• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha Congress

Niranjan Pattnaik
ଓଡ଼ିଶା ଆସିବେ ପ୍ରିୟଙ୍କା, ଦଳର ସାଂଗଠନିକ ସ୍ଥିତି ନେଇ କରିବେ ସମୀକ୍ଷା

ଚିନ୍ତନ ଶିବିରରେ ସାମିଲ ହୋଇ ଫେରିଥିବା ନିରଞ୍ଜନ ରାଜ୍ୟରେ ସଂଗଠନ, ରାଜନୈତିକ, ଅର୍ଥନୀତି, କୃଷକ, ସାମାଜିକ ନ୍ୟାୟ ଓ ବେରୋଜଗାର ପ୍ରସଙ୍ଗରେ ଚର୍ଚ୍ଚା କରିଥିବା କହିଛନ୍ତି ।

OPCC President
ରାଜ୍ୟ କଂଗ୍ରେସ ଭିତରେ ଚାଲିଛି ମାନସ ମନ୍ଥନ କିଏ ଧରିବ ଦଳର ହାତ

ଖୁବ ଶୀଘ୍ର ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ଏଥିପାଇଁ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ପ୍ରଭାରୀ ଚେଲା କୁମାର । ଘଣ୍ଟା ଘଣ୍ଟା ଧରି କଂଗ୍ରେସ ଭବନରେ ଚାଲିଛି ମାନସ ମନ୍ଥନ ।

Odisha Congress
ଓଡ଼ିଶା କଂଗ୍ରେସକୁ ସୁଧାରିବେ ଷ୍ଟ୍ରାଟେଜୀ ମେକର ପ୍ରଶାନ୍ତ କିଶୋର, ସୋନିଆଙ୍କୁ ଦେଲେ ନୂଆ ଗେମ୍‌ ପ୍ଲାନ୍‌

ନିକଟରେ ରାଜ୍ୟରେ ଶେଷ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳ ଦକ୍ଷିଣ ଓଡିଶାରେ ଭଲ ପ୍ରଦର୍ଶନ କରିଛି । ହେଲେ ପଶ୍ଚିମ କି ଉପକୂଳରେ ଦଳର ପ୍ରଦର୍ଶନ ଏତେ ଭଲ ନାହିଁ ।

Mamita Meher
ମମିତା ହତ୍ୟା ଘଟଣା: ବିଜେଡିର ବଢ଼ୁଛି ଅଡ଼ୁଆ, ରାସ୍ତା ଘାଟରେ ମନ୍ତ୍ରୀ ହେଉଛନ୍ତି ହଟହଟା

ମହାଲିଙ୍ଗ୍ ସନ୍‌ସାଇନ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ହତ୍ୟା ମାମଲାରେ ବଢୁଛି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଅଡୁଆ । ସାରା ରାଜ୍ୟ ସହ ମନ୍ତ୍ରୀଙ୍କ ହୋମ୍‌ଗ୍ରାଉଣ୍ଡରେ ବିରୋଧୀଙ୍କ ଜାରି ରହିଛି ଘନ ଘନ ହମ୍‌ଲା ।

Bhakta Das
ରାଗିଗଲେ ଭକ୍ତ ଦାସ ! ତା କ୍ୟାରିଅର୍ ଗଢିଥିଲି, ସେ ଏମିତି କଲା..

ପ୍ରଥମେ ଦଶ ବର୍ଷ ଲୋକଙ୍କ ପାଇଁ କାମ କର । ଏୟାରଫୋର୍ସରେ ଦଶବର୍ଷ କାମ କରି ଛାଡି ପଲେଇ ଆସିଲା । ମୋର ଇଛା ଥିଲା ତାକୁ ବଡ ପଦବୀରେ ଦେଖିବା । ସେ କଳାହାଣ୍ଡିର ଗର୍ବ ହୋଇଥାଆନ୍ତା ।

Tara Prasad Bahinipati
ତାତିଲେ ତାରା, ହଠାତ୍‌ ଡିଜିପି ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ..

ରାଜ୍ୟ ସରକାରଙ୍କୁ ତାରାଙ୍କ କଡ଼ା ସମାଲୋଚନା । କହିଲେ ପୋଲିସ ଉପସ୍ଥିତିରେ କଂଗ୍ରେସ କର୍ମୀଙ୍କୁ ମାଡ଼ ହେଲା । ହେଲେ ପୋଲିସ କିଛି ଦେଖିପାରିଲାନି । ପୋଲିସ ସତେ ଯେମିତି ନିଦା ବିଷ୍ଣୁ ପାଲଟି ଯାଇଥିଲା ।

Ganjam
ବିଧାୟକଙ୍କୁ ଅପମାନ, ଉଦ୍‌ଘାଟନ୍ କରିବାକୁ ଯାଇ ନିରାଶ ହେଲେ ! ପ୍ରଶାସନ ତାଡ଼ିନେଲା ଫଳକ

ଗଞ୍ଜାମ ଟାଇଗର କୁହାଯାଉଥିବା ସାନଖେମୁଣ୍ଡି ବିଧାୟକଙ୍କୁ ଅପମାନ । ପାଣି ଟାଙ୍ଗି ଉଦ୍‌ଘାଟନ କରିବାକୁ ଯାଇଥିଲେ । ହେଲେ ନିରାଶ ହୋଇ ଫେରିଲେ । କାରଣ ପ୍ରଶାସନ ତାଡ଼ି ନେଇଥିଲେ ଉଦ୍‌ଘାଟନ ଫଳକ ।

Congress Bhawan
କଂଗ୍ରେସ ଭବନରେ ପୁଣି ଭଙ୍ଗାରୁଜା, ନିରଞ୍ଜନଙ୍କ ନେମ୍‌ପ୍ଲେଟ୍‌ ଭାଙ୍ଗିଲେ

ରାଜ୍ୟ କଂଗ୍ରେସରେ ବିବାଦ ଥମିବାର ନାଁ ଧରୁନି । ଗୋଟିଏ ପଟେ ଜାତୀୟ ଦଳ କଂଗ୍ରେସ ପ୍ରତି ଲୋକଙ୍କ ଆସ୍ଥା କମୁଥିବା ବେଳେ ଅନ୍ୟପଟେ କଂଗ୍ରେସ କର୍ମୀଙ୍କ ଆଚରଣ ଦଳକୁ ଆହୁରି ମହଙ୍ଗା ସାବ୍ୟସ୍ତ ହେଉଛି । ଦଳ ବେଳକୁ ବାଳ ରସା ତଳକୁ ଯାଉଥିବା କୁହାଯାଉଛି ।

tara
ସାଂଘାତିକ ଅଭିଯୋଗ, କଂଗ୍ରେସରେ ଥାଇ ବିଜେଡି ପାଇଁ କାମ କରୁଛନ୍ତି ତାରା ଓ ତାଙ୍କ ପତ୍ନୀ !

ବିଜେଡି ପାଇଁ କାମ କରୁଛନ୍ତି ତାରା । ଖାଲି ତାରା ନୁହଁନ୍ତି ତାଙ୍କ ପତ୍ନୀ ବି ବିଜେଡି ପାଇଁ କାମ କରୁଛନ୍ତି । କୋରାପୁଟର ବରିଷ୍ଠ ନେତା କୁଲେସିକା ଆଣିଛନ୍ତି ତାରାଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ।

Taraprasad With Niranjan
ବଦଳିଗଲା ତାରାଙ୍କ ତେବର, କହିଲେ ନିରଞ୍ଜନ ମୋ ବଡ଼ ଭାଇ..

ନରମିଲେ ତାରା । ବଦଳିଗଲା ତାରାଙ୍କ ତେବର । ପିସିସି ସଭାପତିଙ୍କ ନାଁରେ ବିଷୋଦଗାର କରୁଥିବା କଂଗ୍ରେସ ବିଧାୟକ ତାରା ବାହିନୀପତି ଏବେ ନରମି ଯାଇଛନ୍ତି । ଦିନେ ଅଯୋଗ୍ୟ କହୁଥିବା ନିରଞ୍ଜନଙ୍କୁ ଏବେ ସେ ବଡ଼ ଭାଇ ବୋଲି କହିଛନ୍ତି ।

Taraprasad With Niranjan
ଥମୁନି କନ୍ଦଳ, ତାରା କହିଲେ ନିରଞ୍ଜନଙ୍କ ବିରୋଧରେ ଲଢ଼େଇ ଜାରି ରହିବ

ରାଜ୍ୟ କଂଗ୍ରେସରେ ଅନ୍ତଃକନ୍ଦଳ ଥମିବାର ନାଁ ଧରୁନି । ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି ।

congress rally
ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରାଲି

ତେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଶୋଭାଯାତ୍ରା କରିଛି। ତେଲ ଓ ରନ୍ଧନ ଗ୍ୟାସର ଅତ୍ୟଧିକ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିଛି ରାଜ୍ୟ କଂଗ୍ରେସ। ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିକ ଛକରେ ଶତାଧିକ ସଂଖ୍ୟାରେ କଂଗ୍ରେସ କର୍ମୀ ଏକାଠି ହୋଇ ଶୋଭାଯାତ୍ରା କରିଛନ୍ତି।

Congress Rally
ତେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଶୋଭାଯାତ୍ରା

ତୈଳଦର ସହ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ପ୍ରତିବାଦ କରି ବାମ ଦଳ ଏହି ବନ୍ଦ ଡାକରା ଆହ୍ୱାନ ଦେଇଛି। ଦରବୃଦ୍ଧି କମାଇବାକୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛି ସଂଗଠନ। ସେହିପରି ରାଉରକେଲାରେ ମଧ୍ୟ ଗତକାଲି ଓଡ଼ିଶା ବନ୍ଦ ଡାକରା ଆହ୍ୱାନରେ ରାଲି କରାଯାଇଥିଲା। ସହରର ବିଭିନ୍ନ ସ୍ଥାନରେ ବାଇକ ରାଲି ସହ ଶୋଭାଯାତ୍ରାରେ ଯାଇ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ଆହ୍ୱାନ କରିଥିଲା ବାମପନ୍ଥୀ ସଂଗଠନ।

niranjana
ପେଟ୍ରୋଲ-ଡିଜେର ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ରାଜ୍ୟବ୍ୟାପି ଆନ୍ଦୋଳନ

ପେଟ୍ରୋଲ ଡିଜେର ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଆଜିଠାରୁ ୧୭ ତାରିଖ ଯାଏ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାକୁ ଦଳ ନିଷ୍ପତ୍ତି ନେଇଛି । ପର୍ଯ୍ୟାୟକ୍ରମେ ଏହି ଆନ୍ଦୋଳନ କରାଯିବ । ଆଜି ସବୁ ବ୍ଲକରେ ବିକ୍ଷୋଭ କରିବେ କଂଗ୍ରେସ କର୍ମୀ

Pradeep-majhi
‘କୋଟିଏ ଟଙ୍କା ଲାଞ୍ଚ ନେଇ ଦାମୀ କାର୍‌ ଚଢ଼ୁଛନ୍ତି ଜିଲ୍ଲାପାଳ’

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ଲାଞ୍ଚ କାରବାର ଅଭିଯୋଗ । ବରିଷ୍ଠ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଜିଲ୍ଲାପାଳ ଟେଣ୍ଡର ଫିକ୍ସିଂ କରି କୋଟିଏ ଟଙ୍କା…