Advertisment

ଅନାଥ କରିଦେଲା ଅଜଣା ଗାଡ଼ି

ବାପାମା’ ସହ ହସଖୁସିରେ ଯାଉଥିଲା କୁନି ପୁଅ। ମାତ୍ର ମାଡ଼ି ଆସିଲା କାଳ। ଏକ ଅଜଣା ଗାଡ଼ି  ଆଖି ପିଛୁଳାକେ ପିଲାଟିକୁ ଅନାଥ କରିଦେଲା। ରାସ୍ତା ଉପରେ ପିଲାଟି କାନ୍ଦୁଥିବା ବେଳେ ପଡ଼ି ରହିଥିଲା ବାପାମା’ଙ୍କ ମୃତଦେହ।

author-image
Sujit kumar Swain
ଅଦ୍ୟତନ ହୋଇଛି

Accident
Advertisment
Advertisment