• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sudam Marndi

 Sudam Marndi
ଅଣ ଅନୁସୂଚିତଙ୍କୁ ଜମି ହସ୍ତାନ୍ତର ନିଷ୍ପତ୍ତି ସ୍ଥଗିତ, ସୂଚନା ଜାରି କଲେ ରାଜସ୍ୱ ମନ୍ତ୍ରୀ

ଅନୁସୂଚିତ ଜନଜାତିଙ୍କୁ ଏନେଇ ଗତ କ୍ୟାବିନେଟରେ ମିଳିଥିଲା ଅନୁମତି,ବିବାଦ ପରେ ସରକାର ନିଷ୍ପତ୍ତି ସ୍ଥଗିତ ରଖିଥିବା ସୂଚନା

Revenue Minister Sudam Marndi
ସୁଦାମଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ଦାୟିତ୍ୱ

ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Similipal
ଶିକାରୀ ଗୁଳିରେ ଦୁଇ ମୁଣ୍ଡ ଗଡ଼ିବା ପରେ ବନ କର୍ମଚାରୀ କ୍ଷୁବ୍ଧ, ମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଲେ

ସୁରକ୍ଷା ନମିଳିଲେ ଆନ୍ଦୋଳନ ପାଇଁ ସଂଘର ଧମକ । ୫ ଦଫା ଦାବି ନେଇ ଆସନ୍ତାକାଲିଠାରୁ ଆନ୍ଦୋଳନ ।

Similipal
ବନ ବିଭାଗ କର୍ମଚାରୀ-ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁହାଁମୁହିଁ

ମାସକ ମଧ୍ୟରେ ଦୁଇ ବନ କର୍ମଚାରୀଙ୍କୁ ହତ୍ୟା ମାମାଲାରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି ।

egg hurled
ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ କାରକେଡକୁ ଅଣ୍ଡାମାଡ଼

କେନ୍ଦୁଝର: ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡିଙ୍କ କାରକେଡକୁ ଅଣ୍ଡାମାଡ଼ ହୋଇଛି । ଟାଉନ ଥାନା କାଶୀପୁର ନିକଟରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ଼ ହୋଇଛି ।