• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Pilgrims

pilgrims
ମହାଦେବଙ୍କୁ ଜଳଲାଗି ହେଲା ଜୀବନର ଶେଷଯାତ୍ରା; ଚାଲିଗଲା ୭ ଜୀବନ

ମନ୍ଦିରରେ ଘଟିଲା ବଡ଼ ଅଘଟଣ । ଚାଲିଗଲା ଜୀବନ । ମହାଦେବଙ୍କୁ ଜଳଲାଗି ହେଲା ଜୀବନର ଶେଷଯାତ୍ରା । ଏମିତି ଦୁଃଖ ଘଟଣା ଘଟିଛି ବିହାର ଜେହନାବାଦ ଜିଲ୍ଲାର ଏକ ସିଦ୍ଧେଶ୍ୱର ମନ୍ଦିରରେ ।

14 haj pilgrims dead in Saudi Arabia
ସାଉଦି ଆରବରେ ବଡ଼ ଅଘଟଣ; ମକ୍କା ମଦିନାରେ ୧୪ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ 

ସାଉଦି ଆରବର ପବିତ୍ର ମକ୍କା ମଦିନାରେ ଘଟିଲା ବଡ଼ ଅଘଟଣ । ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁ ୧୪ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।