Advertisment

Salman Khan Car Bomb Threat : ବଢ଼ିଲା ସଲମାନ ଖାନଙ୍କ ସୁରକ୍ଷା

ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ ମିଳିଛି । ସଲମାନଙ୍କ କାରରେ ବୋମା ଲଗାଇ ଉଡ଼ାଇ ଦେବାକୁ ମିଳିଛି ଧମକ। ମହାରାଷ୍ଟ୍ର ପରିବହନ ବିଭାଗର WhatsAppରେ ଆସିଛି ମେସେଜ୍।

author-image
Deviprasad Jena

ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ ମିଳିଛି । ସଲମାନଙ୍କ କାରରେ ବୋମା ଲଗାଇ ଉଡ଼ାଇ ଦେବାକୁ ମିଳିଛି ଧମକ। ମହାରାଷ୍ଟ୍ର ପରିବହନ ବିଭାଗର WhatsAppରେ ଆସିଛି ମେସେଜ୍। WhatsAppରେ ମେସେଜ୍ ଲେଖି ଧମକ ଦେଇଛି ଦୁର୍ବୃତ୍ତ। ଏହାପରେ ଭାଇଜାନଙ୍କ ସୁରକ୍ଷା ବଢ଼ାଇ ଦେଇଛନ୍ତି ସରକାର। ପୂର୍ବରୁ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗ ସଲମାନଙ୍କ ଉପରକୁ ଆକ୍ରମଣ ଉଦ୍ୟମ କରିଥିଲେ। ଏହାପରେ ବାନ୍ଦ୍ରା ଘର ଉପରକୁ ଗୁଳି ମାଡ଼ ବି ହୋଇଥିଲା। ସଲମାନଙ୍କ ଜୀବନ ଉପରେ ବିପଦ ଥିବାରୁ ସୁରକ୍ଷା ବଢ଼ାଇଛନ୍ତି ସରକାର।

Advertisment
Bollywood Actor Threatening Mesages Salman Khan
Advertisment
Advertisment