Advertisment

Murder: ବସଷ୍ଟାଣ୍ଡରେ ରକ୍ତର ବନ୍ୟା !

ଲିଭ୍‌-ଇନ୍‌ରେ ରହିଲା । ହାତ ଧରି ବାହା ବି ହେଲା । ହେଲେ ବାହାଘରର ମାସେ କେଇଟା ନ ପୁରୁଣୁ ରକ୍ତପିପାସୁ ପାଲଟିଗଲା ସ୍ୱାମୀ । ଯେଉଁ ହାତରେ ସିନ୍ଦୂର ଦେଇଥିଲା, ସେଇ ହାତରେ ସ୍ତ୍ରୀର ଶରୀରକୁ କରିଦେଲା ଖିନଭିନ୍ । ୧୧ ଥର ଛୁରୀ ଭୁସିଲା ସ୍ତ୍ରୀ ପେଟରେ ।

author-image
Chinmayee Sahoo

ଲିଭ୍‌-ଇନ୍‌ରେ ରହିଲା । ହାତ ଧରି ବାହା ବି ହେଲା । ହେଲେ ବାହାଘରର ମାସେ କେଇଟା ନ ପୁରୁଣୁ ରକ୍ତପିପାସୁ ପାଲଟିଗଲା ସ୍ୱାମୀ । ଯେଉଁ ହାତରେ ସିନ୍ଦୂର ଦେଇଥିଲା, ସେଇ ହାତରେ ସ୍ତ୍ରୀର ଶରୀରକୁ କରିଦେଲା ଖିନଭିନ୍ । ୧୧ ଥର ଛୁରୀ ଭୁସିଲା ସ୍ତ୍ରୀ ପେଟରେ । ଭଲ ପାଇ ବାହା ହୋଇଥିବା ସାଥିଟିଏ କ'ଣ ଏମିତି ସୈତାନ ସାଜିପାରେ ? 

Advertisment
Murder
Advertisment
Related Articles
Advertisment