ଘରେ ଘରେ ସ୍ୱାମୀ ସ୍ତ୍ରୀ କଳି ଲାଗିବା ସାଧାରଣ କଥା। କିନ୍ତୁ ଏଠି ସ୍ଥିତି ପୂରା ଅଲଗା। ସ୍ୱାମୀ-ସ୍ତ୍ରୀ ଭିତରର ବିବାଦ ଦାଣ୍ଡରେ ପଡି ହାଟରେ ଗଡିଛି। ଖାଲି ଗଡିନି ଆଜ୍ଞା, ମାଡ ବି ଚପଲରେ ପଡିଛି, ପୁରା ସାଇଁ ସାଇଁ…
ଘରେ ଘରେ ସ୍ବାମୀ ସ୍ତ୍ରୀ କଳି ଲାଗିବା ସାଧାରଣ କଥା। କାରଣ ଇଏ ଗୋଟେ ମିଠା ଝଗଡାର କଥା। କିନ୍ତୁ ଏଠି ସ୍ଥିତି ପୂରା ଅଲଗା। ସ୍ବାମୀ-ସ୍ତ୍ରୀ ଭିତରର ବିବାଦ ଦାଣ୍ଡରେ ପଡି ହାଟରେ ଗଡିଛି। ଖାଲି ଗଡିନି ଆଜ୍ଞା, ମାଡ ବି ଚପଲରେ ପଡିଛି, ପୁରା ସାଇଁ ସାଇଁ…
’ପିଲାଙ୍କୁ ଛାଡ଼ି, ଝିଅ ବୁଲଉଛୁ । ମୁଁ ଘରେ କାମ କରିବି, ତୁ ବାହାରେ ରାତି ରଙ୍ଗୀନ୍ କରିବୁ ।’ବ୍ୟାୟାମ କରିବାକୁ ଜିମ ଯାଇଥିବା ଯୁବକ ଅନ୍ୟ ଯୁବତୀ ପ୍ରେମରେ ଉବୁଟୁବୁ ହେଉଥିଲେ । ଆଉ ଠିକ୍ ସମୟରେ ଜିମ୍ରେ ପହଞ୍ଚି ସ୍ୱାମୀ ଓ ତା’ର ପ୍ରେମିକାକୁ ଉତ୍ତମ ମଧ୍ୟମ ଦେଲେ ସ୍ତ୍ରୀ । ଭୋପାଳ ସହରର କୋହେଫିଜା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି ।
ମହଙ୍ଗା ପଡ଼ିଲା ବିବାହ ପରେ ସ୍ତ୍ରୀକୁ ପ୍ରତାରଣା। ବିଚ୍ ରାସ୍ତାରେ ମାଡ଼ ମାରି ସ୍ୱାମୀକୁ ପୋଲିସ ଜିମା ଦେଲା ସ୍ତ୍ରୀ। ସ୍ତ୍ରୀକୁ ଆନ୍ଧ୍ରପ୍ରଦେଶରେ ଛାଡ଼ି ଆସିଥିବା ସ୍ୱାମୀ ଶେଷରେ ଧରାପଡ଼ିଛନ୍ତି।