Sujeet Kumar
କଳାହାଣ୍ଡି ରାଜନୀତିରେ କମ୍ପନ । ଜିଲ୍ଲାରେ ବ୍ୟାପକ ଦୁର୍ନୀତି କାରବାର ଚାଲିଥିବା ନେଇ ସୁଜିତ କୁମାରଙ୍କ ବିସ୍ଫୋରକ ବୟାନ ପରେ ଏବେ ଜିଲ୍ଲା ରାଜନୀତିରେ ବଡ଼ ଧରଣର ହଲଚଲ୍ । ଏବେ ଚର୍ଚ୍ଚା, ଜିଲ୍ଲାରେ ଜମି, ଖଣି, ବାଲି, ଛତୁଆ ଆଦି ମହାଦୁର୍ନୀତି ପଛରେ କିଏ ଥିଲେ ସେହି ରାଜ୍ୟସ୍ତରୀୟ ବିଜେଡି ନେତା ? କାହା ବଳରେ ଦୁର୍ନୀତିର ଗନ୍ତାଘର ପାଲଟିଥିଲା କଳାହାଣ୍ଡି ?
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)