Advertisment

Hirakud Bridge: ହୀରାକୁଦ ଡ୍ୟାମ ଉପରେ ହେବ ରାଜ୍ୟର ସବୁଠୁ ବଡ଼ ସେତୁ

ଯୋଡିବ ସମ୍ପର୍କ, କମିବ ଦୂରତା, ହେବ ଆର୍ଥିକ ବିକାଶ । ସୁପ୍ତ ପ୍ରାୟ ସାମାଜିକ ସମ୍ପର୍କକୁ ପୁଣି ସୁଦୃଢ଼ କରିବ ସମ୍ପର୍କର ସେତୁ । ଦୀର୍ଘ ୬ ଦଶନ୍ଧି ପରେ ପଶ୍ଚିମ ଓଡ଼ିଶାର ଲାଇଫ୍ ଲାଇନ ପାଲଟିବାକୁ ଯାଉଛି ହୀରାକୁଦ ଡ୍ୟାମ ଉପରେ ନିର୍ମାଣ ହେବାକୁ ଯାଉଥିବା ଓଡ଼ିଶାର ସବୁଠୁ ଦୀର୍ଘତମ ସେତୁ ।

author-image
Santosh Kumar Sahoo

ପଶ୍ଚିମ ଓଡ଼ିଶାର ଯୋଗାଯୋଗ କ୍ଷେତ୍ରରେ ମାଇଲ ଖୁଣ୍ଟ ସ୍ଥାପନ ପାଇଁ ପଡ଼ିଲା ଶୁଭ । ହୀରାକୁଦ ଡ୍ୟାମ ଉପରେ ନିର୍ମାଣ ହେବାକୁ ଯାଉଛି ଓଡ଼ିଶାରୁ ସବୁଠୁ ଦୀର୍ଘତମ ସେତୁ । ଝାରସୁଗୁଡ଼ାର ଲଖନପୁର ଓ ବରଗଡ଼ ଜିଲ୍ଲାର ଅମ୍ବାଭୋନା ମଧ୍ୟରେ ନିର୍ମାଣ ହେବାକୁ ଥିବା ପ୍ରାୟ ୪ କିଲୋମିଟରର ଲମ୍ବ ବ୍ରିଜ୍ ଲାଗି ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦମନ୍ତ୍ରୀ ନୀତିନ ଗଡ଼କରୀ ।

Advertisment
Odisha Nitin Gadkari Hirakud Dam
Advertisment
Advertisment