• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Monsoon

Heavy Rain
ଉପାନ୍ତରୁ ଉପକୂଳ ନିର୍ଧୁମ ଛେଚୁଛି ! ଭୁଶୁଡ଼ିଲା ଘର, ଉପୁଡ଼ିଲା ଗଛ..

ଭୁବନେଶ୍ୱର, କଟକ ସମେତ ଉପକୂଳରେ ଜୀବନଯାତ୍ରା ଅସ୍ତବ୍ୟସ୍ତ । ଆହୁରି ୩ ଦିନ ଯାଏଁ ୧୦ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ ।

Day temperature in Odisha rises due to weak monsoon
ବଢ଼ୁଛି ଦିନ ତାତି, ୬ ସହରର ତାପମାତ୍ରା ୩୫ ଡିଗ୍ରୀ

ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ୬ ସହରରେ ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ଵା ଏହାଠୁ ଅଧିକ ରେକର୍ଡ କରାଯାଇଛି। ୩୫.୮ ଡ଼ିଗ୍ରୀ ତାପମାତ୍ରା ସହ ଚାନ୍ଦବାଲି ଉତ୍ତପ୍ତ ସହର ହୋଇଛି।

Monsoon Flood Fear Triggers Panic In Several Low Lying Odisha Villages
ବର୍ଷା ଆସିଲେ ଗାଁ ବୁଡ଼ି ଯିବାର ଭୟ, ଆତଙ୍କିତ ଅବସ୍ଥାରେ ଲୋକେ

ଯାଜପୁର ଜିଲ୍ଲାର ଧର୍ମଶାଳା ଓ ବରୀ ଅଞ୍ଚଳରେ ଥିବା ଦୁର୍ବଳ ନଦୀବନ୍ଧର ମରାମତି ହୋଇ ନଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ବର୍ଷା ଦିନ ପୂର୍ବରୁ ନଦୀବନ୍ଧ ମରାମତି ସରିନଥିବାରୁ ପୁଣି ଘାଇ ସୃଷ୍ଟି ହେବାର ଆଶଙ୍କା ରହିଛି।

Rain
ସ୍ୱଳ୍ପବୃଷ୍ଟିରୁ ପ୍ରଭାବିତ ଚାଷ, ଜୁନ୍ ୩୦ ସୁଦ୍ଧା ରାଜ୍ୟରେ ୪୦% କମ୍ ବର୍ଷା

ବର୍ଷା ଅଭାବରୁ ୯ ଜିଲ୍ଲାରେ ସ୍ଥିତି ସଂଗୀନ । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ନବରଙ୍ଗପୁର, ଖୋର୍ଦ୍ଧା, ଭଦ୍ରକ ଓ ବଲାଙ୍ଗିରରେ ୫୦ ପ୍ରତିଶତରୁ କମ୍ ବର୍ଷା ।

Monsoon
ରଜ ଗଲା, ହେଲେ ବର୍ଷାରେ ପୂରା ଭିଜିପାରିଲାନି ଓଡ଼ିଶା, ଧିମା ମୌସୁମୀ ପ୍ରବେଶ ନେଇ ଚିନ୍ତା

ପାଣିପାଗ ବିଭାଗର ସୂଚନା ଅଧିକାଂଶ ଜିଲ୍ଲା ଛୁଇଁବାକୁ ଆହୁରି ୨/୩ ଦିନ । ଜୁନ୍‌ରେ ଏଯାଏଁ ୬୪ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ।

IMD Predicts Normal Monsoon This Year
ଓଡ଼ିଶା ଛୁଇଁଲା ମୌସୁମୀ

ମୌସୁମୀ ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ।

Monsoon Likely To Enter Odisha By Tomorrow
ପାଣିପାଗ ବିଭାଗର ପୂର୍ବାନୁମାନ- କାଲି ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ !

ପାଗ ଅନୁକୂଳ ରହିଥିବାରୁ ଆଜି ଓ ଆସନ୍ତାକାଲି ମଧ୍ୟରେ ଓଡ଼ିଶାକୁ ମୌସୁମୀ ବାୟୁ ପ୍ରବେଶ କରିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମୌସୁମୀ ଓଡ଼ିଶା ଛୁଇଁବା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି।

Conditions favorable for monsoon in Odisha in next 48 hours
୪୮ ଘଣ୍ଟାରେ ଓଡ଼ିଶା ଛୁଇଁବ ମୌସୁମୀ !

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି। ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। 

Monsoon expected to reach Odisha before June 16
ଖୁବ୍‌ଶୀଘ୍ର ଓଡ଼ିଶା ଛୁଇଁପାରେ ମୌସୁମୀ, ଆକାଶରେ ଘୋଟି ଆସିବ କଳା ବାଦଲ !

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପରେ ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ଆଶା କରାଯାଉଛି।

mansoon
ଗରମ ଗୁଳୁଗୁଳିରୁ ମିଳିବ ମୁକ୍ତି : ରଜରେ ଛୁଇଁବ ମୌସୁମୀ ବାୟୁ

ପାଗ ଧୀରେ ଧୀରେ ଅନୁକୂଳ ହେଉଛି : ଆଞ୍ଚଳିକ ପାଣିପାଗ କେନ୍ଦ୍ର

rain
ଚାଷୀଙ୍କ ପାଇଁ ଖୁସି ଖବର : ଚଳିତ ବର୍ଷ ଅଧିକ ବର୍ଷା

ଆଇଏମଡି ବୁଲେଟିନରେ ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ସମଗ୍ର କେରଳକୁ ଆଚ୍ଛାଦନ କରିଛି

Monsoon Hits Kerala Coast
ନିର୍ଦ୍ଧାରିତ ସମୟ ପୂର୍ବରୁ କେରଳ ଛୁଇଁଲା ମୌସୁମୀ

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର ୩ ଦିନ ପୂର୍ବରୁ କେରଳରେ ପହଞ୍ଚିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। 

Monsoon Arrived Over Andaman Sea
ଆଣ୍ଡାମାନ ଛୁଇଁଲା ମୌସୁମୀ, ହେଲେ କେବେ ଛୁଇଁବ ଓଡ଼ିଶା ?

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗରରେ ପ୍ରବେଶ କରିଛି। ମେ ୨୭ ତାରିଖରେ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବ ବୋଲି ଆକଳନ କରାଯାଇଛି।

MONSOON
ଜୁନ୍ ପ୍ରଥମ ସପ୍ତାହରେ ଓଡ଼ିଶାରେ ପହଞ୍ଚିବ ମୌସୁମୀ !

୨୭ ତାରିଖ ସୁଦ୍ଧା ମୌସୁମୀ ବାୟୁ କେରଳ ପହଞ୍ଚିବାର ସମ୍ଭାବନା ରହିଛି।

IMD Predicts Early Monsoon Arrival
ପାଣିପାଗ ବିଭାଗର ପୂର୍ବାନୁମାନ- ଏବର୍ଷ ଶୀଘ୍ର ଆସିପାରେ ମୌସୁମୀ

ମେ’ ୧୫ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ରବେଶ କରିବା ସମ୍ଭାବନା ରହିଛି। ସାଧାରଣତଃ ମେ ୨୦ରେ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଥାଏ।

IMD Predicts Normal Monsoon This Year
ଏଥର ସ୍ୱାଭାବିକ ମୌସୁମୀ: ଉତ୍ତର ଓ କେନ୍ଦ୍ର ଭାରତରେ ହୋଇପାରେ ଅଧିକ ବର୍ଷା

ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ସ୍ୱାଭାବିକ ନେଇ ଭାରତୀୟ ପାଣିପାଗ କେନ୍ଦ୍ର ଆକଳନ କରିଛି। ଜୁନ୍‌ରୁ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ବର୍ଷା ହେବାର ଆକଳନ କରାଯାଇଛି।

Low pressure in bay of bengal
ଆସୁଛି ଲଘୁଚାପ, ୧୫ରେ ଛୁଇଁବ ଉପକୂଳ

ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଟୁଇଟ୍  କରିଛି।  ସେପଟେ ରାଜ୍ୟର ଅର୍ଦ୍ଧେକ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଫେରିଛି। ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାରୁ ସଂପୂର୍ଣ୍ଣ ଭାବେ ମୌସୁମୀ ଚାଲିଯାଇଛି।

Himachal pradesh Flood
ପ୍ରକୃତିର ତାଣ୍ଡବ ! ଖେଳନା ଭଳି ଭସାଇନେଲା ବଡ଼ ବଡ଼ କାର, ତାସ୍‌ର ଘର ଭଳି ଭୁଶୁଡ଼ି ଗଲା ଘର

ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ପ୍ରକୃତିର କୋପ । ହିମାଚଳରେ ବାଦଲଫଟା ବର୍ଷା ପ୍ରଳୟ ଆଣିଛି । ପ୍ରକୃତିର ଏହି ତାଣ୍ଡବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଧର୍ମଶାଳା ।

ମୌସୁମୀ ଓ ରାଜନୀତି ପାଠର ଘାଣ୍ଟ - Odia Political Comedy
ମୌସୁମୀ ଓ ରାଜନୀତି ପାଠର ଘାଣ୍ଟ - Odia Political Comedy

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves