• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Train Mishap

Train Tragedy
ଦୁର୍ଘଟଣାର ପ୍ରାୟ ୩୬ ଘଣ୍ଟା ପରେ କାରଣ କହିଲା ରେଲୱେ ବୋର୍ଡ

କେମିତି ଘଟିଲା ବାହାନଗା ଟ୍ରେନ୍ ଟ୍ରାଜେଡି ? କେଉଁ କାରଣ ପାଇଁ ଗଲା ଏତେ ଲୋକଙ୍କ ଜୀବନ ? କାହାର ଅବହେଳା ପାଇଁ ଏ ଅଘଟଣ ଘଟିଲାନି ତ ? ଏସବୁ ଘଣ୍ଟାଚକଟା ଭିତରେ ଆଜି ଆସିଛି ଉତ୍ତର ?

 odisha train tragedy
ମୃତ୍ୟୁସଂଖ୍ୟା ଲୁଚାଯାଉଛି, ନିଖୋଜଙ୍କ ବାବଦରେ କିଛି କୁହାଯାଉନାହିଁ: ମମତା

ମୁଁ ଚାହୁଁଛି ସତ ପଦାକୁ ଆସୁ, କାହାରି ଇସ୍ତଫା ମାଗୁନି।

Ashwini Vaishnaw
ରେଳମନ୍ତ୍ରୀଙ୍କ ବଡ଼ ଘୋଷଣା : ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ

ରେଲୱେ ବୋର୍ଡ ପକ୍ଷରୁ ସିବିଆଇ ତଦନ୍ତ ସୁପାରିସ କରାଯାଇଛି

Odisha Train Tragedy
ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ : ମୁଖ୍ୟ ଶାସନ ସଚିବ

ରେଳ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ନେଇ ମୁଖ୍ୟ ସଚିବଙ୍କ ସୂଚନା । ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଗଣତିରେ ବିଭିନ୍ନ ତ୍ରୁଟି ଯୋଗୁଁ ମୃତ୍ୟୁ ସଂଖ୍ୟା ସଠିକ୍ ନଥିଲା । ବାରମ୍ବାର ଯାଞ୍ଚ ପରେ ସଠିକ୍ ସଂଖ୍ୟା ନିର୍ଦ୍ଧାରଣ କରାଯାଇଛି ।

Railway Board
ବଡ଼ ଖବର; ସିଗନାଲ୍‌ ଭୁଲ୍‌ ପାଇଁ ଟ୍ରାକ୍‌ରୁ ଖସିଲା କରମଣ୍ତଳ, ଘଣ୍ଟା ପ୍ରତି ବେଗ ଥିଲା..

କରମଣ୍ଡଳ ଏକସପ୍ରେସ୍ ଘଣ୍ଟାପ୍ରତି ୧୨୮ କିଲୋମିଟର ବେଗରେ ଯାଇ ମାଲଗାଡ଼ିକୁ ଧକ୍କା ଦେଇଥିଲା ।

Train Accident
ଆସିଲା ସଠିକ୍‌ ତଥ୍ୟ; ‘ମୃତ୍ୟୁ ସଂଖ୍ୟା ୨୮୮ ନୁହେଁ ୨୭୫’

ଦୁର୍ଘଟଣାର ସଠିକ୍ ମୃତ୍ୟୁ ସଂଖ୍ୟା ୨୭୫ ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।

US President Joe Biden
ଓଡ଼ିଶା ଟ୍ରେନ୍‌ ଦୁର୍ଘଟଣାରେ ମର୍ମାହତ ଆମେରିକା ରାଷ୍ଟ୍ରପତି; କହିଲେ..ଏମିତି ଭୟଙ୍କର ଦୁର୍ଘଟଣା..

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଆମେରିକାର ପ୍ରଥମ ମହିଳା ଡକ୍ଟର ଜିଲ୍‌ ବାଇଡେନ୍‌ ଦୁର୍ଘଟଣାରେ ମୃତାହତ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । 

Train Accident
ଓଡ଼ିଶା ଟ୍ରେନ୍‌ ଟ୍ରାଜେଡି; ସାରା ବିଶ୍ୱରୁ ଛୁଟୁଛି ସମବେଦନାର ସୁଅ

ଗତକାଲିଠାରୁ ପୁରା ବିଶ୍ୱର ନଜର ରହିଛି ବାହାନଗାର ଭୟଙ୍କର ଟ୍ରେନ୍ ଟ୍ରାଜେଡି ଉପରେ ।

Train Accident
ଏମାନେ ଯମଦ୍ୱାରର ଦେବଦୂତ; ମୃତ୍ୟୁର ମାୟାଜାଲରୁ ବଞ୍ଚାଉଥିଲେ ଜୀବନ

କାହା ନିର୍ଦ୍ଦେଶକୁ ଅପେକ୍ଷା ଏବଂ ସାଜ ସରଞ୍ଜାମକୁ ଉପେକ୍ଷା କରି ଯେତେ ସମ୍ଭବ ଆହତଙ୍କ ଜୀବନ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ ଲୋକେ ।

Train Accident
ରେଳ ଇତିହାସରେ କଳା ରାତି; କନ୍ଦେଇ ଦେଲା କରମଣ୍ତଳ

ସେଇ କରମଣ୍ଡଳ, ସେଇ କଳା ଶୁକ୍ରବାର । ଦିଆସିଲି ଖୋଳ ଭଳି ଛିନଛତ୍ର ଦୁର୍ଘଟଣାଗସ୍ତ ଟ୍ରେନ୍‌ର ବଗି ଗୁଡ଼ିକ । ଧାଡ଼ି ଧାଡ଼ି କରି ଶୁଆଇ ଦିଆଯାଇଛି ଯାତ୍ରୀଙ୍କ ମୃତଦେହ । କାଲି ରାତି ଥିଲା, ତେଣୁ ଜଣାପଡ଼ିନଥିଲା ।

Odisha Train Mishap
କାଳ ହେଲା କରମଣ୍ଡଳ, କୁଢ଼ କୁଢ଼ ମୃତଦେହ ଭିତରୁ ଚାଲିଛି ପରିଚିତଙ୍କ ମୁହଁ ଖୋଜା

ଶହ ଶହ ସୁନା ସଂସାର ଚୁନାର ମୁକସାକ୍ଷୀ ବାହାନଗା ଡେଥ୍ ସ୍ପଟ୍ । ହସ୍ପିଟାଲରୁ ହସ୍ପିଟାଲ ବୁଲି ମୃତାହତଙ୍କୁ ଖୋଜୁଛନ୍ତି ଆତ୍ମୀୟ ।

Odisha Train Mishap
ଅବାକ୍ ଦୁନିଆ, ହତବାକ୍ ଦେଶ, ସ୍ତବ୍ଧ ଓଡ଼ିଶା : ତିନି ତିନିଟି ଟ୍ରେନ୍ ଭିତରେ ଭୟାବହ ଟକ୍କର

ଭୀଷଣ, ଭୟଙ୍କର, ହୃଦୟବିଦାରକ । ରେଳ ଦୁର୍ଘଟଣାରେ ୨୮୮ ଛୁଇଁଲା ମୃତ୍ୟୁ ସଂଖ୍ୟା . . . ବାଲେଶ୍ୱର ବାହାନଗାରେ ତିନି ତିନିଟି ଟ୍ରେନ୍ ଭିତରେ ଭୟାବହ ଟକ୍କର। ଏହା ଏଭଳି ରେଳଦୁର୍ଘଟଣା, ଯାହା କିଏ ଆଗରୁ ଦେଖିଛି, ନା ଦେଖିବାକୁ ଚାହିଁବ । ବିଭିନ୍ନ ହସପିଟାଲରେ ଏବେ ବି ହଜାରେରୁ ଅଧିକ ଆହତଙ୍କ ଚିକିତ୍ସା ଚାଲିଛି । ସେଭିତରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଶୁକ୍ରବାର କାଳ ରାତି ଉଜାଡ଼ି ଦେଇଛି ଅନେକଙ୍କ ସ୍ୱପ୍ନ । ଛାରଖାର କରିଦେଇଛି ବହୁ ପରିବାରର ଖୁସି।...

Balasore Train mishap
ଦୁର୍ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ

ବାହାନଗା ଟ୍ରେନ ଟ୍ରାଜେଡିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ବୟାନ। କହିଲେ ଯିଏ ଦୋଷୀ ତାଙ୍କୁ ଆଦୌ ଛଡ଼ାଯିବନି। ଗ୍ରାଉଣ୍ଡ ଜିରୋକୁ ଯାଇ ଦୁର୍ଘଟଣା ସ୍ଥଳରେ ସମୀକ୍ଷା ପରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

PM Modi
ବାହାନଗା ରେଳ ଦୁର୍ଘଟଣା; ଟିକିନିକି ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବାଲେଶ୍ୱର ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନା ହେଲିକପ୍ଟରରେ ଆସି ସେ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । କ୍ଷତିଗ୍ରସ୍ତ ବଗି ବୁଲି ଦେଖିବା ସହ ସ୍ଥିତିର ଅନୁଧ୍ୟାନ କରିଛନ୍ତି ମୋଦି ।

Odisha Train Tragedy
ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି, ମୋଟ ୮୦୩ ଆହତ

ଟ୍ରେନ୍ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା କହିଲେ ରେଳ ମନ୍ତ୍ରୀ

Odisha Train Mishap
Odisha Train Tragedy: ଦୋଷୀକୁ ଆଦୌ ଛଡ଼ା ଯିବନି କହିଲେ ପ୍ରଧାନମନ୍ତ୍ରୀ ମୋଦି

ବାହାନଗା ରେଳ ଦୁର୍ଘଟଣା ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ମନ୍ତବ୍ୟ

Train Tragedy
ଦୁର୍ଘଟଣାସ୍ଥଳରେ ବ୍ୟତିବ୍ୟସ୍ତ ମୋଦି...କାହାକୁ କରୁଛନ୍ତି ଘନଘନ ଫୋନ୍‌ ?

ବାହାନଗାରେ ସମୀକ୍ଷା ବେଳେ ସିଧା ଫୋନ୍ କଲେ ପ୍ରଧାନମନ୍ତ୍ରୀ

train accident
ଓଡ଼ିଶାରେ ରେଳ ଦୁର୍ଘଟଣା,ସାରା ବିଶ୍ୱରେ ଶୋକର ଛାୟା

ଶୋକ ସଂଦେଶ ପଠାଉଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟ ... ଗଭୀର ଦୁଃଖ ପ୍ରକାଶ କଲେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ .... ଶୋକ ବ୍ୟକ୍ତ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ.... କାନାଡ଼ା ପ୍ରଧାନମନ୍ତ୍ରୀ କହିଲେ ହୃଦୟ ବିଦାରକ ...

Odisha Train Accident
ଦୁଃଖ ବେଳେ ଲୁଟ: ଟ୍ରେନ୍ ଦୁର୍ଘଟଣା ପରେ ହନ୍ତସନ୍ତ ଯାତ୍ରୀଙ୍କ ଠାରୁ ଦର କସୁଛନ୍ତି ବସ୍ ମାଲିକ

କେଡ଼େ ହୃଦୟହୀନ ସତରେ. . . ରେଳ ଦୁର୍ଘଟଣା ପରେ ହନ୍ତସନ୍ତ ଯାତ୍ରୀଙ୍କ ଠାରୁ ଦେଢ ଗୁଣାରୁ ଅଧିକ ଦର କସୁଛନ୍ତି ବସ୍ ମାଲିକ . . ପୁରୀ ବସଷ୍ଟାଣ୍ଡରେ କୋଲକତା ଯିବାକୁ ୭ଶହ ଯାଗାରେ ଦାବି କରୁଛନ୍ତି ୧୭ ଶହ ଟଙ୍କା ... କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶ ...

Odisha Train Tragedy
ବାହାନଗା ରେଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ବାୟୁସେନା ହେଲିକପ୍ଟରରେ ଆସି ଘଟଣାସ୍ଥଳରେ ପହଞ୍ଚିଲେ

train accident
ରଖେ ହରି ତ ମାରେ କିଏ...ରେଳ ଦୁର୍ଘଟଣାରୁ ବର୍ତ୍ତିଲେ ଗୋଟିଏ ପରିବାରର ୩ ସଦସ୍ୟ

ସ୍ଥାନୀୟ ଲୋକଙ୍କ ସହାୟତା ବଞ୍ଚାଇଲା ପରିବାରର ଜୀବନ । ଓଡ଼ିଶାବାସୀଙ୍କୁ ମହାନ କହିଲେ ମେଦିନାପୁରର ସୁବ୍ରତ ପାଲ୍ ।

Train Derailed
ପୁଣି ଏକ ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୪ଟି ବଗି

ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ । ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଛି ।

Man escaped from train mishap
ଚଳନ୍ତା ଏକ୍ସପ୍ରେସ ଟ୍ରେନ୍‌ରେ ଚଢୁଥିଲେ, ଖସିପଡ଼ିଲେ ଯୁବକ: ଦେବଦୂତ ସାଜିଲେ ମହିଳା କନଷ୍ଟେବଲ୍‌

ଭଗବାନ ଯାହାକୁ ବଞ୍ଚାଇବାକୁ ଚାହିଁବେ ତାକୁ କିଏ ମାରିପାରିବ ? ଏହି କଥାର ସତ୍ୟତା ଆଜି ଦେଖିବାକୁ ମିଳିଛି ଟାଟା ଷ୍ଟେଶନରେ।