• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Police

Liquor
ମାଟି ତଳ, ନଦୀ ପଠା ସାଜୁଛି ମଦଭାଟି!! ରେଡ୍ ଭିତରେ ଖୋଲୁଛି ବିଷ ବେପାରର ପେଡ଼ି

ଦିନେ କି ଅଧେ ନୁହେଁ, ମାସେ କି ବର୍ଷେ ବି ନୁହେଁ । ବର୍ଷ ବର୍ଷ ଧରି ବେଆଇନ ମଦର ପସରା ବସାଇ ଲୋକଙ୍କ ଜୀବନ ସହ ଖେଳୁଛନ୍ତି ମାଫିଆ ।

Sim Box
ସିମ୍ ବକ୍ସ ମାମଲାରେ ମିଳିଲା ଚାଞ୍ଚଲ୍ୟକର ତଥ୍ୟ !! ବାଂଲାଦେଶ ଯାଇଥିଲା ରାଜୁ

ବାଂଲାଦେଶକୁ ଲମ୍ବିଛି ଭୁବନେଶ୍ୱରର ସିମ୍ ବକ୍ସ ଲିଙ୍କ୍ । ଅଭିଯୁକ୍ତ ରାଜୁ ମଣ୍ଡଳକୁ ପଚରାଉଚରା ପରେ ଏଭଳି କିଛି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

 Kathajodi River
ଶଳାଭାଉଜ ଓ ନଣନ୍ଦେଇ ନଈକୁ ଡେଇଁବା ଘଟଣାରେ ଟ୍ବିଷ୍ଟ୍; ଚମକି ପଡ଼ିଲା ପୋଲିସ

କଟକ ତ୍ରିଶୁଳିଆ ବ୍ରିଜ୍ ଉପରୁ କାଠଯୋଡ଼ି ନଈକୁ ଡେଇଁବା ଘଟଣାରେ ଟୁଇଷ୍ଟ। ରାତିରେ ଭରାନଈକୁ ଡେଇଁଥିଲେ, ରାତି ପାହିଲାବେଳକୁ ପୁରୀ ଘାଟ ଥାନାରେ ହାଜର ହୋଇଗଲେ। 

Special Drive
ଛାନିଆ କରୁଛି STAର ସ୍ପେଶାଲ ଡ୍ରାଇଭ୍, ଜାଲରେ ପଡ଼ୁଛନ୍ତି ନାବାଳକ ଡ୍ରାଇଭର୍

ଆଜି ଦ୍ୱିତୀୟ ଦିନରେ ବି ଚାରିଆଡୁ ଆସିଛି ନାବାଳକ ଚାଳକଙ୍କ ଗାଡ଼ିକୁ ଫାଇନ୍ ଆଦାୟର ଖବର । ଦୁଇ ଦିନରେ ଏ ସଂପର୍କିତ ୩୩୪ଟି ମାମଲା ରୁଜୁ ହୋଇଥିବା ବେଳେ ୮୩ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କାର ଚାଲାଣ କଟା ଯାଇଥିବା କହିଛି ଏସଟିଏ ।

IPS Officer Rajesh Pandit
ବଡ଼ ଖବର; ସସ୍‌ପେଣ୍ଡ ହେଲେ IPS ରାଜେଶ ପଣ୍ଡିତ...

ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ରାଜେଶ ପଣ୍ଡିତ ସସ୍‌ପେଣ୍ଡ ନେଇ ସୂଚନା । କ୍ୟାପିଟାଲ ଥାନା ଅଞ୍ଚଳରେ ଘଟିଥିବା ଘଟଣା ପାଇଁ ସେ ସସ୍‌ପେଣ୍ଡ ହୋଇଥିବ ସୂଚନା ମିଳିଛି ।

Juvenile Riders
ସାବଧାନ!!! ନାବାଳକ ସନ୍ତାନଙ୍କୁ ଗାଡି ଦେଲେ ଅଭିଭାବକ ଧାଇଁବେ କୋର୍ଟ

ସାବଧାନ ଅଭିଭାବକ । ନାବାଳକ ପୁଅ ଝିଅଙ୍କୁ ଗାଡି ଦେଉଥିଲେ ମାମଲା ପାଇଁ ପ୍ରସ୍ତୁତ ରୁହନ୍ତୁ ।

Jagatsinghpur MLA
ବିଧାୟକ ହେବ ତ ଏମିତି: ଥାନା ଅଧିକାରୀଙ୍କୁ କାଗଜ କଲମ ଦେଇ ଚର୍ଚ୍ଚାରେ ଜଗତସିଂହପୁର MLA...

ସାଧାରଣ ଲୋକଟିଏ ହଇରାଣ ହେଉଥିବାର ଦେଖି ଥାନାରେ ପଶିଲେ । ଆଉ ଥାନାରେ ଅଧିକାରୀଙ୍କ ଉପରେ ବର୍ଷିଲେ ଜଗତସିଂହପୁରର ନୂଆ ବିଧାୟକ ଅମରେନ୍ଦ୍ର ଦାସ ।

police to ride Harley Davidson
ଷ୍ଟଣ୍ଟ କରୁଥିଲେ ନିସ୍ତାର ନାହିଁ; ହାର୍ଲି ଡେଭିଡସନ୍‌, BMW ବାଇକ୍‌ରେ ଗୋଡ଼େଇବ ପୋଲିସ !

ଏଣିକି ରାସ୍ତାରେ ଷ୍ଟଣ୍ଟ ପ୍ରଦର୍ଶନ କଲେ ହେବ କଡା କର୍ଯ୍ୟାନୁଷ୍ଠାନ । ହାର୍ଲି ଡେଭିଡସନ୍‌, BMW ବାଇକ୍‌ରେ ଧରିବ ପୋଲିସ । ସିଧା ଯିବେ ଜେଲ୍‌ । 

Fake Doctor
ଫିଟୁଛି ଠକ ଡାକ୍ତରର ଗୁମର; କେମିତି କରୁଥିଲା ରୋଗୀସେବା, ସାମ୍ନାକୁ ଆସିଲା ସତ

ଦିନେ ଯିଏ ବନ୍ଧା ହୋଇ ଜେଲ୍ ଯାଇଥିଲା, ସେହି ନକଲି ଡାକ୍ତର ଜେଲରୁ ବାହାରି ପୁଣି ଚଳାଇଲା ରୋଗୀ ସେବା । ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇ କାହା ପାଇଁ ଔଷଧ ଲେଖୁଥିଲା ତ ଆଉ କାହାର ଡାଏଲିସିସ୍ କଲା ।

Duplicate doctor
ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର ! ନିଧଡ଼କ ଦେଖୁଛନ୍ତି ରୋଗୀ

ପୁଣି ସରକାରୀ ଡାକ୍ତରଖାନାରେ ନକଲି ଡାକ୍ତର ଅଭିଯୋଗ । ରାଉରକେଲା ସରକାରୀ ଡାକ୍ତରଖାନାରେ ପଦ୍ମନାଭନ୍ ମୁଖି ନାମକ ଜଣେ ବ୍ୟକ୍ତିଙ୍କୁ ନକଲି ଡାକ୍ତର ଆଶଙ୍କା କରି ନିଜ ହେପାଜତକୁ ନେଇ ଖୋଳତାଡ଼ କରୁଛି ପୋଲିସ ।

Hotel Raid
ଲୁଟେରାଙ୍କ ଉପରେ ନଜର, ରାଜଧାନୀର ବିଭିନ୍ନ ଅଞ୍ଚଳରେ କଡ଼ା ଚେକିଂ

ରାଜଧାନୀର ବିଭିନ୍ନ ଥାନା ଅଂଚଳରେ ଥିବା ହୋଟେଲ ଓ ଲଜ୍‌ରେ କମିସନରେଟ ପୋଲିସ ପକ୍ଷରୁ କଡା ଚେକିଂ ଚାଲିଛି ।

DSP Demoted To Constable
ପୋଲିସ ବାବୁଙ୍କ ପରକୀୟା ପ୍ରୀତି ପଡ଼ିଲା ମହଙ୍ଗା; ଡିଏସ୍‌ପିରୁ ହେଲେ କନଷ୍ଟେବଳ

ଉତ୍ତର ପ୍ରଦେଶର ଉନ୍ନାଓରେ ଜଣେ ପୋଲିସ ଅଧିକାରୀଙ୍କୁ ପରକୀୟାପ୍ରିତି ମହଙ୍ଗା ପଡ଼ିଛି । ଅଧିକାରୀଙ୍କ ପରକୀୟାପ୍ରିତି ଧରାପଡ଼ିବା ପରେ ଡେପୁଟି ଏସ୍‌ପି ରାଙ୍କରୁ ସିଧାସଳଖ ସେ କନଷ୍ଟେବଳକୁ ଖସି ଆସିଛନ୍ତି। 

Prashant Jagadev
ବେଗୁନିଆ EVM ଭଙ୍ଗାରୁଜା ମାମଲା: ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ବୟାନ ଦେବାକୁ ପୋଲିସର ଜୁଲମ !

ବନମାଳି ଗଣମାଧ୍ୟମ ଆଗରେ ଖୋଲାଖୋଲି କହିଛନ୍ତି- ଜଗଦ୍ଦେବ ଇଭିଏମ୍ ଭାଙ୍ଗିଥିବା ବୟାନ ଦେବାକୁ ପୋଲିସ୍ ତାଙ୍କ ଉପରେ ଜୁଲମ କରିଛି ଓ ଡରରେ ସେ ଜଗଦ୍ଦେବଙ୍କ ବିରୋଧରେ ମନ୍ତବ୍ୟ ରଖିଛନ୍ତି, ଯାହାକୁ ପୋଲିସ୍ ମୋବାଇଲରେ ବି ରେକର୍ଡ କରିଛି ।

America University
ଆମେରିକାରେ ବ୍ୟାପୁଛି ଇସ୍ରାଏଲ୍ ବିରୋଧୀ ନିଆଁ, ୩ ଶହରୁ ଅଧିକ ଛାତ୍ରଛାତ୍ରୀ ଗିରଫ

ଇସ୍ରାଏଲ ବିରୋଧରେ ସାରା ଆମେରିକାରେ ତେଜୁଛି ଅସନ୍ତୋଷ । ବିଭିନ୍ନ ୟୁନିଭର୍ସିଟିରେ ଜୋରଦାର ଆନ୍ଦୋଳନ କରୁଛନ୍ତି ଛାତ୍ରଛାତ୍ରୀ । ହଜାର ହଜାର ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଶହରୁ ଅଧିକ ଗିରଫ ହେଲେଣି ।

Iceland
ଏମିତି ଏକ ଦେଶ ଯେଉଁଠି ଘଟେନି ଅପରାଧ...ବନ୍ଧୁକ ରଖେନି ପୋଲିସ!

ଏଠାରେ ଅପରାଧ ହ୍ରାସ ପଛରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ସମାନତା । ଏଠାରେ ଉଚ୍ଚ, ମଧ୍ୟମ ଏବଂ ନିମ୍ନ ମଧ୍ୟରେ ପାର୍ଥକ୍ୟ ଖୁବକମ୍ । ଟଙ୍କା ପାଇଁ କୌଣସି ମାରପିଟ୍ ହୁଏନାହିଁ ।

Crime GPT
Crime GPT: ପୋଲିସର ବଡ଼ ପଦେକ୍ଷପ; ଅପରାଧୀଙ୍କୁ ଶୀଘ୍ର ଧରିବ କ୍ରାଇମ୍‌ ଜିପିଟି...

ଅପରାଧୀଙ୍କୁ ଧରିବା ପାଇଁ ପୋଲିସର ବଡ଼ ପଦେକ୍ଷପ । ଅପରାଧୀଙ୍କୁ ଆଉ ନିସ୍ତାର ନାହିଁ, ଏଣିକି ଧରିବ କ୍ରାଇମ୍‌ ଜିପିଟି । 

Commissionerate Police bust inter-state gang
ପୋଲିସ ହାତରେ ଆପାର୍ଟମେଣ୍ଟ କୁଖ୍ୟାତ ଲୁଟେରା; ଭୁବନେଶ୍ୱରରେ ଚଳାଇଥିଲେ ଆତଙ୍କ...

୫ ମାସ ଧରି ଭୁବନେଶ୍ବରିଆଙ୍କ ନିଦ ହଜାଉଥିଲେ । ଆପାର୍ଟମେଣ୍ଟରେ ପଶି ବେଧଡ଼କ ଲୁଟପାଟ୍ କରୁଥିଲେ ପାର୍ବଣ ପରଠୁ। କେଉଁ ଫ୍ଲାଟରୁ ସୁନା ଗହଣା ତ ଆଉ କେଉଁ ଫ୍ଲାଟରୁ ଟଙ୍କା ଲୁଟି ଖସିଯାଉଥିଲେ ।

Woman lived with corpse
ନିବୁଜ ଘରୁ ମହିଳା ଉଦ୍ଧାର, ପାଞ୍ଚବର୍ଷ ଧରି ଶବ ସହ ଥିଲେ ବନ୍ଦ...ପୋଲିସ ଦେଖି ହେଲା ଆଶ୍ଚର୍ଯ୍ୟ  

ମୃତଦେହ ସହ ୫ ବର୍ଷ । ଆଶ୍ଚର୍ଯ୍ୟ କଲେ ବି ଏହା ସତ୍ୟ ଘଟଣା । ନିବୁଜ ଘରୁ ମହିଳା ଉଦ୍ଧାର, ପାଞ୍ଚ ବର୍ଷ ଶବ ସହ ଥିଲେ ବନ୍ଦ...ପୋଲିସ ଦେଖି ହେଲା ଆଶ୍ଚର୍ଯ୍ୟ ! 

Farmer
ଜାତୀୟ ପତାକାକୁ ଅବମାନନା ଅଭିଯୋଗ, ୭୦୦ ରୁ ଊର୍ଦ୍ଧ୍ୱ ଚାଷୀଙ୍କ ନାଁରେ FIR

ଗତ ଜାନୁଆରୀ ୧୮ ରେ ନୋଏଡା ପ୍ରାଧିକରଣ କାର୍ଯ୍ୟାଳୟରେ ତାଲା ପକାଇବା ପାଇଁ ପ୍ରାୟ ୭୪୬ କୃଷକ ଯାଇଥିଲେ । ବର୍ତ୍ତମାନ ସେ ସମସ୍ତ କୃଷକଙ୍କ ବିରୋଧରେ FIR ଦାଖଲ କରାଯାଇଛି ।

OTV Impact
ଓଟିଭିରେ ଖବର ପ୍ରସାରଣ ପରେ ପଡ଼ିଲା ପ୍ରଭାବ, ବନ୍ଧା ହେଲା ନିଷ୍ଠୁର ଦାଦନ ସର୍ଦ୍ଦାର

ଓଟିଭି ପ୍ରଭାବ । ବନ୍ଧାହେଲା ଦାଦନ ସର୍ଦ୍ଦାର । ତେଲେଙ୍ଗାନାରେ ବଲାଙ୍ଗିର ସୁଲେକେଲା ଗାଁର ନାବାଳିକା ବନ୍ଧକ ଘଟଣାରେ ଅଭିଯୁକ୍ତ ଦାଦନ ସର୍ଦ୍ଦାରକୁ ଗିରଫ କରିଛି ବେଲପଡ଼ା ପୋଲିସ । ଗିରଫ ଅଭିଯୁକ୍ତର ନାଁ ସମ୍ଭାରୁ ବନଛୋର ।

50 Paise Reward For Criminal
ଅପରାଧୀର ଔକାତ୍ ମାପିଲା ପୋଲିସ... ଘୋଷଣା କଲା ଆଠଣା ପୁରସ୍କାର

ଏପରି ଘୋଷଣା ପଛରେ ପୋଲିସର ଏକ ଉଦ୍ଦେଶ୍ୟ ରହିଛି। ଅଭିଯୁକ୍ତ ନିଜକୁ ଡନ୍ ବୋଲି ଭାବିବା ଉଚିତ୍ ନୁହେଁ। ପ୍ରକୃତରେ ତା’ର ମୂଲ୍ୟ ୫୦ ପଇସା ସହ ସମାନ ବୋଲି ପୋଲିସ କହିଛି।

Parking Dispute
ଥାନାରେ ଅଭିଯୋଗ କରିଥିଲେ ଯୁବକ; ବୁଝିଲାନି ପୋଲିସ, ନିଜେ ନିଜକୁ ଜାଳିଦେଲେ

ମଙ୍ଗଳବାର ଦିନ ଏହି ଘଟଣା ଘଟିଛି । ପୋଲିସ ମଧ୍ୟ ଏ ସମ୍ପର୍କରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି ଯେ, ରୋହିଦାସ ଯାଦବ ନାମକ ଜଣେ ବ୍ୟକ୍ତି ତାଙ୍କ ଘର ନିକଟରେ ପାର୍କିଂକୁ ନେଇ ଅସନ୍ତଷ୍ଟ ଥିଲେ ।

Man Bites Cop's Finger
Video: ଯୁବକଙ୍କ ଉନ୍ମକ୍ତ କାଣ୍ତ...ଟ୍ରାଫିକ୍‌ ନିୟମ ଭାଙ୍ଗି ପୋଲିସ ବାବୁଙ୍କ ଆଙ୍ଗୁଠି କାମୁଡ଼ି ଦେଲେ...

ରାସ୍ତା ଉପରେ ଚାଲିଲା ହାଇଡ୍ରାମା । ପୋଲିସ ଓ ଯୁବକଙ୍କ ମଧ୍ୟରେ ହେଲା ଖଣ୍ତଯୁଦ୍ଧ । ପୋଲିସ ବାବୁଙ୍କ ଆଙ୍ଗୁଠି କାମୁଡ଼ି ଦେଲେ ଯୁବକ...

SP Press Meet
୧.୪୦ ଲକ୍ଷ ଟଙ୍କାରେ ଭାଇକୁ ମାରିଦେଲେ...ଜମି ପାଇଁ ସାନଭାଇକୁ ହତ୍ୟା କଲା ବଡ଼ଭାଇ-ଭାଉଜ

ନୀଳଗିରି ଥାନା ମିତ୍ରପୁରରୁ ୪ ଦିନ ହେବ ନିଖୋଜ ଥିବା ଭବାନୀ ରାଉତ, ମନୋରଂଜନ ମହାପାତ୍ରଙ୍କ ମୃତ ଦେହ ବ୍ଲୁ ଲେକରୁ ମିଳିଛି । ଭାଇ ଭାଉଜ ହିଁ ଷଡ଼ଯନ୍ତ୍ରକାରୀ ବୋଲି ବାଲେଶ୍ୱର ଏସପି କହିଛନ୍ତି ।

Police
ପୋଲିସର ନୀରବତାରେ ତାଜୁବ ଅଭିଯୋଗକାରୀ

ଇନଫୋସିଟି ଥାନା ହିଟ୍ ଆଣ୍ଡ ରନ୍ ମାମଲାରେ ପୋଲିସ ପାଟି ଚୁପ୍ ... ମାମଲା ନେଇ ମୁହଁ ଖୋଲୁନି କମିଶନରେଟ ପୋଲିସ ... ପୋଲିସର ନୀରବତା ଦେଖି ତାଜୁବ ଅଭିଯୋଗକାରୀ ... ଗତ ଜାନୁଆରୀ ୩୧ରେ ଇନଫୋସିଟି ଥାନା ହିଟ୍ ଆଣ୍ଡ ରନ୍ ମାମଲାରେ ତଦନ୍ତ ଆଗକୁ ବଢିନଥିବା ଅଭିଯୋଗ ହୋଇଛି..