କମ୍ୟୁନିଟି ପୋଲିସିଂକୁ ଗୁରୁତ୍ୱ ଦେବ କମିଶନରେଟ ପୋଲିସ । ସାଧାରଣ ଲୋକଙ୍କ ସହଭାଗିତାରେ ହେବ ଅପରାଧ ନିୟନ୍ତ୍ରଣ ।
ପାଖେଇ ଆସୁଛି ନୂଆବର୍ଷ । ଆଉ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ବର୍ଷର ଶେଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚୁଛନ୍ତି ।
ବକ୍ସ ଅଫିସରେ ରାଜ୍ କରୁଛି ପୁଷ୍ପା-ଟୁ। କିନ୍ତୁ ରିଲିଜ୍ ଦିନଠୁ ବଢିଛି ପୁଷ୍ପା ଫେମ୍ ଅଲ୍ଲୁ ଅର୍ଜୁନଙ୍କ ଅଡୁଆ। ସନ୍ଧ୍ୟା ଥିଏଟର୍ ଦଳାଚକଟା ମାମଲାରେ ତାଙ୍କୁ ଆଜି ଜେରା କରିଛି ହାଇଦ୍ରାବାଦ ପୋଲିସ। ପ୍ରାୟ ୪ ଘଣ୍ଟା ପଚରାଉଚରା ପରେ ଥାନାରୁ ବାହାରିଥିଲେ ଅଲ୍ଲୁ।
ପୁଣି ଥାନାରେ ଅଲ୍ଲୁ ଅର୍ଜୁନ। ପୋଲିସ ଷ୍ଟେସନରେ ରହିଲେ ପ୍ରାୟ ୪ ଘଣ୍ଟା। ମାଳମାଳ ପ୍ରଶ୍ନର ସାମନା କଲେ ସାଉଥ ସୁପରଷ୍ଟାର। ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ବୟାନ ରେକର୍ଡ କରିଛି ପୋଲିସ।
କଟକରେ ପୂର୍ବ ସରକାରକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଓଡ଼ିଶା ହାବିଲଦାର କନଷ୍ଟେବଲ୍ ସିପାହୀ ମହାସଂଘ ବାର୍ଷିକ ଉତ୍ସବରେ ଟାର୍ଗେଟ୍ ।
AI ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ବେଙ୍ଗାଳୁରୁ ପୋଲିସର ବଡ଼ ଆକ୍ସନ୍। ବନ୍ଧା ହୋଇ ଜେଲ ଗଲେ ଅତୁଲଙ୍କ ପତ୍ନୀ ନିକିତା ସିଂଘାନିଆଙ୍କ ସହ ଶାଶୁ ଓ ଶାଳକ।
ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲାରେ ବେଙ୍ଗାଳୁରୁ ପୋଲିସର ବଡ଼ ଆକ୍ସନ୍। ବନ୍ଧା ହୋଇ ଜେଲ ଗଲେ ଅତୁଲଙ୍କ ପତ୍ନୀ ନିକିତା ସିଂଘାନିଆଙ୍କ ସହ ଶାଶୁ ଓ ଶାଳକ।
ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ୪ ଜଣଙ୍କ ନାଁରେ ଦାଏର ହୋଇଥିଲା ଏତଲା । ଅତୁଲଙ୍କ ପତ୍ନୀ, ପତ୍ନୀଙ୍କ ପରିବାର ଓ ମାନସିକ ନିର୍ଯାତନା ଅଭିଯୋଗରେ ବିଚାପତିଙ୍କ ନାଁରେ ବି କର୍ଣ୍ଣାଟକରେ FIR ରୁଜୁ ହୋଇଛି ।
ଜବରଦଖଲ ଉଚ୍ଛେଦ ବେଳେ ବଡ଼ ଧରଣର ବିଦ୍ୟୁତ ଚୋରି ସାମ୍ନାକୁ ଆସିଥିଲା । କିନ୍ତୁ ଶନିବାର ସକାଳେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଅନଲାଇନ ଗେମରେ ଲକ୍ଷ ଲକ୍ଷ ଟଙ୍କା ଶ୍ରାଦ୍ଧ କରୁଛନ୍ତି ଯୁବପୀଢ଼ି । ଧାର କରଜ ଶୁଝିବା ପାଇଁ କିଏ କରୁଛନ୍ତି ବ୍ୟାଙ୍କ ଡକାୟତି ତ ଆଉ କିଏ କରୁଛନ୍ତି ଛିନତାଇ ।
ପୋଲିସ ବାବୁ ଜଣକ ଫାଣ୍ଡି ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିବା ସହ ତାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ନିଜ ପ୍ରେମ ଜାଲରେ ରଖି ଆସୁଥିଲେ । କେବଳ ସେତିକି ନୁହେଁ ପୋଲିସ ବାବୁ ଜଣକ ସମ୍ପୃକ୍ତ ଯୁବତୀଙ୍କୁ ସେ ରହୁଥିବା କୋଟଗଡ଼ ଥାନା ପରିସରରେ ଥିବା ବାରାକକୁ ଆଣି କୁଆଡ଼େ ଅନୈତିକ ସଂପର୍କ ମଧ୍ୟ ରଖୁଥଲେ ।
ଇଏ ଏମିତି ଏକ କାହାଣୀ ଯାହା ସହଜରେ ବିଶ୍ୱାସ କରିହେବନାହିଁ । କିନ୍ତୁ ପୋଲିସ୍ ଏ ସବୁର ଖୁଲାସା କରିଛି । ବିଷ ଦେଇ ମାରୁଥିଲା ଜଣକ ପରେ ଜଣକୁ । କେହି ସନ୍ଦେହ ବି କରିପାରୁନଥିଲେ । କିନ୍ତୁ ସବୁ କଥା ଜଣାପଡିଗଲା ।
ପୋଲିସ ଭ୍ୟାନ୍ଟି ସପୋରରୁ ତଲୱାର ଟ୍ରେନିଂ ସେଣ୍ଟର ଯାଉଥିଲା। ଏଥିରେ ଥିବା ୨ପୋଲିସ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା। ରାଗରେ ଜଣେ ଅନ୍ୟଜଣଙ୍କୁ ଗୁଳି କରିଥିବା ସନ୍ଦେହ କରାଯାଉଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ସମ୍ୱଲ ହିଂସାର ଭିଡିଓ ଦେଖି ପୋଲିସକୁ ପ୍ରଶଂସା କରିଥିଲେ ମହିଳା। ସ୍ୱାମୀ ଉତ୍ତ୍ୟକ୍ତ ହୋଇ ତାଙ୍କ ସହ ଗଣ୍ଡଗୋଳ କରିବା ସହ ତିନି ତଲାକ ଦେଇଥିଲେ। ଏନେଇ ମହିଳାଜଣକ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।
୭୦ ହଜାର ଟଙ୍କା ଦେଲେ ମିଳୁଥିଲା ଡାକ୍ତରୀ ସାର୍ଟିଫିକେଟ୍ । ଗୁଜରାଟର ସୁରଟରୁ ଅପରେଟ କରୁଥିଲା ଏହି ଗ୍ୟାଙ୍ଗ୍ । ପ୍ରାୟ ୧୨୦୦ ନକଲି ସାର୍ଟିଫିକେଟ୍ ଇସ୍ୟୁ ହୋଇଥିବା ଏକ ଡାଟାବେସ୍ ପୋଲିସ୍ ହାତରେ ଲାଗିଛି ।
ଗ୍ରାହକ ବେଶରେ ଯାଇ ସେକ୍ସ ରାକେଟ ଠାବ କଲା ପୋଲିସ । ଗତକାଲି ବିଳମ୍ବିତ ରାତିରେ ବୈଦେଶ୍ୱର ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଚାଲୁଥିବାବେଳେ ପୋଲିସ ଚଢାଉ କରିଥିଲା ।
ଗଞ୍ଜାମ ହିଞ୍ଜିଳି ଥାନା ରାଳବ ଗାଁରେ ଷ୍ଟେଜ୍ ଉପରେ ଘୁଷୁରୀକୁ ଜୀଅନ୍ତା ଖାଇବା ଘଟଣାରେ ବନ୍ଧା ହେଲେ କଳାକାର। ରାକ୍ଷସ ଭୂମିକାରେ ଅଭିନୟ କରିଥିବା କଳାକାର ବିମ୍ବାଧର ଗୌଡଙ୍କୁ ଗିରଫ କରିଛି ପୋଲିସ୍ ।
ଖଣ୍ଡଗିରି ଅଞ୍ଚଳରୁ ଠାବ ହେଲା ସେକ୍ସ ରାକେଟ। ବାଂଲାଦେଶୀ ଯୁବତୀ ସେକ୍ସ ରାକେଟ ଚଳାଉଥିବା ସନ୍ଦେହ କରାଯାଉଛି। ୪ ଯୁବତୀଙ୍କୁ ଉଦ୍ଧାର କରି ଛାନଭିନ୍ ଚଳାଇଛି ପୋଲିସ।
ସବୁଦିନ ପରି ରେଡି ହୋଇ ଟିଫିନ ବକ୍ସ ନେଇ ସ୍କୁଲକୁ ଯାଇଥିଲେ ବିରେନ୍ । ଯେମିତି ପଢିବା କଥା ପାଠ ବି ପଢିଲେ । ମଧ୍ୟାହ୍ନ ବିରତିରେ ଘରୁ ଆଣିଥିବା ଟିଫିନ୍ ଖୋଲି ଖାଇବା ଆରମ୍ଭ କଲେ । ଠିକ୍ ସେତିକି ବେଳେ ତଳେ ପଡିଗଲେ। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର ।
ଭୁବନେଶ୍ବର ଏୟାରଫିଲ୍ଡ ଥାନା ଲବଣଗିରିରେ ଚେନ ଲୁଟ୍ ବେଳେ ଗାଡିରୁ ପଡି ମହିଳାଙ୍କ ମୃତ୍ୟୁ ଘଟଣା । ୪ ଶହ ସିସିଟିଭି ଦେଖି ଅଭିଯୁକ୍ତକୁ ଗିରଫ କଲା ପୋଲିସ ।
ସ୍ତ୍ରୀକୁ ପୋଡି ମାରିବା ଫେରାର୍ ହୋଇଗଲା। କେତେବେଳେ ଶ୍ରମିକ ପାଲଟୁ ଥିଲା ତ ଆଉ କେତେବେଳେ ପରିଚୟ ବଦଳାଇ ପୋଲିସ ଆଖିରେ ଧୂଳି ଦେଉଥିଲା। ହେଲେ ଶେଷରେ ପୋଲିସ ହାତରେ ଧରା ପଡିଲା।
କିଏ ଚୋରା ମଦ କାରବାର କରୁଛି ତ ଆଉ କିଏ ଗଞ୍ଜେଇ ମାଫିଆଙ୍କ ସୁରକ୍ଷା କବଚ ପାଲଟିଛି। କାହା ନାଁରେ ଏକାଧିକ ମଦ କାଉଣ୍ଟର ତ ଆଉ କିଏ ଜବତ ହୋଇଥିବା କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ନେଇ ବିକ୍ରି କରି ଦେଉଛି।
ଇନଷ୍ଟାଗ୍ରାମ୍ ଲାଇଭ୍ରେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ସୋସିଆଲ ମିଡିଆ ପ୍ଲାଟଫର୍ମର ରିଅଲ ଟାଇମ ଆଲର୍ଟ ସିଷ୍ଟମ ଏବଂ ପୋଲିସର ସଜାଗତା ଯୋଗୁଁ ଯୁବକଙ୍କ ଜୀବନ ରକ୍ଷା କରାଯାଇପାରିଛି।
ପ୍ରେମ ନାଁରେ ଧର୍ମ ପରିବର୍ତ୍ତନ ବା ଲଭ୍ ଜିହାଦ୍ ଉଦ୍ୟମ ମାମଲାର ଯେତିକି ଖୋଳତାଡ଼ ହେଉଛି, ଅଭିଯୁକ୍ତର କାର୍ଯ୍ୟକଳାପ ଓ ଗତିବିଧିକୁ ନେଇ ବଢୁଛି ନାନା ଆଶଙ୍କା। ଆତଙ୍କୀ ସଂଗଠନଠୁ ସାଇବର୍ ଅପରାଧ ଯାଏଁ, ଅଭିଯୁକ୍ତ ମହମ୍ମଦ ସମୀର ମନସୁରର ସଂପୃକ୍ତିକୁ ଏଡ଼ାଇ ପାରୁନି କମିଶନରେଟ୍ ପୋଲିସ।
ଲଭ୍ ଜିହାଦ୍ ଭଳି ଜଘନ୍ୟ କାଣ୍ଡର ଅଭିଯୁକ୍ତ ମହମ୍ମଦ୍ ସମୀର୍ ମନସୁରର ରହିଛି କି ଆତଙ୍କୀ ଲିଙ୍କ୍ ? ଜାମ୍ମ-କାଶ୍ମୀରରୁ ଜଗତସିଂହପୁର ଭାୟା ବିହାର । ଚଳାଇ ଆସୁଥିଲା କି ସାଇବର୍ ଅପରାଧର ନେଟୱର୍କ ?