Advertisment

କାହା ଭୂଲ ପାଇଁ ଭୁଶୁଡ଼ିଲା ଷ୍ଟେସନ୍ ଛାତ?

କଟକ ଷ୍ଟେସନରେ ଅଘଟଣ ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା। ଏକ ପୁରୁଣା କାନ୍ଥ ପ୍ଲାଟଫର୍ମ ଉପରକୁ ଭୁଶୁଡ଼ି ପଡ଼ିଛି। ଅପରାହ୍ନ ୩ଟା ୪୫ରେ ଘଟିଛି, ଟ୍ରାକ୍ ୧ ଓ ୨ରେ ଯାତାୟାତ ବାଧାପ୍ରାପ୍ତ। କେହି ମୃତାହତ ହୋଇ ନାହାନ୍ତି, ୪୫ ମିନିଟ୍ ଭିତରେ ଠିକ୍ ହୋଇଯିବ।

author-image
Manasranjan Mohanty