• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vastu Tips

Faults of North East or North-East corner of the house and its remedy
ଗୃହର ଐଶାନ୍ୟ କୋଣ ବା ଉତ୍ତର-ପୂର୍ବ କୋଣର ଦୋଷ ଓ ତା’ର ପ୍ରତିକାର

ଗୃହର ଐଶାନ୍ୟ କୋଣ ଅନ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି କୋଣରେ ଦୋଷତୃଟି ଥିଲେ ଗୃହବାସୀଙ୍କୁ ଅନେକ ସମସ୍ୟା ଭୋଗିବାକୁ ପଡିଥାଏ। ଏଣୁ ଏହି କୋଣର ଦୋଷ ତୃଟିକୁ ଜାଣିବା ସହ ଏହି ସ୍ଥାନକୁ ଏତେ ଗୁରୁତ୍ୱ କାହିଁକି ଦିଆଯାଏ ଆସନ୍ତୁ ଜାଣିବା।

Vastu tips for toilet
ଗୃହର ଶୌଚାଳୟ ଏହି ଦିଗରେ ଥିଲେ ହୋଇଥାଏ ଅନେକ ସମସ୍ୟା

ଘର ଭିତରେ ଯଦି ଶୋଚାଳୟ ନିର୍ମାଣ କରୁଛନ୍ତି ତେବେ କେତେକ ବାସ୍ତୁ ନିୟମ ମାନିବାକୁ ହୋଇଥାଏ। ଯଦି ଭୁଲ୍ ବାସ୍ତୁ ଥାଏ ତେବେ ଅନେକ ସମସ୍ୟା ହୋଇଥାଏ। ଯଦି ବି ଶୋଚାଳୟ ନିର୍ମାଣରେ ଭୁଲ ହୋଇଥାଏ ତେବେ କେତେକ ପ୍ରତିକାର ବିଷୟରେ ନଜର ପକାନ୍ତୁ।

Vastu tips for buying plot adjacent to home
ନିଜ ଘରକୁ ଲାଗି ନୂଆ ଜାଗାଟିଏ ମିଳୁଛି କି? ଧ୍ୟାନ ଦିଅନ୍ତୁ…

ଆଜିକାଲି ଜାଗାବାଡିର ମୂଲ୍ୟ ଯାହା ହେଲାଣି ସବୁ ସ୍ଥାନରେ ଜାଗା କିଣିବା ସମ୍ଭବ ହେଉନି। ଯଦି ସୁବିଧାରେ କେଉଁଠି ମିଳୁଛି ତେବେ ବାସ୍ତୁର ସବୁ ନିୟମ ମଧ୍ୟ ମାନି ହେଉନି। ଯଦି ଘର ପାଖକୁ ଲାଗି ଜାଗା ମିଳୁଛି ଆଉ ଆପଣ କିଣିବାକୁ ଚାହୁଛନ୍ତି ତେବେ ଧ୍ୟାନ ଦିଅନ୍ତୁ, ନହେଲେ ଆସିପାରେ ବିପଦ।

Vastu rules for mirror in house
ଘରେ ଦର୍ପଣ ଲଗାଉଥିଲେ ଏହି ୧୧ଟି କଥାକୁ ମାନନ୍ତୁ

ଘରଟିଏ ହେଲେ ସେଥିରେ ଦର୍ପଣ ବ୍ୟବହାର ଏକ ଆବଶ୍ୟକୀୟ ସାମଗ୍ରୀ। ଏହି ଦର୍ପଣ ବ୍ୟବହାର ନେଇ ମଧ୍ୟ ରହିଛି ଅନେକ ବାସ୍ତୁ ନିୟମ। ଏହାର ଭୁଲ ବ୍ୟବହାର ଘରେ ଆର୍ଥିକ କ୍ଷତି ପକାଇଥାଏ। ଏହାର ସଠିକ ବ୍ୟବହାର ଜାଣିବା ପାଇଁ ପଢନ୍ତୁ।

Vastu Tips For Overhead  Water Tank
ଓଭର୍‌ହେଡ୍‌ ପାଣି ଟାଙ୍କି ନିର୍ମାଣ ପାଇଁ ବାସ୍ତୁର ୧୦ ନିୟମ

ବାସ୍ତୁରେ ଅନିୟମିତତା ହେଲେ ଓଭର୍‌ହେଡ୍ ପାଣି ଟାଙ୍କି ଆଣିଥାଏ ଘୋର ଆର୍ଥିକ ସମସ୍ୟା। ଖାଲି ଏମିତି ନୁହେଁ, ଘରେ ବିବାଦ ସୃଷ୍ଟି କରିବା ସହ ସମ୍ମାନରେ ମଧ୍ୟ ହାନୀ ଆଣିଥାଏ। ତେବେ ଏନେଇ କ’ଣ ରହିଛି ବାସ୍ତୁ ନିୟମ ଆସନ୍ତୁ ଜାଣିବା।

How will be a worship place in house according to vastu
କେମିତି କରିବେ ପୂଜାଘର, ଶୁଭ ଫଳ ପାଇଁ ୧୦ ପଏଣ୍ଟ୍

ଘର ତିଆରି ବେଳେ ପ୍ରତ୍ୟେକ ହିନ୍ଦୁ ପରିବାର ଏକ ଠାକୁର ଘର ନିର୍ମାଣର ଚିନ୍ତା କରିଥାନ୍ତି। ଘରେ ସର୍ବଦା ଈଶ୍ୱର କରୁଣା ରହୁ ଏହା ସମସ୍ତଙ୍କର ଲକ୍ଷ ଥାଏ। ତେବେ ଏହି ଠାକୁର ଘର କିପରି ହେଲେ ଶୁଭ ଫଳ ମିଳିବ ଆସନ୍ତୁ ଜାଣିବା।

How will be a study room according to Vastu
ଏମିତି କରନ୍ତୁ ପଢାଘର, ପିଲାଙ୍କୁ ନେଇ ରହିବନି ଆଉ ଚିନ୍ତା

ବାସ୍ତୁ ବ୍ୟକ୍ତି ଉପରେ ଅନେକ ସକାରାତ୍ମକ ପ୍ରଭାବ ପକେଇ ଥାଏ। ଏଥିରେ ବ୍ୟତିକ୍ରମ ହେଲେ ଏହା ଓଲଟା ଫଳ ଦେଇଥାଏ। ତେବେ ବାସ୍ତୁ ମତରେ ପଢାଘର କିପରି ହେବା ଦରକାର ଆସନ୍ତୁ ଜାଣିବା।

Don't get up in the morning
ସକାଳେ ଉଠି ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ, ନହେଲେ ବିଗିଡ଼ି ଯିବ ଆପଣଙ୍କ ସାରାଦିନ

ସକାଳେ କଣ କରିବା ଦରକାର ଓ କଣ କରିବା ଆବଶ୍ୟକ ନୁହେଁ ଏସବୁ କଥା ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଯଦି ଏହି କଥାକୁ ଧ୍ୟାନଦିଆ ନଯାଏ ବା ଅଣଦେଖା କରାଯାଏ ତାହେଲେ ଏହା ଆପଣଙ୍କ ପୁରା ଦିନକୁ ବିଗାଡ଼ି ଦେଇ ପାରେ। ତାହେଲେ ଆସନ୍ତୁ ଜାଣିବା ବ୍ରାହ୍ମ ମୁହୁର୍ତ୍ତରେ ଉଠି କେଉଁ କାମ କରିବା ଉଚିତ ନୁହେଁ।

vastu and clove
ଭାଗ୍ୟ ବଦଳାଇବ ଲବଙ୍ଗ,ବାସ୍ତୁ ଅନୁଯାୟୀ କରନ୍ତୁ ଏହି ଉପାୟ

ବାସ୍ତୁଶାସ୍ତ୍ର ଅନୁସାରେ ଲବଙ୍ଗ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ । ଘରେ ନିୟମିତ ବ୍ୟବହାର ହେଉଥିବା ଲବଙ୍ଗକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି। ସାମାନ୍ୟ ଆକାରର ଲବଙ୍ଗଟିଏ ସ୍ୱାସ୍ଥ୍ୟ ସହିତ ମଧ୍ୟ ଭାଗ୍ୟକୁ ବଦଳାଇ ଦେଇଥାଏ । ବାସ୍ତୁବିତ୍ ମାନେ ଲବଙ୍ଗ ଦ୍ଵାରା ଭାଗ୍ୟ ବଦଳାଇବାର ବିଭିନ୍ନ ପ୍ରକାର ଉପାୟ କହି ଥାଆନ୍ତି ।

vastu tips
ଏହିସବୁ ଜିନିଷକୁ ଦେଖିବା ଉଚିତ୍ ନୁହେଁ, ଆଣିପରେ ଜୀବନରେ ଏଭଳି ବିପଦ

ଆମ ହିନ୍ଦୁ ଧର୍ମରେ ଆମେ ବାସ୍ତୁ ଶାସ୍ତ୍ରକୁ ଖୁବ୍ ଗୁରୁତ୍ଵ ଦେଇଥାଉ । ଏହିସବୁ ବାସ୍ତୁ ଶାସ୍ତ୍ର ଜୀବନରେ ନକାରାତ୍ମକ ଓ ସକାରାତ୍ମକ ଉର୍ଜା ଆଣିଥାଏ । ମାନ୍ୟତା ରହିଛି ଯେ ବାସ୍ତୁ ଶାସ୍ତ୍ର ନିୟମ ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରକେ କିଛିଟା ଜିନିଷକୁ ଦେଖିବା ଦ୍ଵାରା ଅଶୁଭ ହୋଇଥାଏ ।

Vastu Shastra suggests not to sleep with legs in south direction
ଦକ୍ଷିଣକୁ ପାଦ ରଖି କାହିଁକି ଶୋଇବେ ନାହିଁ; କ’ଣ କୁହେ ବାସ୍ତୁ

ଶୋଇବା ସମୟରେ କେଉଁ ଦିଗକୁ ମୁଣ୍ଡ ଦେବା ଉଚିତ ଏବଂ କେଉଁ ଦିଗକୁ ପାଦ ରହିବା ଉଚିତ ସେ ସମ୍ବନ୍ଧରେ ବାସ୍ତୁ ପରାମର୍ଶ ଦେଇଥାଏ। ଦକ୍ଷିଣ ଆଡକୁ ପାଦ ଦେଇ ଶୋଇବା ଉଚିତ ନୁହେଁ ବୋଲି ବିଶ୍ୱାସ କରାଯାଏ। ତେବେ ଆସନ୍ତୁ ଜାଣିବା ଶୋଇବାକୁ ନେଇ କ’ଣ କହୁଛି ବାସ୍ତୁ।

Vastu tips
ଭାଗ୍ୟ ବଦଳାଇ ଦେବ ଲବଙ୍ଗ, କରନ୍ତୁ ଏହି ଉପାୟ, ମିଳିବ ସଫଳତା

ସାମାନ୍ୟ ଆକାରର ଲବଙ୍ଗ ଟିଏ ସ୍ୱାସ୍ଥ୍ୟ ସହିତ ମଧ୍ୟ ଭାଗ୍ୟକୁ ବଦଳାଇ ଦେଇଥାଏ । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ଏହା ସତ୍ୟ ଅଟେ । ବାସ୍ତୁ ବିତ୍ ମାନେ ଲବଙ୍ଗ ଦ୍ଵାରା ଭାଗ୍ୟ ବଦଳାଇ ବାର ବିଭିନ୍ନ ପ୍ରକାର ଉପାୟ କହି ଥାଆନ୍ତି ।

vastu and negative energy
ଘରେ ରଖନ୍ତୁ ନାହିଁ ଏହି ପାଞ୍ଚଟି ବସ୍ତୁ, ହୋଇପାରେ ଅଶୁଭ

ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନ ଓ ସମସ୍ତ ଗତିବିଧି ପାଇଁ କ୍ଷତିକାରକ ହୋଇଥାଏ । ଘରେ କୌଣସି ପ୍ରକାରର ମଧ୍ୟ ନକାରାତ୍ମକ ଶକ୍ତି ବଢିବା ଉଚିତ ନୁହେଁ ,କାରଣ ବାସ୍ତୁଶାସ୍ତ୍ର ଅନୁସାରେ ପାଞ୍ଚଟି ବସ୍ତୁ ଘରେ ନକାରାତ୍ମକ ଉର୍ଜା ବା ଶକ୍ତିକୁ ଜନ୍ମ ଦେଇଥାଏ । ଏହି ସବୁ ବସ୍ତୁକୁ ଘରୁ କାଢ଼ିଦେବା ଆବଶ୍ୟକ ।

vastu tips
ସକାଳୁ ଉଠି ଦେଖନ୍ତୁ ନାହିଁ ଏହିସବୁ ଜିନିଷ, ଆସିପାରେ ବିପଦ

ଆମ ହିନ୍ଦୁ ଧର୍ମରେ ଆମେ ବାସ୍ତୁ ଶାସ୍ତ୍ରକୁ ଖୁବ୍ ଗୁରୁତ୍ଵ ଦେଇଥାଉ । ଏହିସବୁ ବାସ୍ତୁ ଶାସ୍ତ୍ର ଜୀବନରେ ନକାରାତ୍ମକ ଓ ସକାରାତ୍ମକ ଉର୍ଜା ଆଣିଥାଏ । ମାନ୍ୟତା ରହିଛି ଯେ ବାସ୍ତୁ ଶାସ୍ତ୍ର ନିୟମ ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରକେ କିଛିଟା ଜିନିଷକୁ ଦେଖିବା ଦ୍ଵାରା ଅଶୁଭ ହୋଇଥାଏ ।

vastu tips
କରନ୍ତୁ ଏହି କାର୍ଯ୍ୟ,ସନ୍ତୁଷ୍ଟ ହେବେ ମାଆ ଲକ୍ଷ୍ମୀ

ପୌରାଣିକ ମାନ୍ୟତା ଅନୁଯାୟୀ, ଜ୍ୟୋତିଷ ଶାସ୍ତ୍ରରେ ଏପରି କେତେକ କଥା ବର୍ଣ୍ଣନା କରାଯାଇଛି, ଯାହାକୁ ବର୍ତ୍ତମାନ ସମୟରେ ମଧ୍ୟ ଲୋକେ ପାଳନ କରିଥାଆନ୍ତି। ସନ୍ଧ୍ୟା ପରେ କରୁଥିବା ଏହି ବର୍ଜନୀୟ କାର୍ଯ୍ୟ କରିବା ଦ୍ୱାରା ମା’ଲକ୍ଷ୍ମୀ କ୍ରୋଧ କରିବା ସହ ଜୀବନରେ ବହୁ ବାଧାବିଘ୍ନ ମଧ୍ୟ ସୃଷ୍ଟି ହୋଇଥାଏ। ଏହାସହ ସେହି ସମସ୍ତ ବର୍ଜନୀୟ କାର୍ଯ୍ୟ ନକରିବାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

vastu tips
ଲାଗି ରହୁଛି କି ଅର୍ଥାଭାବ ? ଏହିପରି ଦୂର ହେବ ଆର୍ଥିକ ସଙ୍କଟ

ବାସ୍ତୁଶାସ୍ତ୍ରରେ ଏମିତି କିଛି ଟିପ୍ସ ରହିଛି ଯାହାକୁ ଜୀବନରେ ଗ୍ରହଣ କଲେ ଆର୍ଥିକ ସଙ୍କଟ ଦୂର କରାଯାଇପାରିବ ଏବଂ ନକାରାତ୍ମକତା ଦୂର ହୋଇପାରିବ। ନକାରାତ୍ମକ ଶକ୍ତି ଦୂର ହେବା ମାତ୍ରେ ଅର୍ଥ ସମସ୍ୟାର ସମାଧାନ ହୁଏ ଏବଂ ଘରେ ସୁଖ ଏବଂ ଶାନ୍ତି ବିସ୍ତାର ହୁଏ।

vastu tips
ସୁଖ ସମୃଦ୍ଧିର ବାଧକ ସାଜିଥାଏ ଏହି ସବୁ ଜିନିଷ ,ଜାଣନ୍ତି କି ?

ପ୍ରତେକ ବାସ୍ତୁ ନିୟମରେ କିଛିନାକିଛି ରହସ୍ୟ ରହିଥାଏ l ବସ୍ତୁକୁ ନେଇ ସକାରାତ୍ମକ କିମ୍ବା ନକାରାତ୍ମକ ଉର୍ଜା ଉତ୍ପନ ହୋଇଥାଏ l ବାସ୍ତୁଶାସ୍ତ୍ର ଅନୁସାରେ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନରେ ପ୍ରତ୍ୟେକ୍ଷ ଓ ଅପ୍ରତ୍ୟେକ୍ଷ ଭାବରେ ନିଜର ପ୍ରଭାବ ପକାଇଥାନ୍ତି

shoes and vastu
ଶନିବାର ଦିନ କରନ୍ତୁ ଜୋତା ଚପଲ ଦାନ, ମିଳିବ ଶୁଭଫଳ

ବାସ୍ତୁଶାସ୍ତ୍ର ଅନୁସାରେ ଜୋତା ଚପଲ ଦ୍ୱାରା ମଧ୍ୟ ଭାଗ୍ୟ ପ୍ରଭାବିତ ହୋଇଥାଏ । ନିୟମିତ ବ୍ୟବହାର ହେଉଥିବା ଜୋତା ଚପଲକୁ ନେଇ ବାସ୍ତୁଶାସ୍ତ୍ରରେ କିଛି ନିୟମ ରହିଛି। ଜୋତା ଚପଲ ନଷ୍ଟ ହୋଇଗଲେ ଆମେ ନୂଆ କିଣିଥାଉ। କିନ୍ତୁ ବାସ୍ତୁ ଅନୁସାରେ ଜୋତା ଚପଲ ମଧ୍ୟ ଦିନ ଦେଖି କିଣିବା ଉଚିତ।

vastutips
କରନ୍ତୁ ନାହିଁ ଏହି ୫ଟି କାମ, ହୋଇପାରେ ଅଶୁଭ

ଆମ ଦୈନଦିନ ଜୀବନରେ ସବୁକିଛି କାର୍ଯ୍ୟ ଠିକ୍ ଭାବେ କରିଲେ ମଧ୍ୟ ଆମ ଜୀବନରେ ଅନେକ ସମସ୍ୟା ଉପୁଜିଥାଏ । ଆମେ ପ୍ରତିଦିନ ଏପରି ଅନେକ କାମ କରିଥାଉ ଯାହା ଆମ କାମକୁ ସହଜ ତ କରିଥାଏ କିନ୍ତୁ ତାହାର ବ୍ୟବହାର ଅଶୁଭ ମନାଯାଏ । ଏହା ସମ୍ପର୍କରେ ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି। ତେବେ ଚାଲନ୍ତୁ ଜାଣିବା କେଉଁ କାର୍ଯ୍ୟକୁ ଅଶୁଭ ବୋଲି ବିବେଚନା କରାଯାଏ ।

vastu
ନୂଆବର୍ଷରେ ଘରକୁ ଆଣନ୍ତୁ ଏହି ୫ଟି ଭାଗ୍ୟଶାଳୀ ଜିନିଷ, ରହିବ ନାହିଁ ଅର୍ଥର ଅଭାବ

ବାସ୍ତୁ ଶାସ୍ତ୍ର ଅନୁଯାୟୀ, କିଛି ନୂତନ ଏବଂ ଭଲ କରିବା ପାଇଁ ଘରେ ଶୁଭ ଜିନିଷ ଆଣିବା ଆବଶ୍ୟକ। ନୂତନ ବର୍ଷରେ ପରିବାରକୁ ସୁଖ ଆଣିବା ପାଇଁ ବାସ୍ତୁ ଅନୁଯାୟୀ ଶୁଭ ଜିନିଷ ଘରକୁ ଆଣିଲେ ଘର ଓ ଜୀବନରେ ସମୃଦ୍ଧି ଆସିଥାଏ ।

peacock feather
ଶୁଭ ସଙ୍କେତ ଦିଏ ମୟୂର ପୁଚ୍ଛ

ଭଗବାନ ଶ୍ରୀକୃଷ୍ଣଙ୍କର ମୟୂର ପୁଚ୍ଛ ଅତି ପ୍ରିୟ । ସେଥିଲାଗି ତାଙ୍କ ଶୃଙ୍ଗାରରେ ମୟୂର ପୁଚ୍ଛକୁ ବିଶେଷ ସ୍ଥାନ ଦିଆଯାଇଛି । ଏହା ବିନା ତାଙ୍କର ସ୍ୱରୂପ ଅସମ୍ପୂର୍ଣ୍ଣ ବୋଲି ଜଣାଯାଏ । ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ମଧ୍ୟ ମୟୂର ପୁଚ୍ଛକୁ ଶୁଭର ପ୍ରତୀକ ବୋଲି କୁହାଯାଇଛି । ଶାସ୍ତ୍ର ଅନୁସାରେ ଘରେ ମୟୁର ପୁଚ୍ଛ ରଖିଲେ ଘର ମଧ୍ୟରେ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା ମୟୂର ପୁଚ୍ଛ ସହିତ ଜଡିତ କିଛି ବାସ୍ତୁ ଟିପ୍ସ …

Vastu tips
ସକାଳୁ ଉଠି କରନ୍ତୁ ଏହି ପୂଣ୍ୟ କାମ, ପ୍ରସନ୍ନ ହେବେ ମାଆ ଲକ୍ଷ୍ମୀ

ବହୁ ଲୋକଙ୍କ ଅଧିକ ପରିଶ୍ରମ କରିବା ପରେ ମଧ୍ୟ ଘରେ ଆର୍ଥିକ ଅନାଟନ ଦେଖା ଦେଇଥାଏ । ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ସକାଳୁ ଉଠି ବହୁ ଦିଗରେ ଧ୍ୟାନ ଦେଲେ ଆପଣ ଧନ, ଐଶ୍ୱର୍ଯ୍ୟ,ସହ ଲକ୍ଷ୍ମୀଙ୍କର ପ୍ରସନ୍ନତା ଲାଭ କରିପାରିବେ ।

luck is hidden in the line of the forehead
କଣ କହେ ଆପଣଙ୍କ କପାଳର ରେଖା

ମଣିଷର ଭାଗ୍ୟ ମଥାରେ ଲେଖାଥାଏ ବୋଲି କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଥାରେ ଥିବା ରେଖା ବ୍ୟକ୍ତିର ଭାଗ୍ୟ ନିର୍ଦ୍ଧାରିତ କରିଥାଏ ବୋଲି ବିଶ୍ୱାସ ରହିଛି । ତେବେ ଆପଣଙ୍କର କପାଳର ରେଖା କଣ କହୁଛି । ଚାଲନ୍ତୁ ଜାଣିବା ।

rudraksha ratna
ଆପଣଙ୍କ ପାଖରେ ରୁଦ୍ରାକ୍ଷ ରଖିଛନ୍ତି କି ? ଏପରି କରନ୍ତୁ ଧାରଣ

ଶାସ୍ତ୍ର ଅନୁସାରେ ଶରୀରରେ ରୁଦ୍ରାକ୍ଷ ପିନ୍ଧିବା ଭଗବାନ ଶିବଙ୍କୁ ଧାରଣ କରିବା ସହିତ ସମାନ । ତେବେ ଶାସ୍ତ୍ର ଅନୁସାରେ ଏହାକୁ ଧାରଣ କରିଲେ ବହୁ ସଂକଟରୁ ମୁକ୍ତି ମିଳିଥାଏ । ରୁଦ୍ରାକ୍ଷ ଧାରଣ କରିବା ପାଇଁ ବହୁ ନିୟମ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ରୁଦ୍ରାକ୍ଷ ଧାରଣ କରିବା ମନା ।

kitchen and vastu
ଭାଗ୍ୟ ବଦଳାଇ ଦେବ ରୋଷେଇ ଘରର ଏହି ଜିନିଷ, ଜାଣନ୍ତୁ କଣ

ଭାରତୀୟ ଜୀବନଯାପନ ପ୍ରଣାଳୀ ବାସ୍ତୁଶାସ୍ତ୍ର ଉପରେ କିଛି ମାତ୍ରାରେ ନିର୍ଭର କରିଥାଏ । ବେଳେ ବେଳେ ଜୀବନରେ ମାନସିକ ଚାପ ବଢିବା ଦ୍ୱାରା ପଇସାର ଅଭାବ ମଧ୍ୟ ଦେଖା ଦେଇଥାଏ ,ଯେଉଁ କାରଣରୁ ଜୀବନରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ବାସ୍ତୁଶାସ୍ତ୍ରରେ ଆମ ରୋଷେଇ ଘରର ଅନେକ ମହତ୍ୱ ରହିଛି । ବାସ୍ତୁ ଅନୁଯାୟୀ ରୋଷେଇ ଘରର ବିଭିନ୍ନ ଜିନିଷ ଯାହା ଆମ ଜୀବନ ଉପରେ ପ୍ରଭାବ ପକାଇଥାଏ ।