Advertisment

ନୂଆ ଢାଞ୍ଚାରେ ମେଟ୍ରୋ

ନୂଆ ଢାଞ୍ଚାରେ ମେଟ୍ରୋ ପ୍ରକଳ୍ପ । ବସିଛି ସବ୍ କମିଟିର ପ୍ରଥମ ବୈଠକ। ଆଗକୁ ଆହୁରି ଦୁଇରୁ ତିନି ରାଉଣ୍ଡ ବୈଠକ ହେବ। ତାପରେ ନିଆଯିବ ଶେଷ ନିଷ୍ପତ୍ତି।

author-image
Satyabrata Ray
ଅଦ୍ୟତନ ହୋଇଛି
ନୂଆ ଢାଞ୍ଚାରେ ମେଟ୍ରୋ

ନୂଆ ଢାଞ୍ଚାରେ ମେଟ୍ରୋ

ନୂଆ ଢାଞ୍ଚାରେ ହେବ ମେଟ୍ରୋ ପ୍ରକଳ୍ପମେଟ୍ରୋ ପ୍ରକଳ୍ପ ନେଇ ହୋଇଥିବା ସବ କମିଟିର ପ୍ରଥମ ବୈଠକ ପରେ ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ

Advertisment

ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମେଟ୍ରୋ ପ୍ରକଳ୍ପରେ ମୋବିଲିଟି, ଡି-କଞ୍ଜେକ୍ସନ ଏବଂ ମୋଡାଲିଟି ପ୍ଲାନ ନେଇ ଆଲୋଚନା ହୋଇଛିପରବର୍ତ୍ତୀ ବୈଠକରେ ଅଧିକ ଆଲୋଚନା ହୋଇ ନିର୍ଯାସ ବାହାରିଲା ପରେ ସ୍ପଷ୍ଟତା ଆସିବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ

ଏବେ ଗୋଟିଏ ପର୍ଯ୍ୟାୟ ଚର୍ଚ୍ଚା ଆଲୋଚନା ହୋଇଛି ଆଗକୁ ୨ରୁ ୩ରାଉଣ୍ଡ ଆଲୋଚନା ପରେ ଏନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ

Advertisment
Bhubaneswar Odisha News Metro Rail Project Cuttack Odisha
Advertisment
Related Articles
Advertisment