱାରା ପେଟରେ ଷ୍ଟୋନ ସମସ୍ୟା ଦୂର ହୋଇଥାଏ।

author-image
Sonali Ojha