Advertisment

‘ଭୟଭୀତ ନ ହୋଇ ହସ୍ପିଟାଲ ଆସନ୍ତୁ ’

ଯାଜପୁରରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଜିଲ୍ଲାବାସୀ ଭୟଭୀତ ହୋଇ ପଡ଼ିଛନ୍ତି।  ତେବେ ଜିଲ୍ଲାର ଗୋଟିଏ କ୍ଲଷ୍ଟରରୁ ନୁହେଁ, ବରଂ ଭିନ୍ନ ଭିନ୍ନ ଅଞ୍ଚଳରୁ ପଜିଟିଭ୍ ବାହାରିଛନ୍ତି। ତେଣୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ।  ଏଥିସହ ପତଳା ଝାଡ଼ା ହେଲେ ତୁରନ୍ତ ହସ୍ପିଟାଲ୍ ଯିବାକୁ କହିଛନ୍ତି ସ୍ବତନ୍ତ୍ର ସ୍ବାସ୍ଥ୍ୟ ସଚିବ।

author-image
Sujit kumar Swain

Jajpur
Advertisment
Advertisment