Advertisment

‘ମୁଁ କୁନି ସେବାୟତ, ମାହାପୁରୁ ଭୋଗ ଖାଇଲେ ମୁଁ ମନ୍ତ୍ରପଢ଼େ’

“ମୁଁ କୁନି ସେବାୟତ, ମାହାପୁରୁ ଭୋଗ ଖାଇଲେ ମୁଁ ମନ୍ତ୍ରପଢ଼େ’ । ବଡ଼ଦାଣ୍ଡରେ ରଥ ଦଉଡ଼ି ଧରି ଟାଣି ନେଉଛନ୍ତି କୁନି ସେବାୟତ । କାନ୍ଧରେ ଖଣ୍ଡୁଆ ପାଟ, କଣ୍ଠରେ ଅନର୍ଗଳ ମନ୍ତ୍ର ।

author-image
Satyendu Shekher Mishra

ମୁଁ କୁନି ସେବାୟତ, ମାହାପୁରୁ ଭୋଗ ଖାଇଲେ ମୁଁ ମନ୍ତ୍ରପଢ଼େ । ବଡ଼ଦାଣ୍ଡରେ ରଥ ଦଉଡ଼ି ଧରି ଟାଣି ନେଉଛନ୍ତି କୁନି ସେବାୟତ । କାନ୍ଧରେ ଖଣ୍ଡୁଆ ପାଟ, କଣ୍ଠରେ ଅନର୍ଗଳ ମନ୍ତ୍ର ।

Advertisment
Lord Jagannath Puri Ratha Jatra 2021
Advertisment
Advertisment