Accident In Odisha
ପୁଣି ପିକନିକ୍ ଋତୁ, ପୁଣି ଦୁର୍ଘଟଣା। କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଡୋକରୀ ଘାଟି ବସ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୨୫ରୁ ଅଧିକ ଆହତ ହୋଇଛନ୍ତି। କଟକରୁ ପ୍ରାୟ ୭୦ ଯାତ୍ରୀ ଗୁପ୍ତେଶ୍ବର ଶୈବପୀଠକୁ ଯାଉଥିବା ବେଳେ, ଆଜି ଭୋରରୁ ପ୍ରାୟ ୧୦ ଫୁଟ୍ ତଳକୁ ଖସିପଡ଼ିଥିଲା ବସ୍। ସେପଟେ ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପାଇଁ ଅନୁକମ୍ପାରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)