ପରିସ୍ରାରେ କାହିଁକି ରକ୍ତ ପଡ଼ୁଛି? ଯଦି ପଡ଼ୁଛି ତେବେ କରିବେ କ’ଣ? ତେବେ ଚାଲନ୍ତୁ ଜାଣିବା ଏହାର ଉପଚାର ।
Published: Pallipuspa Samal
Last updated: 15 February 2022, 12:45 PM IST
ଆମ ଭାରତରେ ପ୍ରାୟ ସମସ୍ତ ସ୍ଥାନରେ ପାନର ଚାହିଦା ରହିଛି । ଏହାକୁ ପ୍ରାୟ ସମସ୍ତେ ବିଭିନ୍ନ ମସଲା ଦ୍ଵାରା ଖାଇବାକୁ ପସନ୍ଦ କରି ଥାଆନ୍ତି । କେହି କେହି ସାଧା ଓ ଅନ୍ୟ କେହି କଡ଼ା ପାନ ଖାଇବାକୁ ଈଛା କରନ୍ତି । ପାନ କେବଳ ପାଟିର ସ୍ଵାଦ ପାଇଁ ଖାଇ ନଥାଆନ୍ତି । ଏହାର ଔଷଧୀୟ ଗୁଣ ଭରପୁର ମାତ୍ରାରେ ରହିଛି ।