Advertisment

ରାଜ୍ୟରେ ସଡ଼କ ସୁରକ୍ଷାର ଚିନ୍ତାଜନକ ସ୍ଥିତି

ସଡ଼କ ଦୁର୍ଘଟଣା ଯୋଗୁ ରାଜ୍ୟରେ ଦିନକୁ ଚାଲିଯାଉଛି ହାରାହାରି ୧୫ ଜୀବନ। ୨୮ ଜଣ ଆହତ ବି ହେଉଛନ୍ତି। ନିକଟରେ ବିଧାନସଭାରେ ଏମିତି ଚିନ୍ତାଜନକ ତଥ୍ୟ ରଖିଛନ୍ତି ଖୋଦ୍ ପରିବହନ ମନ୍ତ୍ରୀ।

author-image
Sujit kumar Swain

ସଡ଼କ ଦୁର୍ଘଟଣା ଯୋଗୁ ରାଜ୍ୟରେ ଦିନକୁ ଚାଲିଯାଉଛି ହାରାହାରି ୧୫ ଜୀବନ। ୨୮ ଜଣ ଆହତ ବି ହେଉଛନ୍ତି। ନିକଟରେ ବିଧାନସଭାରେ ଏମିତି ଚିନ୍ତାଜନକ ତଥ୍ୟ ରଖିଛନ୍ତି ଖୋଦ୍ ପରିବହନ ମନ୍ତ୍ରୀ।

Advertisment
Accidents Road Accidents Transport Minister Odisha
Advertisment
Advertisment