• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Valentine S Day Special

What is that hing that makes a girl fall in love
Relationship Tips: ଭଲ ପାଇବା ପୂର୍ବରୁ ଝିଅମାନେ ପୁଅମାନଙ୍କ ପାଖରେ ଏହିସବୁ ଜିନିଷ ଖୋଜନ୍ତି

ଏମିତି କିଛି ଜିନିଷ ଅଛି ଯାହାକୁ ପୁଅମାନେ ମନେ ରଖିବା ଉଚିତ। ତାହା ଏମିତି କ’ଣ ଯାହାକୁ ଦେଖି ଝିଅମାନେ ପୁଅମାନଙ୍କୁ ଖୁବ୍ ପସନ୍ଦ କରନ୍ତି। ଆସନ୍ତୁ ସେସବୁ ବିଷୟରେ ଜାଣିନେବା ଯାହାକୁ ପ୍ରାୟ ଝିଅମାନେ କୁହନ୍ତି।

Valentines Day 2024 In this day enjoy these 5 films with your beloved
Valentines Day 2024: ଆପଣ ଯଦି ସଚ୍ଚା ଯୋଡ଼ି, ଭାଲେଣ୍ଟାଇନ୍ସ ଡେ’ରେ ପାର୍ଟନର ସହ ଦେଖନ୍ତୁ ଏହି ୫ ଫିଲ୍ମ

ଚାଲିଛି ପ୍ରେମର ସପ୍ତାହ। ଉତ୍ସାହିତ ପ୍ରେମୀ ଯୁଗଳ। କିଏ ସାଥୀକୁ ନେଇ ପାର୍କ ଯାଉଛି ତ ଆଉ କିଏ ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବାକୁ କୌଣସି ନୂଆ ଜାଗାକୁ ଭ୍ରମଣ କରୁଛି। କେହି କେହି ମଧ୍ୟ ଦୂର ଜାଗାକୁ ଯିବାକୁ ଯୋଜନା କରୁଛନ୍ତି। ଆପଣ ଯଦି ଭାଲେଣ୍ଟାଇନ୍ସ ଡେ’ ପାଇଁ କୌଣସି ବିଶେଷ ଯୋଜନା କରିନାହାନ୍ତି, ତେବେ ନିଜ ପାର୍ଟନର୍ ସହ ଏହି ୫ଟି ରୋମାଣ୍ଟିକ୍ ସିନେମା ଦେଖି ଭାଲେଣ୍ଟାଇନ୍ସ ଡେ’ ପାଳନ କରିପାରିବେ।

why valentines day celebrating on 14 february story behind it
Valentines Day 2024: ପ୍ରେମ ପାଇଁ ଲଢି ଫାଶିରେ ଲଟକି ଯାଇଥିଲେ ଏହି ସନ୍ଥ; ପ୍ରେମକୁ କରିଦେଲେ ଚିର ସବୁଜ

ଭାଲେଣ୍ଟାଇନ୍ସ ଡେ’ ଆସିଗଲେ ସବୁ ପ୍ରେମୀଙ୍କ ମନ ଉତ୍ସାହରେ ଭରିଯାଏ। ଏହିଦିନ ସେମାନେ ନିଜ ମନ କଥାକୁ ମନର ମଣିଷ ଆଗରେ କହିବେ ବୋଲି ଗୋଟିଏ ବର୍ଷ ଅପେକ୍ଷା କରିଥାନ୍ତି। ହେଲେ ଆପଣ ଜାଣନ୍ତି କି ଫେବୃଆରୀ ୧୪କୁ କାହିଁକି ଭାଲେଣ୍ଟାଇନ୍ସ ଡେ’ ଭାବେ ପାଳନ କରାଯାଏ। ପଛରେ ଜଡିତ ଅଛି ଜଣେ ସନ୍ଥଙ୍କ କାହାଣୀ। ଆସନ୍ତୁ ଜାଣିବା।

Do not give this gift to your partner even by mistake on valentines day
Valentines Day 2024: ଆପଣଙ୍କ ସାଥୀଙ୍କୁ କେବେ ବି ଦିଅନ୍ତୁ ନାହିଁ ଏହି ୬ଟି ଉପହାର; ସଂପର୍କରେ ଆସିବ ଫାଟ

ଭାଲେଣ୍ଟାଇନ୍ସ ଡେ’କୁ ସ୍ମରଣୀୟ କରିବା ପାଇଁ ସମସ୍ତେ କିଛି ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି। କିଛି ଲୋକ ନିଜ ସାଥୀମାନଙ୍କୁ କିଛି ବିଶେଷ ଉପହାର ମଧ୍ୟ ଦିଅନ୍ତି, କିନ୍ତୁ ବେଳେବେଳେ ଲୋକମାନେ ଜାଣିଶୁଣି ହେଉ କିମ୍ବା ଅଜାଣତରେ ଏମିତି କିଛି ଉପହାର ବାଛନ୍ତି ଯାହା ଶୁଭ ନ ହୋଇ ଅଶୁଭ ହୋଇଥାଏ। ଆସନ୍ତୁ ଜାଣିବା କେଉଁ ଉପହାର ଅଶୁଭ ହୁଏ।

How to Build Trust in a Relationship
Valentines Day 2024: ଭରସା ଜିତିବାକୁ ୫ଟି ଟିପ୍ସ; ସଂପର୍କରେ ଭୁଲ୍ ହେଲେ କ୍ଷମା ମାଗିବା ଜରୁରୀ କି…

ଫେବୃଆରୀ ଆସିଗଲେ ସବୁ ପ୍ରେମୀ ଯୁଗଳ ଉତ୍ସାହିତ ହୋଇଯାଆନ୍ତି। ଏବେ ଏହି ସମୟ। ଭାଲେଣ୍ଟାଇନ୍ସ ଡେ'କୁ ନେଇ ପ୍ରେମିକ-ପ୍ରେମିକାଙ୍କ ମନ ଏବେ ଗଗନ ଛୁଉଁଛି। କିନ୍ତୁ ଏକ ସୁସ୍ଥ, ରୋମାଣ୍ଟିକ ଏବଂ ସୁଖମୟ ଜୀବନ ପାଇଁ ଏକ ସମ୍ପର୍କ ଉପରେ ବିଶ୍ୱାସ ଜରୁରୀ। ତେବେ ଆସନ୍ତୁ ଜାଣିବା ସମ୍ପର୍କ ଉପରେ କାହିଁକି ବିଶ୍ୱାସ ରହିବା ଜରୁରୀ ଏବଂ ଏହାକୁ ହାସଲ କରିବାର ଉପାୟ କ’ଣ?

5 tips for you how to maintain long distance relationship
Valentines Day 2024: ଆପଣଙ୍କ ପାର୍ଟନର୍ ଦୂରରେ ରହୁଛନ୍ତି କି… ସଂପର୍କକୁ ଦୃଢ କରିବା ପାଇଁ କ’ଣ କରିବେ

କାମ ହେତୁ ଅନେକ ଥର ପ୍ରେମିକ-ପ୍ରେମିକା କିମ୍ବା ଦମ୍ପତିଙ୍କୁ ପରସ୍ପରଠାରୁ ଦୂରରେ ରହିବାକୁ ପଡେ। କିନ୍ତୁ, ଯେଉଁଠି ପ୍ରେମ ଥାଏ ବେଳେବେଳେ ଅବିଶ୍ୱାସ ମଧ୍ୟ ମନରେ ପଶିବା ଆରମ୍ଭ କରେ। ଏପରି ପରିସ୍ଥିତିରେ, ଯଦି ନିଜର ପାର୍ଟନର୍‌ଙ୍କୁ ବହୁତ ଭଲ ପାଉଥାନ୍ତି ଏବଂ ତାଙ୍କଠାରୁ ଦୂରେଇ ଯିବାକୁ ଚାହୁଁ ନ ଥାନ୍ତି, ତେବେ ଏହି ୫ଟି ଟିପ୍ସକୁ ପାଳନ କରନ୍ତୁ।