• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Police

Triple Talaq
Triple Talaq: ମହଙ୍ଗା ପଡ଼ିଲା ପୋଲିସକୁ ପ୍ରଶଂସା; ମହିଳାଙ୍କୁ ତିନି ତଲାକ୍ ଦେଇଦେଲେ ସ୍ୱାମୀ

ସମ୍ୱଲ ହିଂସାର ଭିଡିଓ ଦେଖି ପୋଲିସକୁ ପ୍ରଶଂସା କରିଥିଲେ ମହିଳା। ସ୍ୱାମୀ ‌ଉତ୍ତ୍ୟକ୍ତ ହୋଇ ତାଙ୍କ ସହ ଗଣ୍ଡଗୋଳ କରିବା ସହ ତିନି ତଲାକ ଦେଇଥିଲେ। ଏନେଇ ମହିଳାଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ନକଲି ମେଡିକାଲ ଡିଗ୍ରୀ ରାକେଟ
Fake Medical Degree Racket Busted: ୭୦ ହଜାରରେ ମେଡିକାଲ ଡିଗ୍ରୀ, ବନ୍ଧାହେଲେ ୧୪ ନକଲି ଡାକ୍ତର

୭୦ ହଜାର ଟଙ୍କା ଦେଲେ ମିଳୁଥିଲା ଡାକ୍ତରୀ ସାର୍ଟିଫିକେଟ୍ । ଗୁଜରାଟର ସୁରଟରୁ ଅପରେଟ କରୁଥିଲା ଏହି ଗ୍ୟାଙ୍ଗ୍ । ପ୍ରାୟ ୧୨୦୦ ନକଲି ସାର୍ଟିଫିକେଟ୍ ଇସ୍ୟୁ ହୋଇଥିବା ଏକ ଡାଟାବେସ୍ ପୋଲିସ୍ ହାତରେ ଲାଗିଛି ।

Sex Racket Busted in Kalapathar
Sex Racket Busted: ବାଙ୍କୀରେ ସେକ୍ସ ରାକେଟ୍ ଠାବ: ଗ୍ରାହକ ବେଶରେ ଯାଇ ୨ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

ଗ୍ରାହକ ବେଶରେ ଯାଇ ସେକ୍ସ ରାକେଟ ଠାବ କଲା ପୋଲିସ ।  ଗତକାଲି ବିଳମ୍ବିତ ରାତିରେ ବୈଦେଶ୍ୱର ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଚାଲୁଥିବାବେଳେ ପୋଲିସ ଚଢାଉ କରିଥିଲା । 

Animal Cruelty In Odisha
Animal Cruelty In Odisha: ଘୁଷୁରୀକୁ ଜୀଅନ୍ତା ଖାଇବା ଘଟଣାରେ ଆକ୍ସନ୍: ଗିରଫ ହେଲେ କଳାକାର...

ଗଞ୍ଜାମ ହିଞ୍ଜିଳି ଥାନା ରାଳବ ଗାଁରେ ଷ୍ଟେଜ୍ ଉପରେ ଘୁଷୁରୀକୁ ଜୀଅନ୍ତା ଖାଇବା ଘଟଣାରେ ବନ୍ଧା ହେଲେ କଳାକାର। ରାକ୍ଷସ ଭୂମିକାରେ ଅଭିନୟ କରିଥିବା କଳାକାର ବିମ୍ବାଧର ଗୌଡଙ୍କୁ ଗିରଫ କରିଛି ପୋଲିସ୍ ।

Sex Racket In Bhubaneswar
Sex Racket In Bhubaneswar: ରାଜଧାନୀରେ ଚାଞ୍ଚଲ୍ୟ; ଖଣ୍ଡଗିରିରେ ସେକ୍ସ ରାକେଟ୍‌ ଠାବ, ୪ ଯୁବତୀଙ୍କୁ ଉଦ୍ଧାର କଲା ପୋଲିସ

ଖଣ୍ଡଗିରି ଅଞ୍ଚଳରୁ ଠାବ ହେଲା ସେକ୍ସ ରାକେଟ। ବାଂଲାଦେଶୀ ଯୁବତୀ ସେକ୍ସ ରାକେଟ ଚଳାଉଥିବା ସନ୍ଦେହ କରାଯାଉଛି। ୪ ଯୁବତୀଙ୍କୁ ଉଦ୍ଧାର କରି ଛାନଭିନ୍ ଚଳାଇଛି ପୋଲିସ।

ପୁରି ନେଇଗଲା ଛାତ୍ରଙ୍କ ଜୀବନ
Student Choked To Death: ହୃଦୟବିଦାରକ...ପୁରି ଖାଉ ଖାଉ ଚାଲିଗଲା ଛାତ୍ରଙ୍କ ଜୀବନ

ସବୁଦିନ ପରି ରେଡି ହୋଇ ଟିଫିନ ବକ୍ସ ନେଇ ସ୍କୁଲକୁ ଯାଇଥିଲେ ବିରେନ୍ । ଯେମିତି ପଢିବା କଥା ପାଠ ବି ପଢିଲେ । ମଧ୍ୟାହ୍ନ ବିରତିରେ ଘରୁ ଆଣିଥିବା ଟିଫିନ୍ ଖୋଲି ଖାଇବା ଆରମ୍ଭ କଲେ । ଠିକ୍ ସେତିକି ବେଳେ ତଳେ ପଡିଗଲେ। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।

Chain Snatcher Arrested
Chain Snatcher Arrested: ଲୁଟ୍ ବେଳେ ଗାଡ଼ିରୁ ପଡ଼ି ମହିଳାଙ୍କ ମୃତ୍ୟୁ ; ୪ ଶହ ସିସିଟିଭି ଦେଖି ଗିରଫ ହେଲା ଅଭିଯୁକ୍ତ

ଭୁବନେଶ୍ବର ଏୟାରଫିଲ୍ଡ ଥାନା ଲବଣଗିରିରେ ଚେନ ଲୁଟ୍ ବେଳେ ଗାଡିରୁ ପଡି ମହିଳାଙ୍କ ମୃତ୍ୟୁ ଘଟଣା । ୪ ଶହ ସିସିଟିଭି ଦେଖି ଅଭିଯୁକ୍ତକୁ ଗିରଫ କଲା ପୋଲିସ । 

Chhattisgarh man Arrested
Chhattisgarh Murder: ସ୍ତ୍ରୀକୁ ହତ୍ୟା କରି ଛଦ୍ମବେଶରେ ବୁଲୁଥିଲା; ୧୨ ବର୍ଷ ପରେ ବାନ୍ଧିଲା ପୋଲିସ

ସ୍ତ୍ରୀକୁ ପୋଡି ମାରିବା ଫେରାର୍ ହୋଇଗଲା। କେତେବେଳେ ଶ୍ରମିକ ପାଲଟୁ ଥିଲା ତ ଆଉ କେତେବେଳେ ପରିଚୟ ବଦଳାଇ ପୋଲିସ ଆଖିରେ ଧୂଳି ଦେଉଥିଲା। ହେଲେ ଶେଷରେ ପୋଲିସ ହାତରେ ଧରା ପଡିଲା।

Excise Commissioner In Action Mode
Excise Commissioner In Action Mode: ଅବକାରୀ ବିଭାଗରେ ମାଳମାଳ ମାଫିଆ କର୍ମଚାରୀ; ୮ ବହିଷ୍କାର, ୨୦ ନିଲମ୍ବିତ

କିଏ ଚୋରା ମଦ କାରବାର କରୁଛି ତ ଆଉ କିଏ ଗଞ୍ଜେଇ ମାଫିଆଙ୍କ ସୁରକ୍ଷା କବଚ ପାଲଟିଛି। କାହା ନାଁରେ ଏକାଧିକ ମଦ କାଉଣ୍ଟର ତ ଆଉ କିଏ ଜବତ ହୋଇଥିବା କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ନେଇ ବିକ୍ରି କରି ଦେଉଛି।

meta
Meta Saves Life: ଇନଷ୍ଟା ଲାଇଭ୍‌ରେ ଆତ୍ମହତ୍ୟା ଉଦ୍ୟମ; Meta ଆଲର୍ଟ ପରେ ପହଞ୍ଚିଲା ପୋଲିସ, ବଞ୍ଚିଗଲା ଜୀବନ

ଇନଷ୍ଟାଗ୍ରାମ୍‌ ଲାଇଭ୍‌ରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମର ରିଅଲ ଟାଇମ ଆଲର୍ଟ ସିଷ୍ଟମ ଏବଂ ପୋଲିସର ସଜାଗତା ଯୋଗୁଁ ଯୁବକଙ୍କ ଜୀବନ ରକ୍ଷା କରାଯାଇପାରିଛି।

Suspicion Grows in Love Jihad Case
ଲଭ୍ ଜିହାଦ୍ ମାମଲାରେ ବଢୁଛି ନାନା ଶଙ୍କା

ପ୍ରେମ ନାଁରେ ଧର୍ମ ପରିବର୍ତ୍ତନ ବା ଲଭ୍ ଜିହାଦ୍ ଉଦ୍ୟମ ମାମଲାର ଯେତିକି ଖୋଳତାଡ଼ ହେଉଛି, ଅଭିଯୁକ୍ତର କାର୍ଯ୍ୟକଳାପ ଓ ଗତିବିଧିକୁ ନେଇ ବଢୁଛି ନାନା ଆଶଙ୍କା। ଆତଙ୍କୀ ସଂଗଠନଠୁ ସାଇବର୍ ଅପରାଧ ଯାଏଁ, ଅଭିଯୁକ୍ତ ମହମ୍ମଦ ସମୀର ମନସୁରର ସଂପୃକ୍ତିକୁ ଏଡ଼ାଇ ପାରୁନି କମିଶନରେଟ୍ ପୋଲିସ।

Suspicion Grows in Love Jihad Case
Suspicion Grows in Love Jihad Case: ଲଭ୍ ଜିହାଦ୍ ମାମଲାରେ ବଢୁଛି ନାନା ଶଙ୍କା; ଆତଙ୍କୀ ଲିଙ୍କରେ ରହି ଅଭିଯୁକ୍ତ ଭିଆଉଥିଲା କି ସାଇବର୍ ଅପରାଧ ?

ଲଭ୍ ଜିହାଦ୍ ଭଳି ଜଘନ୍ୟ କାଣ୍ଡର ଅଭିଯୁକ୍ତ ମହମ୍ମଦ୍ ସମୀର୍ ମନସୁରର ରହିଛି କି ଆତଙ୍କୀ ଲିଙ୍କ୍ ? ଜାମ୍ମ-କାଶ୍ମୀରରୁ ଜଗତସିଂହପୁର ଭାୟା ବିହାର । ଚଳାଇ ଆସୁଥିଲା କି ସାଇବର୍ ଅପରାଧର ନେଟୱର୍କ ?

Child Theft Scandal
Child Theft Scandal In Balasore: ଛୁଆ କାହାର ? କେଉଁଠୁ ଆସିଲା ? ତଦନ୍ତ କରୁଛି ପୋଲିସ

ବାଲେଶ୍ୱର ଜିଲ୍ଲା ରେମୁଣା ବିଜେଡି କାଉନସିଲରଙ୍କ ଘରୁ ୪ ମାସର ଶିଶୁ ପୁତ୍ର ଉଦ୍ଧାର ଘଟଣାରେ ପୋଲିସ ତଦନ୍ତ ଜାରି ରହିଛି ।

Love Jihad Case
Love Jihad Case: କ'ଣ ଥିଲା ଅଭିଯୁକ୍ତ ସମୀର ମନସୁରର ରେକର୍ଡ, ଆତଙ୍କୀ ନୁହେଁ ତ!

ରାଜଧାନୀରେ ଲଭ୍ ଜିହାଦ ଅଭିଯୋଗ ମାମଲା । ତଦନ୍ତକୁ ଆହୁରି ଜୋରଦାର କରିଛି କମିଶନରେଟ ପୋଲିସ ।

Police
ଥାନାରେ ଉତ୍ପାତ କରୁଥିଲେ ସାବଧାନ !! ଅମାନିଆଙ୍କୁ ସାବାଡ଼ କରିବ ପୋଲିସ

ଟ୍ରାଫିକ୍ ପୋଲିସ ପରେ ଏଣିକି ସବୁ ଥାନାର ରିସେପସନ୍ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା ।

Body Camera
ସାବାଡ଼ ହେବେ ଥାନାରେ ଉତ୍ପାତ କରୁଥିବା ଅମାନିଆ, କମିଶନରେଟ୍ ପୋଲିସର ନୂଆ ଯୋଜନା

ଥାନାକୁ ଆସି ଉତ୍ପାତ କରୁଥିବା ଅମାନିଆଙ୍କୁ ସାବାଡ଼ କରିବାକୁ କମିଶନରେଟ୍ ପୋଲିସର ନୂଆ ଯୋଜନା ।

Uttarakhand Police
ପୋଲିସ୍ ଦେଖାଇଲା ଅପରାଧୀର ଔକାତ୍! ଧରିବାକୁ ଘୋଷଣା କଲା ଏତିକି ଟଙ୍କା

ଅପରାଧୀଙ୍କ ଔକାତ୍ କେତେ .. ଏହା ସୂଚାଇବାକୁ ଯାଇ ପୋଲିସ ନେଇଛି ଅଭିନବ ପଦକ୍ଷେପ । ତିନି ଜଣ ଅପରାଧୀଙ୍କୁ ଧରାଇବାକୁ ପୋଲିସ ଘୋଷଣା କରିଛି ପୁରସ୍କାର ରାଶି ।

Kidnapped student from Paradeep
ପାଣି ମାଗିବା ବାହାନାରେ ଛାତ୍ରଙ୍କୁ ପାରାଦୀପରୁ ଅପହରଣ; ହଳଦିଆପଡ଼ାରୁ ହେଲେ ଉଦ୍ଧାର

କିଛି ବାଟ ଗଲା ପରେ କୌଶଳ କ୍ରମେ ଅପହରଣକାରୀଙ୍କୁ ଚକମା ଦେଇ ଖସି ଆସିଲେ ଛାତ୍ର । ପାରାଦୀପରେ ସାମ୍ନାକୁ ଆସିଛି ଏଭଳି ଘଟଣା । 

Bharatpur Case
Bharatpur Case: 'ଲାଏ ଡିଟେକ୍ସନ୍, ବ୍ରେନ୍ ମ୍ୟାପିଂ, ନାର୍କୋ ଟେଷ୍ଟ ରିପୋର୍ଟକୁ ଅପେକ୍ଷା'

ଭରତପୁର ଥାନାରେ ସେନା ଅଧକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ ମାମଲାର ଚାଲିଛି ଖୋଳତାଡ଼ ।

Human Skull Recovered
ବାସୁଦେବପୁରରୁ ମଣିଷ ଖପୁରୀ, ଦାନ୍ତ ଓ ହାଡ଼ ଉଦ୍ଧାର; ଦୁଇ ଜଣ ଅଟକ

ନାୟକାଣିଡିହି ଥାନା ପାଞ୍ଚଘେରିଆ ଗାଁରୁ ମଣିଷ ଖପୁରୀ ଉଦ୍ଧାର ହୋଇଛି । ଖବର ଅନୁସାରେ ଏକ ସମୁଦ୍ର ନାଳି ପାଖରୁ ଖପୁରୀ, ଦାନ୍ତ ଓ ହାଡ଼ ଜବତ ହୋଇଛି ।

Woman Allegedly Raped In Delhi
ଦିଲ୍ଲୀରେ ଲଜ୍ଜା, ଓଡ଼ିଶାରେ ଚାଞ୍ଚଲ୍ୟ

ଦେଶର ରାଜଧାନୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ। ସରାଇ କାଲେ ଖାନ୍ ଅଞ୍ଚଳରୁ ଅସହାୟ ଅବସ୍ଥାରେ ୨ ଦିନ ତଳେ ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିଲେ ଯୁବତୀ ।

Woman Allegedly Raped In Delhi
ଦିଲ୍ଲୀରେ ଲଜ୍ଜା, ଓଡ଼ିଶାରେ ଚାଞ୍ଚଲ୍ୟ: ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ

ଦେଶର ରାଜଧାନୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ। ସରାଇ କାଲେ ଖାନ୍ ଅଞ୍ଚଳରୁ ଅସହାୟ ଅବସ୍ଥାରେ ୨ ଦିନ ତଳେ ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିଲେ ଯୁବତୀ ।

Odisha Police
ଖଣ୍ଡଗିରି ଥାନାରେ ମହିଳାଙ୍କ ହଙ୍ଗାମା ଘଟଣା, ଚେତାବନୀ ଦେଇ ଛାଡ଼ିଲା ପୋଲିସ

ଥାନାରେ ଉତ୍ପାତ କରିବା ପଡ଼ିଲା ମହଙ୍ଗା । ଡ୍ୟୁଟିରେ ଥିବା ପୋଲିସ ଅଫିସରଙ୍କୁ ମହିଳାଙ୍କ ଦୁର୍ବ୍ୟବହାର ପରେ ରୁଜୁ ହେଲା ମାମଲା ।

Crime Free Durga Puja
ପୂଜାରେ ସୁରକ୍ଷିତ ରହିବେ ରାଜଧାନୀ ବାସିନ୍ଦା, କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା

ଚଳିତବର୍ଷ ଟ୍ୱିନସିଟିରେ ଶାନ୍ତି ଶୃଙ୍ଖଳାର ସହ ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା । ଭୁବନେଶ୍ୱରରେ ୩୮ ପ୍ଲାଟୁନ୍ ଏବଂ କଟକରେ ମୁତୟନ ହେବେ ୬୪ ପ୍ଲାଟୁନ ପୋଲିସ ।

CCTV Cameras
୧୩ଟି ଥାନାରେ ସିସିଟିଭି ନାହିଁ; ହାଇକୋର୍ଟରେ ଉତ୍ତର ରଖିଲେ ADG ଦୟାଲ ଗଙ୍ଗୱାର୍

ଭରତପୁର ଥାନା ମାମଲାର ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିଲେ ADG ଦୟାଲ ଗଙ୍ଗୱାର୍।