Advertisment

କଡ଼ ଲେଉଟାଉଛି କି କରୋନାର ନୂଆ ଲହର?

ପୁଣି ଡରେଇଲାଣି କରୋନା । ଭାରତକୁ ଫେରିଲା କୋଭିଡ୍ ଭୟ । 257 ନୂଆ ଆକ୍ରାନ୍ତ, 2 ମୃତ । ଚୀନ୍, ସିଙ୍ଗାପୁର ଓ ଥାଇଲାଣ୍ଡ ପରେ ଆମ ଦେଶରେ ବି ବାଜିଗଲାଣି କୋଭିଡ୍-19 ନୂଆ ଲହରର ଆଲାର୍ମ।

author-image
Santosh Kumar Sahoo

ଦେଶରେ ପୁଣି କଡ଼ ଲେଉଟାଉଛି କି କରୋନାର ନୂଆ ଲହର। ଚୀନ୍, ସିଙ୍ଗାପୁର ପରେ ଭାରତରେ କୋଭିଡର ରି-ଏଣ୍ଟ୍ରି ସାଙ୍ଗକୁ ମୁମ୍ବାଇରେ ଦୁଇ ଆକ୍ରାନ୍ତଙ୍କ ମୃତ୍ୟୁ ଖବରକୁ ନେଇ ଛନକା। ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ବି ସତର୍କ ଥିବା ବେଳେ କୋ ମର୍ବିଡିଟି ବା ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତି ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

Advertisment
COVID-19 India
Advertisment
Advertisment