Advertisment

କାଲି ଭାସିଯାଇଥିଲା ଆଜି ଉଦ୍ଧାର ହେଲା

ଭୟଙ୍କର ଜଳ ସ୍ରୋତରେ ଭାସିଯାଇଥିଲା ଟ୍ରକ୍, ଆଜି ହେଲା ଉଦ୍ଧାର।ଜାରି ରହିଛି ସର୍ଚ୍ଚ ଅପରେସନ୍। ସୁନ୍ଦରଗଡ଼ ବଡଗାଁ ଥାନା ସାହାଜବାହାଲ ଝଣ୍ଟେଲବୁଡରେ ପୋଲ ଦବିବା ଫଳରେ କୋଇଲା ବୋଝେଇ ଟ୍ରଲର ଭାସିଯିବା ଘଟଣା ୨୨ ଘଣ୍ଟା ପରେ ମଧ୍ୟ ଡ୍ରାଇଭରଙ୍କ ମିଳୁନି ପତ୍ତା।

author-image
Chinmayee Sahoo

Truck Driver
Advertisment
Advertisment