ପେପର୍ କପ୍ରେ ଚା’ ପିଉଛନ୍ତି କି ? ଯଦି ହଁ, ତେବେ ଆଜିଠୁ ହୋଇଯାଆନ୍ତୁ ସାବଧାନ। ଗବେଷଣରୁ ଯେଉଁ ଖବର ଆସିଛି, ତାହା ଆପଣଙ୍କୁ ବିଚଳିତ କରିପାରେ। ଯଦି ପେପର୍ କପ୍ରେ ଚା’ କିମ୍ବା କଫି ପିଇବା ଅଭ୍ୟାସ ରଖିଛନ୍ତି, ତେବେ ଆପଣଙ୍କୁ ହୋଇପାରେ ଭୟଙ୍କର ମାରାତ୍ମକ ରୋଗ। ଯାହାକୁ ଚିକିତ୍ସା କରିବା ଆଜିର ଦିନରେ ସମ୍ଭବ ନୁହେଁ। ଶେଷରେ ମୃତ୍ୟୁ ହେବା ନିଶ୍ଚିତ। ଜାତୀୟ ଗଣମାଧ୍ୟମରେ ଏମିତି ଚାଞ୍ଚଲ୍ୟକର ଖବର ଆସିବା ପରେ ଆତଙ୍କିତ ହୋଇପଡ଼ିଛନ୍ତି ଦେଶବାସୀ।
Published By: Santosh Kumar Sahoo
Last updated: 30 January 2025, 09:14 PM IST
ହଜମ ନହେଲେ ଲେମ୍ୱୁପାଣି ପିଇବାକୁ ପରାମର୍ଶ ଦିଆଯାଏ। ଘରକୁ କୁଣିଆ ଆସିଲେ ମଧ୍ୟ ଓଡ଼ିଆ ଲୋକମାନେ ଲେମ୍ବୁପାଣି ଯାଚନ୍ତି। କିନ୍ତୁ ଅଧିକ ଲେମ୍ୱୁପାଣି ପିଇଲେ କ'ଣ ହୁଏ ଜାଣନ୍ତୁ।