Advertisment

କାଳିଆ ନାଁରେ ଭକ୍ତି ବିକ୍ରି!

ଭକ୍ତିର ସରଳତାକୁ ଅସ୍ତ୍ର କରି ଚାଲିଛି ଠକେଇ। ପୁଣି ଅନଲାଇନରେ ଜଗନ୍ନାଥ ପ୍ରେମୀଙ୍କୁ ଲୁଟ୍‌ ପାଇଁ ହେଉଛି ଉଦ୍ୟମ। ‘ପୂଜା ପରିସେବା’ ନାମକ ଏକ ଆପ୍‌ରେ ମହାପ୍ରଭୁଙ୍କ ପୂଜା, ନିର୍ମାଲ୍ୟ ମିଳିବା କଥା କହି ପ୍ରକାଶ ପାଇଛି ବିଜ୍ଞାପନ।

author-image
Chinmayee Sahoo

ଭକ୍ତିର ସରଳତାକୁ ଅସ୍ତ୍ର କରି ଚାଲିଛି ଠକେଇ। ପୁଣି ଅନଲାଇନରେ ଜଗନ୍ନାଥ ପ୍ରେମୀଙ୍କୁ ଲୁଟ୍‌ ପାଇଁ ହେଉଛି ଉଦ୍ୟମ। ‘ପୂଜା ପରିସେବା’ ନାମକ ଏକ ଆପ୍‌ରେ ମହାପ୍ରଭୁଙ୍କ ପୂଜା, ନିର୍ମାଲ୍ୟ ମିଳିବା କଥା କହି ପ୍ରକାଶ ପାଇଛି ବିଜ୍ଞାପନ।

Advertisment
Puri Jaggannth Temple Puri Srimandir Sri Jagannath Temple Fake Apps
Advertisment
Advertisment