ଚାଲିଥିଲା ଘମାଘୋଟ ଆଲୋଚନା। ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ କେହି କାହାରିକୁ ଛାଡିବା ଅବସ୍ଥାରେ ନଥିଲେ। ବେଶ୍ ଗମ୍ଭୀର ଜଣାପଡୁଥିଲା ବିଧାନସଭା କକ୍ଷ। ବିଧାନସଭାର ସଦସ୍ୟ ଓ ଉପସ୍ଥିତ ଥିବା କର୍ମଚାରୀଙ୍କ ପାଇଁ ଖାଇବାର ବ୍ୟବସ୍ଥା କରାଯାଇଥିଲା। ରାତିସାରା ଖୋଲା ଥିଲା ବିଧାନସଭା କ୍ୟାଣ୍ଟିନ୍। ସଦସ୍ୟମାନେ ଲବିରେ କିଛି ସମୟ ବିଶ୍ରାମ ନେଇ ପୁଣି ଗୃହକୁ ଫେରିଆସୁଥିଲେ। ମଝିରେ ମଝିରେ ଚା' ପିଇ ନିଦକୁ ଦୂରେଇ ଦେଉଥିଲେ।
ଅସ୍ମିତା, ଉଚ୍ଚାଶା ଏବଂ ଅବିଶ୍ରାନ୍ତ ଉଦ୍ୟମ । ଏହି ୩ଟି ଶକ୍ତିର ଉପଯୋଗରେ ହିଁ ବିକଶିତ ଓଡ଼ିଶା ନିର୍ମାଣ ସମ୍ଭବ । କଟକ ସତ୍ୟଭାମାପୁରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମମାଟିରେ ଆୟୋଜିତ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ରାଜ୍ୟର ୩ କୋଟି ୫୨ ଲକ୍ଷ ଲୋକ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମାର ସୁଫଳ ପାଇବେ । ରାଜ୍ୟ ଭିତରେ ଓ ବାହାର ମେଡିକାଲ୍ରେ ମିଳିବ ଚିକିତ୍ସା ସୁବିଧା ।
ଗରିବଙ୍କ ମୁଣ୍ଡ ଉପରୁ ହଟିବ ଝାଟିମାଟିର ଚାଳଛପର । ରବିବାର ଦିନ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।
ମିଛ କହିବାର ଗୋଟେ ସୀମା ଅଛି। ଗୃହକୁ ବନ୍ଦ କରିବା, ପ୍ରଶ୍ନକାଳରେ ଭାଗ ନନେବା ମାନେ କଣ ? ଏହା କି ପରମ୍ପରା ? ଏତେ ସମୟ ଧରି ଗୃହକୁ ଅଚଳ କରିବା ଅଧିକାର କିଏ ଦେଲା ? ଏମାନଙ୍କୁ ଓଡିଶାବାସୀ କ୍ଷମା ଦେବେ ତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସରକାରଙ୍କ ନାଲି ଆଖି । ସଚ୍ଚୋଟ ପଣିଆର ଅଭାବ ପରିଲକ୍ଷିତ ହେଲା ମାତ୍ରେ ବାଜିବ ଆକ୍ସନ ଛାଟ । ଅପାରଗତା ଦେଖିବା ମାତ୍ରେ ଅବସର ଆଗରୁ ହୋଇଯିବେ ବିଦା ।
ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସରକାରଙ୍କ ନାଲି ଆଖି । ସଚ୍ଚୋଟ ପଣିଆର ଅଭାବ ପରିଲକ୍ଷିତ ହେଲା ମାତ୍ରେ ବାଜିବ ଆକ୍ସନ ଛାଟ । ଅପାରଗତା ଦେଖିବା ମାତ୍ରେ ଅବସର ଆଗରୁ ହୋଇଯିବେ ବିଦା ।
୭୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ଆୟୁଷ୍ମାନ ବୟୋ-ବନ୍ଦନା ଲାଗୁ କରାଯିବ । ତେବେ ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସମସ୍ତ ନାଗରିକମାନଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ବର୍ତ୍ତମାନ ଭଳି ଜାରି ରହିବ ।
ନବ ଦାସ ହତ୍ୟା ତଦନ୍ତ ନେଇ ପ୍ରତିକ୍ରିୟା ରଖିଲେ ଝିଅ ଦୀପାଳି ଦାସ । କହିଲେ,‘ମୋ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଅନୁମତି ମାଗିଛୁ ।'
ଇ-ମେଲ୍ କଲେ, ଡାକରେ ବି ଚିଠି ପଠାଇଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲେ । ସ୍ବାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବଙ୍କ ପତ୍ନୀ ମୀନତି ଦାସ ।
ଖୋଲୁଛି ମହାଲୁଟର ଚକ୍ରବ୍ୟୁହ ରଚିଥିବା ବିଜେଡି ନେତା ରାଜା ଚକ୍ରର ଗୁମର। ଫିଟୁଛି ରାଜା ଇସାରାରେ ନାଚିଥିବା ସରକାରୀ ବାବୁଙ୍କ ଅସଲ ରୂପ।
ଇ-ମେଲ୍ କଲେ, ଡାକରେ ବି ଚିଠି ପଠାଇଲେ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସମୟ ମାଗିଲେ । ସ୍ବାମୀ ନବ ଦାସଙ୍କ ହତ୍ୟା ଘଟଣାର ତଦନ୍ତ ସଂପର୍କିତ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବଙ୍କ ପତ୍ନୀ ମୀନତି ଦାସ ।
ନିଶାରେ ଚୁର୍ ଟୁଇନ୍ ସିଟି । ପାନ, ବିଡ଼ି, ସିଗାରେଟ୍ ଭଳି ତମାଖୁ ଜାତୀୟ ପଦାର୍ଥ ହେଉ କିମ୍ବା ମଦ, କଫ୍ ସିରଫ ଅବା ବ୍ରାଉନ ସୁଗାର । ଯେତେବେଳେ ଯାହା ନିଶା ମିଳୁଛି ତାକୁ ସେବନ କରି ମତୁଆଲା ହେଉଛନ୍ତି ଟ୍ବିନ୍ ସିଟି ବାସିନ୍ଦା ।
ଆସାମ ସୀମାରେ ଅନାୟସରେ ବାଂଲା ଅନୁପ୍ରବେଶକାରୀ ଭାରତରେ ପଶୁଛନ୍ତି । ଏହା ପରେ ବିଭିନ୍ନ ସ୍ଥାନକୁ ଟ୍ରେନରେ ଯାଇ ସେଠାରେ ରହି ଯାଉଛନ୍ତି । କିଛି ଦିନ ରହି କାମ କରିବା ପରେ ଜାଲ୍ ସାର୍ଟିଫିକେଟ୍ ବାହାର କରି ଦେଉଛନ୍ତି ବୋଲି ପୋଲିସ୍ କହିଛି ।
'ଗରିବ ଲୋକମାନେ ଝିଅ ବାହାଘର କରିବାକୁ ବହୁ କଷ୍ଟ ପାଆନ୍ତି। ହେଲେ ଆମ ସରକାର ସେ କଥାବି ବୁଝିବ।'
ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିରୋଧୀ ଦଳର ନେତାଙ୍କୁ କଟାକ୍ଷ କରି ନାନା କଥା କହିଛନ୍ତି। କହିଛନ୍ତି, ଗତ ସରକାର ଗୋଟେ ଇଭେଣ୍ଟ ମ୍ୟାନେଜମେଣ୍ଟ ସରକାର ଥିଲା। ସେମାନେ ମହିଳାଙ୍କୁ କେବଳ ସ୍ଲୋଗାନ ଭିତରେ ରଖିଥିଲେ। ଆମ ବିକାଶ ଦେଖି ବିରୋଧୀ ହଜମ କରିପାରୁ ନାହାଁନ୍ତି, ତେଣୁ ତାଙ୍କ ପାଇଁ ବଟିକା ବ୍ୟବସ୍ଥା କରାଯାଉ।
ସେ ଦେଶ ବାହାରେ ଥାଉ କି ପାତାଳରେ ଥାଉ ତାକୁ ଖୋଜି ବାହାର କରିବାକୁ କହିଥିଲି । ମୁଁ ଖୁସି ଯେ, ପୋଲିସ ଏହି ସ୍ପାଇଡର ଚୋରକୁ କାବୁ କଲା । ନିଜର ବୁଦ୍ଧିମତା ଓ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରି ତାକୁ ଧରିଲା । ପୋଲିସକୁ ନେଇ ଅନେକ ଚର୍ଚ୍ଚା ହେଲା କିନ୍ତୁ ପୋଲିସ ସଫଳତାର ସହ କାମ କଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟରେ ୧୪ଟି ଥାନାର ନୂତନ କୋଠା ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ତାଗିଦ କରିବା ସହ ପୋଲିସ ଡିଜିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ନିଜ ଜାଲରେ ନିଜେ ଫସିଲା କି ବିଜେଡି? ବିଜୁଙ୍କୁ ନେଇ କରୁଥିବା ରାଜନୀତିରେ ମିଳିଲା କି ଶକ୍ତ ଝଟକା ? ଖୋଦ୍ ନିଜ ଦଳର ବରିଷ୍ଠ ନେତା ଏହାକୁ ନିନ୍ଦା କରିଛନ୍ତି।
ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ଭଳି ଜନନେତାଙ୍କ ଜନ୍ମଦିନକୁ ୩ ଦଶନ୍ଧି ଧରି ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା । କିନ୍ତୁ ବିଜେପି ସରକାର ଚଳିତ ବର୍ଷ ବିଜୁ ଜୟନ୍ତୀକୁ ପଞ୍ଚାୟତିରାଜ ଦିବସ ନ ପାଳିବାକୁ ଘୋଷଣା କରିଛନ୍ତି ।
ତ୍ବରିତ ଭାବେ ସରକାର ଆକ୍ସନ ନେଉଛନ୍ତି, କୋର୍ଟ ବିଚାର କରିବ । ବୁଡ଼ି ଯାଉଥିବା ଦଳ କଂଗ୍ରେସ ଟାର୍ଗେଟ୍ କଲେ ସିନା ସାମ୍ନାକୁ ଆସିବ । ଭିତ୍ତିହୀନ ଅଭିଯୋଗ କଲେ ଲାଭ କଣ, ବିଧାନସଭାରେ ଉଠାନ୍ତୁ । ଶୂନ୍ୟକାଳ କିମ୍ବା ମୁଲତବି ନୋଟିସ୍ ଦେଇ ଆଲୋଚନା କରିପାରିବେ ।
କେନ୍ଦୁଝର ବାଂଶପାଳ ତହସିଲଦାର ଭାବେ କାର୍ଯ୍ୟ କରୁଥିବା କୌଶିକ ପଟ୍ଟନାୟକ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆ OSD । ଆଜି ୧୮ ଜଣ OAS ଅଫିସରଙ୍କ ବଦଳି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି । କୌଶିକଙ୍କର ସାଧାରଣ ପ୍ରଶାସନ ବିଭାଗକୁ ବଦଳି କରାଯାଇ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି ।
ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷିଆନ ଉତ୍ତମ ମହାନ୍ତି ଆଉ ନାହାନ୍ତି । ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବରିଷ୍ଠ ରାଜନେତା ଓ କଳାକାର ଗଭୀର ଶୋକ ପ୍ରକାଶ କରିଛନ୍ତି ।
କିଟ୍ ଘଟଣାରେ ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ପ୍ରତିଶ୍ରୁତି ଦେଲେ ।
‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ପାଇଁ ରାଜ୍ୟ ସରକାର ୧୨ କୋଟିର ବ୍ୟୟ ବରାଦ କରିଛନ୍ତି । ଏହି ଯୋଜନା ଖୁବ୍ଶୀଘ୍ର ଲାଗୁ ହେବ ବୋଲି କୁହାଯାଉଛି ।