ଶିଞ୍ଜୋ ଆବେଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଅର୍ଥନୈତିକ ସହ ବୈଦେଶିକ ସଂପର୍କ କ୍ଷେତ୍ରରେ ଜାପାନ ଅନ୍ତର୍ଜାତୀୟ ସ୍ତରରେ ନିଜର ସ୍ଥିତି ମଜଭୁତ କରିପାରିଥିଲା । ତାଙ୍କର ଦକ୍ଷ ଅର୍ଥନୈତିକ ପରିଚାଳନା ଯାହା ଆବେନିମିକ୍ସ ନାଁରେ ପରିଚିତ, ଜାପାନକୁ ଆର୍ଥିକ ରୂପେ ଅଧିକ ସୁଦୃଢ଼ କରିଥିଲା
ଆତତାୟୀ ଗୁଳିମାଡ଼ରେ ସିଞ୍ଜୋ ଆବେଙ୍କ ପରଲୋକ । ଆବେଙ୍କ ନିଧନରେ ମର୍ମାହତ-ନରେନ୍ଦ୍ର ମୋଦି ।
ସିଞ୍ଜୋ ଆବେଙ୍କ ମୃତ୍ୟୁ ପରେ ଜାପାନରେ ୯ ଜୁଲାଇ (ଶନିବାର) ଦିନ ଜାତୀୟ ଶୋକ ପାଳନ ନେଇ ଘୋଷଣା କରାଯାଇଛି ।
ଗୁଳିମାଡ଼ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ ଘଟିଛି। ଏକ ସଭାରେ ଭାଷଣ ଦେବା ବେଳେ ସିଞ୍ଜୋ ଆବେଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା।
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରକୁ ବିଚ୍ ରାସ୍ତାରେ ଗୁଳିମାଡ଼ ହୋଇଛି। ଫଳରେ ଗୁଳି ଯାଇ ସିଧା ସିଞ୍ଜୋଙ୍କ ଛାତିରେ ବାଜିଥିଲା।