• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Nitin Gadkari

Hydrogen Car
ଖୁବଶୀଘ୍ର ରାସ୍ତାରେ ଗଡ଼ିପାରେ ପାଣିରେ ଚାଲୁଥିବା କାର୍

ପାଣିରେ ଚାଳିବ କାଋ୍! ସିଧାସଳଖ ପାଣିରେ ନଚାଲିଲେ ବି ପାଣିରେ ଥିବା ଦୁଇ କେମିକାଲ କମ୍ପୋନେଣ୍ଟ ହାଇଡ୍ରୋଜନ୍ ଓ ଅକ୍ସିଜେନ୍ ମଧ୍ୟରୁ ହାଇଡ୍ରୋଜେନ୍‌କୁ ଅଲଗା କରାଯାଇ ସେଥିରେ ଗଡ଼ିବ କାର୍ ।

Hydrogen Car
ଆକାଶଛୁଆଁ ତୈଳଦର ବେଳେ ଆଗୁଆ ଆଶ୍ୱସ୍ତି; ହାଇଡ୍ରୋଜେନ୍ କାର୍‌ରେ କିଲୋମିଟର ପିଛା ଖର୍ଚ୍ଚ ହେବ ୨ ଟଙ୍କା

ଖୁବ ଶୀଘ୍ର ରାସ୍ତାରେ ଗଡ଼ିବ ପାଣିରେ ଚାଲୁଥିବା କାର । ଆଜି ଏମିତି ଏକ କାର୍ ଧରି ସଂସଦକୁ ଆସିଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି। ଏହା ହେଲା ହାଇଡ୍ରୋଜେନ ଆଧାରିତ ଫୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ଭେଇକିଲ୍ ବା ଗ୍ରୀନ ହାଇଡ୍ରୋଜେନ ଆଧାରିତ ଗାଡ଼ି।

Hydrogen Car
ପାର୍ଲାମେଣ୍ଟକୁ ହାଇଡ୍ରୋଜେନ ଚାଳିତ କାରରେ ଆସିଲେ ମନ୍ତ୍ରୀ

ଦେଶରେ କ୍ରମାଗତ ଭାବେ ତୈଳଦର ବଢ଼ୁଥିବା ବେଳେ ସାଧାରଣ ଲୋକ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଚାଲିଛନ୍ତି। ଏସବୁ ଭିତରେ ଆଜି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ଗ୍ରୀନ ହାଇଡ୍ରୋଜେନ ପାୱାର କାର୍‌ ଧରି ସଂସଦରେ ପହଞ୍ଚିଛନ୍ତି।

Nitin Gadkari
ନିତିନ୍‌ ଗଡ଼କରୀଙ୍କ ବଡ଼ ଘୋଷଣା : ରାସ୍ତାରେ ରହିବନି ଟୋଲ୍ ପ୍ଲାଜା, ଜିପିଏସ ମାଧ୍ୟମରେ କଟିବ ଶୁଳ୍କ

ଇଲେକ୍ଟ୍ରିକ୍ ଟୋଲ୍ ପ୍ଲାଜା ପରେ ସରକାର ଆଉ ଏକ ପଦକ୍ଷେପ ନେଉଛନ୍ତି । ଜିପିଏସ୍ ଟେକ୍ନୋଲୋଜି ମାଧ୍ୟମରେ ଟୋଲ୍ ସଂଗ୍ରହ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ।

nitin
ଦିନେ ରିଲାଏନ୍ସ ଟେଣ୍ଡରକୁ ପ୍ରତ୍ୟାଖ୍ୟାନ କରିଥିଲେ ଗଡକରୀ, ଧୀରୁଭାଇ ଆମ୍ବାନୀଙ୍କ ସମେତ ବାଲାସାହେବ ବି ରାଗିଥିଲେ

ଯେତେବେଳେ ୯୦ ଦଶକରେ ନୀତିନ ଗଡକରୀ ରାଜ୍ୟ ମନ୍ତ୍ରୀ ଥିଲେ, ସେତେବେଳେ ମୁମ୍ବାଇ-ପୁଣେ ଏକ୍ସପ୍ରେସ ୱେ ପାଇଁ ରିଲାଏନ୍ସ କମ୍ପାନୀର ଏକ ଟେଣ୍ଡର ତାଙ୍କ ପାଖକୁ ଆସିଥିଲା ।

 Zojila tunnel
ଏସିଆର ସବୁଠାରୁ ଲମ୍ବା ଟନେଲ୍ ଜୋଜିଲା : ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ

ଏସିଆର ସବୁଠୁ ଲମ୍ବା ଟନେଲ୍ ଜୋଜିଲାର ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ । ଜୋଜିଲା ଟନେଲର ନିର୍ମାଣ କାର୍ଯ୍ୟକୁ ସମୀକ୍ଷା କରିବା ସହ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ନୀତିନ ଗଡ଼କରୀ । ଶ୍ରୀନଗରରୁ ଯାତ୍ରୀ ଏହି ଟନେଲ୍ ଦ୍ୱାରା ଖୁବ୍ ଶୀଘ୍ର ଓ ସୁରକ୍ଷିତ ଭାବେ ଲଦାଖ ପହଞ୍ଚିବେ । ୪ ହଜାର ୫ଶହ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି

zozilla tunnel
ଏସିଆର ସବୁଠୁ ଲମ୍ବା ଟନେଲ୍ ଜୋଜିଲା

ଏସିଆର ସବୁଠୁ ଲମ୍ବା ଟନେଲ୍ ଜୋଜିଲା। ଜୋଜିଲା ଟନେଲକୁ ଅନୁଧ୍ୟାନ କରିବେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କାରୀI ୪ ହଜାର ୫ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଜୋଜିଲା ଟନେଲ୍।

Mumbai-Delhi Express
ସାକାର ହେବ ସୁନାର ସ୍ୱପ୍ନ: ୨୦୨୩ରେ ଖୋଲିବ ବିଶ୍ୱର ଦୀର୍ଘତମ ରାଜପଥ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ। ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କ ପରିକଳ୍ପନା। ଅତ୍ୟାଧୁନିକ ଇଂଜିନିୟରିଂର ଚମତ୍କାରିତା। ୨୦୨୩ ମାର୍ଚ୍ଚରେ ଖୋଲିବ ବିଶ୍ୱର ଦୀର୍ଘତମ ରାଜପଥ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ ୱେ। ଦିଲ୍ଲୀରୁ- ମୁମ୍ବାଇ ୧୩୮୦ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଲାଗିବ ମାତ୍ର ୧୨ ଘଣ୍ଟା

Nitin Gadkari
ଗାଡିର କର୍କଶ ହର୍ଣ୍ଣରୁ ମିଳିବ ମୁକ୍ତି : ବାଜିବ ବାଦ୍ୟ ଯନ୍ତ୍ରର ସୁମଧୁର ଶବ୍ଦ

ଖୁବ ଶୀଘ୍ର ମିଳିବ ଯାନବାହାନ ହର୍ଣ୍ଣର କର୍କଶ ଶବ୍ଦରୁ ମୁକ୍ତି। ବର୍ତ୍ତମାନ ଯାନବାହାନର ହର୍ଣ୍ଣର କର୍କଶ ଶବ୍ଦ ବଦଳରେ ଭାରତୀୟ ବାଦ୍ୟ ଯନ୍ତ୍ରର ସୁମଧୁର ଶବ୍ଦ ଶୁଣିବାକୁ ମିଳିବ। ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଯାନବାହାନର ହର୍ଣ୍ଣର ଶବ୍ଦକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହି ଶବ୍ଦକୁ ପରିବର୍ତ୍ତନ କରିବା ନେଇ କାର୍ଯ୍ୟ କରୁଛି ବୋଲି କହିଛନ୍ତି।

Nitin Gadkari
ଆଗାମୀ ତିନି ବର୍ଷରେ ଭାରତରେ ତିଆରି ହେବ ଆମେରିକା ପରି ରାସ୍ତା : ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ

ବର୍ତ୍ତମାନ ଦେଶରେ ଦୈନିକ ୩୮ କିଲୋମିଟର ରାସ୍ତା ନିର୍ମାଣ କରାଯାଉ ଥିବାବେଳେ ପୂର୍ବରୁ ଦିନରେ ମାତ୍ର ଦୁଇ କିଲୋମିଟର ରାସ୍ତା ନିର୍ମାଣ କରାଯାଇଥିଲା । 'ଭାରତମାଲା ପରିଯୋଜନା' ଅନ୍ତର୍ଗତ ଗୁଜୁରାଟରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟର ପ୍ରକଳ୍ପ କାମ ଚାଲିଛି । ଭିତ୍ତିଭୂମି ବିକାଶ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ସମସ୍ୟାକୁ ତ୍ୱରାନ୍ୱିତ କରିବାକୁ ପୂର୍ବରୁ ରୂପାନିଙ୍କୁ କହିଥିଲେ କେନ୍ଦ୍ର ରାଜପଥ ଓ ସଡ଼କ ପରିବହନ ମନ୍ତ୍ରୀ