Advertisment

ଦାଦାଙ୍କ ଶୁଦ୍ଧିକ୍ରିୟା ବେଳେ ଚାଲିଗଲା ପୁତୁରାର ଜୀବନ

ସଂପର୍କୀୟ ଦାଦାଙ୍କ ଶୁଦ୍ଧିକ୍ରିୟା ବେଳେ ଚାଲିଗଲା ପୁତୁରାର ଜୀବନ। ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଆଳି ସାନମଙ୍ଗ ଗାଁରେ। ପୋଖରୀରେ ବୁଡି ଜଣେ ନାବାଳକର ମୃତ୍ୟୁ ଘଟିଛି।

author-image
Manasranjan Mohanty