Advertisment

ବାହାଘରର ଦିନକୁ ପୂର୍ବରୁ ବରକୁ ଟାଣିନେଲା ଯମ

ମଙ୍ଗନ ପାଇଁ ସରିଥିଲା ପ୍ରସ୍ତୁତି । ଘରେ ବନ୍ଧୁବାନ୍ଧବ ଏକାଠି ହେଉଥିଲେ, ବେଦି ବାନ୍ଧିବାକୁ ସଜଡ଼ା ଯାଇଥିଲା ଜାଗା । ହେଲେ ପୁଅ ବର ହୋଇ ବେଦିକୁ ଯିବାର ଗୋଟିଏ ଦିନ ପୂର୍ବରୁ ସବୁ କିଛି ଓଲଟ ପାଲଟ ହୋଇଗଲା । ନିର୍ବନ୍ଧ ସାରି ବର ସାଜିବାକୁ ଖୁସି ହେଉଥିବା ପୁଅଟା ଶବ ପାଲଟିଗଲା ।

author-image
Namita Biswal
ଅଦ୍ୟତନ ହୋଇଛି

ମଙ୍ଗନ ପାଇଁ ସରିଥିଲା ପ୍ରସ୍ତୁତି । ଘରେ ବନ୍ଧୁବାନ୍ଧବ ଏକାଠି ହେଉଥିଲେ, ବେଦି ବାନ୍ଧିବାକୁ ସଜଡ଼ା ଯାଇଥିଲା ଜାଗା । ହେଲେ ପୁଅ ବର ହୋଇ ବେଦିକୁ ଯିବାର ଗୋଟିଏ ଦିନ ପୂର୍ବରୁ ସବୁ କିଛି ଓଲଟପାଲଟ ହୋଇଗଲା । ନିର୍ବନ୍ଧ ସାରି ବର ସାଜିବାକୁ ଖୁସି ହେଉଥିବା ପୁଅଟା ଶବ ପାଲଟିଗଲା । ଦୁର୍ଘଟଣା ନେଇଗଲା ଜୀବନ । ନୀଳଗିରି ଶେରଗଡ଼ ୧୯ ନମ୍ବର ରାଜ୍ୟରାଜପଥ ବାଲିଗୋହିରି ଠାରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି ।

Advertisment
Balasore Road Accident
Advertisment
Advertisment