ବାସ୍ତବରେ ଦେଖିବାକୁ ଗଲେ ମହିଳାଙ୍କୁ ଟଙ୍କା ବାଣ୍ଟିବା ଯୋଜନା ରାଜ୍ୟ ପାଇଁ ବୁମେରାଂ ସାବ୍ୟସ୍ତ ହୋଇପାରେ ବୋଲି ଷ୍ଟେଟ ବ୍ୟାଙ୍କ୍ ଅଫ ଇଣ୍ଡିଆ (SBI) ସର୍ଭେ ରିପୋର୍ଟରୁ ଜଣାପଡିଛି ।
ଓଡ଼ିଶା-ପଶ୍ଚିମବଙ୍ଗ ସୀମା ନୀଳଦା ଗାଁର ରାସ୍ତା କଡ଼ରେ ପଶ୍ଚିମବଙ୍ଗ ପୋଲିସ୍ ସିସିଟିଭି ଲଗାଇ ଆଳୁ ଗାଡ଼ି ରୋକିବାକୁ ଯୋଜନା କରିଛନ୍ତି ।
ଉଦୟପୁର ସୀମାରେ ନିଜର ନିର୍ମାଣାଧିନ ପାଚେରିକୁ ନିଜେ ଭାଙ୍ଗିଲା ପଶ୍ଚିମବଙ୍ଗ ପ୍ରଶାସନ। ତଟ ସୁରକ୍ଷା ପାଚେରିକୁ ପଶ୍ଚିମବଙ୍ଗର ଜଳ ସମ୍ପଦ ବିଭାଗ ଜେସିବି ଲଗାଇ ଭାଙ୍ଗି ଦେବା ସହ ମାଟି ପକାଇ ସମତଳ କରି ଦେଇଛି।