Advertisment

ବର୍ଷେ ହେଲା ସ୍ୱାମୀ ନିଖୋଜ; ଉପାସରେ କଟୁଛି ଦିନ

ସରକାର ଘର ଖଣ୍ଡେ ଦିଅନ୍ତୁ। ମୋ ସ୍ୱାମୀଙ୍କୁ ଖୋଜି ଆଣନ୍ତୁ। ପିଲାମାନେ କିପରି ଖାଇ-ପି ଭଲରେ ରହିବେ ଆଉ ପାଠ ପଢିବେ ସେ ବ୍ୟବସ୍ଥା କରିଦିଅନ୍ତୁ। ସରକାରଙ୍କ ପାଖରେ ଏମିତି ନେହୁରା ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ କୁମାରଟଙ୍କା ଗାଁର ଜଣେ ମହିଳା।

author-image
Chinmayee Sahoo

ସରକାର ଘର ଖଣ୍ଡେ ଦିଅନ୍ତୁ। ମୋ ସ୍ୱାମୀଙ୍କୁ ଖୋଜି ଆଣନ୍ତୁ। ପିଲାମାନେ କିପରି ଖାଇ-ପି ଭଲରେ ରହିବେ ଆଉ ପାଠ ପଢିବେ ସେ ବ୍ୟବସ୍ଥା କରିଦିଅନ୍ତୁ। ସରକାରଙ୍କ ପାଖରେ ଏମିତି ନେହୁରା ହୋଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ କୁମାରଟଙ୍କା ଗାଁର ଜଣେ ମହିଳା।

Advertisment
Kendrapada Poor Family
Advertisment
Advertisment