• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Shahrukh Khan

Pathan
ରିଲିଜ୍‌ ହେଲା ‘ପଠାନ’ ଟିଜର୍‌; ଜବରଦସ୍ତ ଆକ୍ସନକୁ ଦମଦାର ଫାଇଟ୍‌, ଦେଖନ୍ତୁ ଭିଡିଓ

ଶାହାରୁଖ୍‌ଙ୍କ ଜନ୍ମଦିନରେ ରିଲିଜ୍‌ ହୋଇଥିବା ‘ପଠାନ’ ଫିଲ୍ମର ଟିଜର୍‌ ଫ୍ୟାନ୍ସଙ୍କ ହୃଦୟ ଜିତିଛି । ୪ ବର୍ଷ ପରେ ଫିଲ୍ମର ମୁଖ୍ୟ ଭୂମିକାରେ ଏଣ୍ଟ୍ରି ମାରୁଛନ୍ତି କିଙ୍ଗଖାନ୍‌ ଶାହରୁଖ୍‌ ।

Shahrukh Khan
ବଲିଉଡ୍‌ରେ ଭିଲିଆନ୍‌ ଏଣ୍ଟ୍ରି ମାରିଥିଲେ, ଏବେ କିଙ୍ଗ ଅଫ୍‌ ରୋମାନ୍ସ ! ଜାଣନ୍ତୁ ପୂରା କାହାଣୀ..

ରାଜ୍, ରାହୁଲ, ବାଦ୍‌ଶାହ୍‌, ବାଜିଗର ଏମିତି ଅନେକ ନାଁ କିନ୍ତୁ ପରିଚୟ ଗୋଟିଏ ଶାହରୁଖ୍ ଖାନ୍‌ । ବଲିଉଡ୍ ସୁପରଷ୍ଟାର, ଫ୍ୟାନ୍‌ଙ୍କ ହାର୍ଟବିଟ୍ । ଆଜି ଶାହରୁଖଙ୍କ ୫୭ତମ ଜନ୍ମଦିନ ।

Shah Rukh Khan purchased govinda raveena tendon film dulhe raja’s rights
ଗୋବିନ୍ଦାଙ୍କ 'ଦୁଲ୍‌ହେ ରାଜା'କୁ କିଣିନେଲେ ଶାହରୁଖ ଖାନ୍‌

'ଦୁଲ୍‌ହେ ରାଜା'ର ରିମେକ୍ ଅଧିକାର ହାସଲ କଲା ଶାହରୁଖଙ୍କ ପ୍ରଡକ୍ସନ୍ ବ୍ୟାନର। ୧୯୯୮ର ଏହି କମେଡି-ଡ୍ରାମା ଫିଲ୍ମରେ ଗୋବିନ୍ଦା ଏବଂ ରବିନା ଟଣ୍ଡନ୍ ମୁଖ୍ୟ ଭୂମିକାରେ ଥିଲେ। ତେବେ ଆଜିର ଦର୍ଶକଙ୍କୁ ଏହାକୁ କିପରି ପରଷିଦିଆଯିବ ତାହା ସମୟ କହିବ।

Shahrukh Khan
ସାର୍ଟଲେସ୍‌, ଏଇଟ୍‌ ପ୍ୟାକ୍‌ ସାଙ୍ଗକୁ ଲମ୍ବା କେଶ; ୪ ବର୍ଷ ପରେ ବଲିଉଡରେ କମ୍‌ ବ୍ୟାକ୍‌ କରିବେ କିଙ୍ଗଖାନ୍‌

ସୋସିଆଲ ମିଡିଆରେ ଶାହାରୁଖ୍‌ଙ୍କ ‘ପଠାନ୍‌’ ଫିଲ୍ମର ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଶାହାରୁଖ୍‌ ନିଜ ପୁରୁଣା ଅନ୍ଦାଜରେ ଫେରିଥିବାର ଦେଖିବାକୁ ମିଳିଛି । ଶାହାରୁଖ୍‌ଙ୍କୁ ସାର୍ଟଲେସ୍ ଓ ଏଇଟ୍‌ ପ୍ୟାକ୍‌ ଦେଖାଇ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଛି ।

ShahRukh Khan
ଶାହାରୁଖଙ୍କ ସହ ଫିଲ୍ମ ସୁଟିଂ କରିବାକୁ ମନା କଲେ ଏ ଅଭିନେତ୍ରୀ, କାହିଁକି?

କିଙ୍ଗଖାନ୍‌ ଶାହାରୁଖ୍‌ଙ୍କ ସହ ଅଭିନୟ କରିବାକୁ ରାଜି ହେଉ ନାହାନ୍ତି ହିରୋଇନ୍‌। ଏବେ ଚିନ୍ତାରେ ପ୍ରଯୋଜକ ଓ ନିର୍ଦ୍ଦେଶକ।

SRK
ପୁଅ ଗିରଫ ହେବା ପରେ ଚିନ୍ତାରେ ଶାହାରୁଖ୍‌, ଦେଶ ଛାଡିବା ପାଇଁ ନ୍ୟୁଜ୍‌ ଆଙ୍କର ଦେଲେ ପରାମର୍ଶ

କିଙ୍ଗ୍‌ ଖାନ୍‌ଙ୍କ ପୁଅ ଗିରଫ ହେଲା, ପାକିସ୍ତାନରେ ଚର୍ଚ୍ଚା ବଢିଲା। ପାକ୍‌ରେ ଅନେକ କଳାକାର କିଙ୍ଗ୍‌ ଖାନ୍‌ଙ୍କୁ ସମର୍ଥନ କରୁଥିବା ସହ ଆର୍ୟନଙ୍କ ଗିରଫଦାରୀକୁ ନାପସନ୍ଦ କରିଛନ୍ତି। କେବଳ ଏତିକି ନୁହେଁ ବରଂ ଗଣମାଧ୍ୟମରେ ଏନସିବି ଉପରେ ମନ ଖୋଲା ବର୍ଷିଛନ୍ତି

NCB's ascent sharukh's house
ଶାହାରୁଖଙ୍କ ଘରେ NCB, ଅନନ୍ୟା ପାଣ୍ଡେଙ୍କୁ ପଚରାଉଚୁରା

ଶାହାରୁଖଙ୍କ ଘର ମନ୍ନତରେ ନାର୍କୋଟିକ୍‌ସ କଣ୍ଟ୍ରୋଲ ବ୍ୟୁରୋ(NCB) ଚଢଉ କରିଛି । ମନ୍ନତରେ ହାଉସରେ ବହୁ ତଲାସୀ ଆରମ୍ଭ କରିଛି ଏନସିବି । ତେବେ ଏହା ପୂର୍ବରୁ ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ମଧ୍ୟ NCB ରେଡ୍‌ କରିଛି । ଏହା ସହ ଅନନ୍ୟାଙ୍କୁ ଏନସିବି ଅଫିସରେ ଦିନ ଦ୍ୱିପହରରେ ହାଜର ହେବାକୁ ସମନ ଜାରି କରାଯାଇଛି ।

Aryan Khan
ତିନି ଦିନିଆ ରିମାଣ୍ତରେ ଗଲେ ଆର୍ୟନ୍

ଅକ୍ଟୋବର ୭ ଯାଏଁ ରିମାଣ୍ଡରେ ରହିବେ ଆର୍ୟନ୍ ଖାନ୍। NCB ଫୋକସରେ ବର୍ତ୍ତମାନ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ୍। କ୍ରୁଜ୍‌ରେ ଚାଲିଥିବା ରେଭ ପାର୍ଟିର ଚେର ବାହାର ଦେଶକୁ ଲମ୍ବିଥିବାର ସୂଚନା ମିଳିଛି। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ହାତରେ ଗିରଫଙ୍କ ମୋବାଇଲ ଯାଞ୍ଚ କରାଯିବା ବେଳେ ମିଳିଛି କିଛି ପିକଚର୍ ଚାଟ୍, ଯାହା ଅନ୍ତର୍ଜାତୀୟ ଡ୍ରଗ୍ସ ଚାଲାଣ ଆଡକୁ ଇସାରା କରୁଛି।

Shahrukh Khan With His Son Aryan
ଜାହାଜରେ ଡ୍ରଗ୍ସ ପାର୍ଟି: ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ଜେରା, ଗେଷ୍ଟ ଭାବେ ପାର୍ଟିରେ ଯୋଗ ଦେଇଥିଲେ

ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଏହି ରେଭ୍ ପାର୍ଟି ବେଳେ ଉପସ୍ଥିତ ଥିଲେ। ଆର୍ଯ୍ୟନଙ୍କୁ ଏହି ପାର୍ଟିକୁ ଗେଷ୍ଟ ଭାବେ ଆମନ୍ତ୍ରଣ କରାଯାଇଥିଲା ବୋଲି ସୂଚନା ମିଳିଛି।

salman and shahrukh's bodyguard
ଅମିତାଭଙ୍କ ବଡିଗାର୍ଡଙ୍କଠୁ ଅଧିକ ଦରମା ପାଉଛନ୍ତି ଶାହରୁଖ ଓ ସଲମାନ୍‌ଙ୍କ ବଡିଗାର୍ଡ

ଫିଲ୍ମ ଇଣ୍ଡଷ୍ଟ୍ରିରେ ବଡ଼ ବଡ଼ ଷ୍ଟାରମାନେ ବିଳାସପୂର୍ଣ୍ଣ ଜୀବନଯାପନ କରିଥାନ୍ତି। ସେମାନେ ବ୍ୟବହାର କରୁଥିବା ପ୍ରତ୍ୟେକ ଜିନିଷ ଉପରେ ଫ୍ୟାନ୍ସଙ୍କ ନଜର ଥାଏ। ସବୁଠରୁ ଅଧିକ ଚର୍ଚ୍ଚାରେ ଥାନ୍ତି ସେମାନଙ୍କର ବଡିଗାର୍ଡ। ଏବେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପୋଲିସ୍‌ ବଡିଗାର୍ଡ ଜିତେନ୍ଦ୍ର ସିନ୍ଧେଙ୍କୁ ନେଇ ବେଶ୍‌ ଚର୍ଚ୍ଚା।