Advertisment

Sonam Kapoor Shows Baby Bump: ଦ୍ୱିତୀୟ ସନ୍ତାନ ପ୍ରତୀକ୍ଷାରେ ସୋନମ କପୁର, ବେବି ବମ୍ପ ସହ ଷ୍ଟାଇଲିସ୍ ଫଟୋ ସେୟାର

ସୋନମ କପୁର ତାଙ୍କର ଦ୍ୱିତୀୟ ସନ୍ତାନକୁ ଅପେକ୍ଷା କରିଛନ୍ତି। ସେ ବର୍ତ୍ତମାନ ତାଙ୍କ ମାତୃତ୍ୱ ଦିନର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କର ବେବି ବମ୍ପ ଦେଖାଯାଉଛି।

author-image
Pramod Behera
Sonam Kapoor Shows Baby Bump

ଦ୍ୱିତୀୟ ସନ୍ତାନ ପ୍ରତୀକ୍ଷାରେ ସୋନମ କପୁର Photograph: (OTV)

Bollywood Pregnancy Sonam Kapoor
Advertisment
Advertisment