ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ପ୍ରତିନିଧି ଦଳକୁ ଜିଲ୍ଲା ପ୍ରଶାସନ ରେମୁଣା ଅଂଚଳର ପଦାବଡ଼ଗାଁ, ବାଉଁଶମୁହାଁ ଏବଂ ନରହରିପୁର ଆଦି ସ୍ଥାନ ବୁଲି ଦେଖାଇଥିଲେ ।
ଦୁନିଆରେ ଏପରି ଅନେକ ଦେଶ ଅଛନ୍ତି, ସେମାନେ ନିଜର ନୋଟ ଅନ୍ୟ ଦେଶରେ ଛପାଇ ଥାଆନ୍ତି । ଅଧିକାଂଶ ଛୋଟ ଛୋଟ ଦେଶର ନୋଟ ଛପାଇବା ପାଇଁ ଅନ୍ୟ ଦେଶକୁ ଦେଇଥାନ୍ତି । ଉତ୍କୃଷ୍ଟ ଧରଣର ଟେକ୍ନୋଲଜି ନଥିବାରୁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼େ । ଫଳରେ ସେମାନେ ନୋଟ ଛପେଇବା ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିଥାନ୍ତି ।