Advertisment

ରୂପ ବଦଳାଇ ପୁଣି ଥରେ ମାଡିଆସିଲାଣି କରୋନା

ରୂପ ବଦଳାଇ ପୁଣି ଥରେ ମାଡିଆସିଲାଣି କରୋନା। ଖାଲି ସେତିକି ନୁହେଁ କରୋନାରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କ ଜୀବନ ବି ଗଲାଣି।

author-image
Santosh Kumar Sahoo

ଲକ୍‌ଡାଉନ୍, ଭ୍ୟାକ୍ସିନ୍, ମାସ୍କ ଓ ରେମ୍‌ଡେସିଭିର। ଏହି ଶବ୍ଦଗୁଡ଼ିକୁ ଶୁଣିବା ମାତ୍ରେ ଦୁଇ ବର୍ଷ ପୁରୁଣା ଅଭୁଲା ଦୃଶ୍ୟ ସବୁ ତାଜା ହୋଇଯିବ। ଏବେ ପୁଣି ଫେରିଛି ସେହି ସମାନ ଭୟ। ରୂପ ବଦଳାଇ ପୁଣି ଥରେ ମାଡିଆସିଲାଣି କରୋନା। ଖାଲି ସେତିକି ନୁହେଁ କରୋନାରେ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କ ଜୀବନ ବି ଗଲାଣି। ମୁମ୍ବାଇ ପରେଲରେ ଥିବା KEM ହସ୍ପିଟାଲରୁ ଦୁଇଟି ମୃତ୍ୟୁ ମାମଲା ସାମ୍ନାକୁ ଆସିଛି।

Advertisment
COVID-19 Mumbai
Advertisment
Advertisment