Chadaka Mela
ଭକ୍ତ ଓ ଭଗବାନଙ୍କ ମିଳନର ପର୍ବ ନୀଳ ପର୍ବ। ବାବା ଚନ୍ଦନେଶ୍ୱରଙ୍କ ପୀଠରେ ସେଥିପାଇଁ ଭକ୍ତ ସମୁଦ୍ର। ଭକ୍ତିମୟ ପରିବେଶରେ ଉଲ୍ଲାସିତ ଆବାଳ ବୃଦ୍ଧବନିତା । ନୀଳ ପର୍ବରେ ସାମିଲ ହେବା ପାଇଁ କାହିଁ କେତେ ଆଡୁ ଭକ୍ତ ଧାଇଁ ଆସିଛନ୍ତି ବାବଙ୍କ ପାଖକୁ। ଯେଉଁ ହଳାହଳ ବିଷ ପାନ କରି ମହାଦେବ ନୀଳକଣ୍ଠ ହୋଇଥିଲେ ସେହି କିମ୍ବଦନ୍ତୀକୁ ଆଧାର କରି ପାଳିତ ହୋଇ ଆସୁଛି ଚନ୍ଦନେଶ୍ୱରର ପ୍ରସିଦ୍ଧ ଚଡ଼କ ମେଳା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)