• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Ramesh Swain

Fake Doctor Ramesh Swain
ଆହୁରି ଗୁମର ଖୋଲିବ ! ପୁଣି ପାଞ୍ଚ ଦିନ ପାଇଁ ରିମାଣ୍ଡରେ ନକଲି ଡାକ୍ତର ରମେଶ

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଲମ୍ବି ଚାଲିଛି ଅଭିଯୋଗର ଫର୍ଦ୍ଦ । ୧୮ ପତ୍ନୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ପୁଣି ଦୁଇଟି ଥାନାରେ ରୁଜୁ ହୋଇଛି ମାମଲା ।

 Fake doctor Ramesh Swaini
ଯେତେ ଖୋଳିଲେ ସେତେ ନୂଆ କାହାଣୀ, ନକଲି ଡାକ୍ତର ରମେଶ ନାଁରେ ପୁଣି ଦୁଇ ମାମଲା

୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କାର ନମ୍ବର ରେଜିଷ୍ଟ୍ରେସନ୍‌ ପାଇଁ ଜାଲ୍ ଡକ୍ୟୁମେଣ୍ଟ ଦେଇଥିବାରୁ ସହିଦନଗର ଥାନାରେ ରୁଜୁ ହୋଇଛି ମାମଲା ।

Fake Doctor Ramesh Swain
୧୮ ବାହାଘର ପଛରେ ଥିଲା ଭଉଣୀର ହାତ, କ୍ଲିନିକ୍‌ରେ ଥିଲା ସିକ୍ରେଟ୍‌ ଅଣ୍ଡରଗ୍ରାଉଣ୍ଡ ରୁମ୍‌

ନକଲି ଡାକ୍ତରଙ୍କ ଏକାଧିକ ବାହାଘରରେ ଭଉଣୀ ସାମିଲ ଥିଲେ । ଅଭିଯୁକ୍ତ ରମେଶ ସହ ତାଙ୍କ ଉଭଣୀକୁ ଭିଡିଓ କନଫରେନ୍ସିଂରେ ଏକାସଙ୍ଗରେ ପଚରା ଉଚରା କରାଯାଇଥିଲା ।

Fake Doctor
ଆଳୁ ଖୋଳୁ ଖୋଳୁ ମହାଦେବ ! ଖୋଲୁଛି ନୂଆ ନୂଆ ଅପରାଧ ପେଡ଼ି

ଭଉଣୀ ଲୁଟୁଥିଲେ ନଣନ୍ଦ ପୁଟୁଳି ତ ସୁନା ଓ ଟଙ୍କାରେ ଭାଗ ବସାଉଥିଲେ ଭିଣୋଇ ସହ ୧୮ ପତ୍ନୀ ଭିତରୁ ଜଣେ ପତ୍ନୀ । ଏପରିକି ଡ୍ରାଇଭରର ସଂପୃକ୍ତି ବି ରହିଛି