Train Accident
ବାହାନାଗା ଟ୍ରାଜେଡି ବେଳର ଉଦ୍ଧାକାକାରୀ ଅଗ୍ନିଶମ ବାହିନୀର ଯବାନଙ୍କ ମନରୁ ଲିଭୁନି ଦୁର୍ଘଟଣା ପରବର୍ତ୍ତୀ ସମୟର ସ୍ଥିତି। ଶହ ଶହ ମୃତଦେହ, ରକ୍ତ ରଂଜିତ ପରିବେଶ ଓ ଆହତଙ୍କ ଆର୍ତ୍ତ ଚିତ୍କାରର ଦୃଶ୍ୟ ଆଜି ବି ଅନେକନଙ୍କ ମନକୁ ଆନ୍ଦୋଳିତ କରୁଛି। ଦୁର୍ଘଟଣାର ୮ ଦିନ ପରେ ବି ସେ କରୁଣ ଦୃଶ୍ୟକୁ ଭୁଲି ପାରୁ ନାହାନ୍ତି ବହୁ ଆଗ୍ନିକ। ସେପଟେ ଏଭଳି ଧାରା ମାସାଧିକ କାଳ ଲାଗି ରହିଲେ, ସେମାନଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କ କାଉନ୍ସେଲିଂ ଜରୁରୀ ବୋଲି ମତ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)