Advertisment

ସତ ନା ଏ ମିଛ ନାଟକ, ଝିଅ କେମିତି ହେଲା ସାପ ?

ସାପକୁ ମାଡ଼ ହେଲେ କେମିତି ପଡ଼ୁଛି ଝିଅ ଦେହରେ ଦାଗ ? ଝିଅ ଚିତ୍କାର କରୁଛି, ଘରୁ ନାଗକୁ ନବାହାର କରିବାକୁ କାକୁତିମିନତି ହେଉଛି । ଆଉ ସବୁଠାରୁ ବଡ଼ କଥା ହେଉଛି ଗାଁ ଦଣ୍ଡଟାରେ ଗଡ଼ି ସାପ ପରି ଗର୍ଜ୍ଜନ କରୁଛି ଝିଅ ।

author-image
Namita Biswal

ଏ ବିଶ୍ୱାସ ନା ଅନ୍ଧବିଶ୍ୱାସ ? ନା କେବଳ ଏ ସବୁ ନାଟକ ? ସାପକୁ ମାଡ଼ ହେଲେ କେମିତି ପଡ଼ୁଛି ଝିଅ ଦେହରେ ଦାଗ ? ଝିଅ ଚିତ୍କାର କରୁଛି, ଘରୁ ନାଗକୁ ନବାହାର କରିବାକୁ କାକୁତିମିନତି ହେଉଛି । ଆଉ ସବୁଠାରୁ ବଡ଼ କଥା ହେଉଛି ଗାଁ ଦଣ୍ଡଟାରେ ଗଡ଼ି ସାପ ପରି ଗର୍ଜ୍ଜନ କରୁଛି ଝିଅ । ସତ ମିଛ କ’ଣ ଜାଣିବା ପୂର୍ବରୁ ଘଟଣାର ପୂରା କାହାଣୀ କହିଛି ପରିବାର । 

Advertisment
Odisha News Snakes Miracles
Advertisment
Advertisment