• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Republic Day Celebration

Republic Day Celebration
Republic Day Celebration In Other Country: ଭାରତ ଭଳି ଗଣତନ୍ତ୍ର ଦିବସ ପାଳନ କରନ୍ତି ଏହି ସାତଟି ଦେଶ, ଜାଣନ୍ତୁ କ’ଣ ରହିଛି କାରଣ

ଆପଣ ଜାଣିଛନ୍ତି କି ଗଣତନ୍ତ୍ର ଦିବସ ଭାରତ ଭଳି ଅନ୍ୟ ଦେଶରେ ମଧ୍ୟ ଉତ୍ସବ ରୂପେ ପାଳନ କରାଯାଇଥାଏ । ଏହି ଦିନଟିକୁ ବିଭନ୍ନ ଦେଶରେ ସ୍ୱତନ୍ତ୍ର ପ୍ରଥା, ପ୍ରଦର୍ଶନୀ ମାଧ୍ୟମରେ ପାଳନ କରାଯାଇଥାଏ । ଯାହା ସେମାନଙ୍କ ସଂସ୍କୃତି ଏବଂ ଇତିହାସକୁ ପ୍ରତିଫଳିତ କରିଥାଏ ।

Republic Day Celebration in Bhubaneswar
Republic Day Celebration: ପ୍ରଜ୍ଞାପନ ମେଢ଼ରେ ଝଲସିଲା ରାଜଧାନୀ ରାଜରାସ୍ତା; ଦର୍ଶକଙ୍କୁ ଚକିତ କଲା ଡେୟାର ଡେଭିଲ ଶୋ’ 

ଶିବ ତାଣ୍ଡବରେ କଂପିଲା ରାଜଧାନୀର ରାଜରାସ୍ତା । ପୌରାଣିକ ବେଶଭୂଷାକୁ, ପାଦରେ ସ୍କେଟିଂ । ରାଜ୍ୟପାଳଙ୍କ ସମ୍ମୁଖରେ ତାଣ୍ଡବ ନୃତ୍ୟ ପ୍ରଦର୍ଶନ କଲେ କୁନି କୁନି ପିଲା । ଆଜି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ଓଡ଼ିଶା ସ୍କେଟିଂ ଏକାଡେମୀ ପକ୍ଷରୁ ଚିତ୍ତାକର୍ଷକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।

Media preview of the tableau participating in the Republic Day Parade 2025
ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡ଼ରେ ଏଥର କେଉଁ ରାଜ୍ୟର ପ୍ରଜ୍ଞାପନ ମେଢ଼ କେମିତିକା ଦେଖନ୍ତୁ

ସବୁଥର ଦିଲ୍ଲୀରେ ଜାନୁଆରୀ ୨୬ ତାରିଖରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ପରେଡ଼ରେ ମୁଖ୍ୟ ଆକର୍ଷଣ ସାଜିଥାଏ ପ୍ରଜ୍ଞାପନ ମେଢ଼। କେଉଁ ରାଜ୍ୟ କେତେ ଆକର୍ଷଣୀୟ ଢ଼ଙ୍ଗରେ ନିଜ ପ୍ରଜ୍ଞାପନ ମେଢ଼ ତିଆରି କରିଥାନ୍ତି ତାହାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ରହିଥାଏ। ନଜର ପକାନ୍ତୁ ଏଥର ଭାଗ ନେବାକୁ ଯାଉଥିବା କିଛି ରାଜ୍ୟର ମେଢ଼ ଉପରେ।